ଆମ ଜିଲା ଖବର

ଲୋକଙ୍କୁ ସଚେତନ କଲା ଆର୍‌ପିଏଫ୍‌

ଛତ୍ରପୁର,୨ା୧(ଡି.ଏନ୍‌.ଏ.)-ଛତ୍ରପୁର କୋର୍ଟ ହଲ୍ଟ ଷ୍ଟେଶନ ନିକଟ ରେଡ୍ଡୀ ଷ୍ଟ୍ରିଟ୍‌ରେ ଗୁରୁବାର ସ୍ଥାନୀୟ ଆରପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ଲୋକଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଛି । ଏଥିରେ ଆରପିଏଫ୍‌ ଆଉଟପୋଷ୍ଟର ଏସ୍‌ଆଇ ଏଲ. ବି. ସିଂ ଓ ଷ୍ଟାଫ୍‌ ସାମିଲ ଥିଲେ...

ପିପି, ଏପିପିଙ୍କ ସହ ଆଲୋଚନା: ଦଣ୍ଡ ହାର ବୃଦ୍ଧି ଉପରେ ଏସ୍‌ପିଙ୍କ ଗୁରୁତ୍ୱାରୋପ

ଛତ୍ରପୁର,୨ା୧(ଡି.ଏନ୍‌.ଏ.)-ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗୁରୁବାର ଜିଲାର ପବ୍ଲିକ୍‌ ପ୍ରୋସିକ୍ୟୁଟର(ପିପି), ଆସିଷ୍ଟାଣ୍ଟ ପବ୍ଲିକ୍‌ ପ୍ରୋସିକ୍ୟୁଟର(ଏପିପି)ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏସ୍‌ପିଙ୍କ କାର୍ଯ୍ୟାଳୟଠାରେ ଚାଲିଥିବା ଏହି ଆଲୋଚନା ବେଳେ ଜିଲାର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉତ୍‌ଥାପନ କରାଯାଇଥିଲା...

ପୂର୍ବଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଘଟଣା: ଜେଲ ଗଲେ ମହିଳାଙ୍କ ସମେତ ୩ ଅଭିଯୁକ୍ତ

ଭଦ୍ରକ ଅଫିସ,୨।୧- ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗତ ବୁଧବାର ଭୋର ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମର ସତ୍ୟବ୍ରତ ଶିଅଳ(୨୫)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗୁରୁବାର...

୨୦ ଫୁଟ ତଳକୁ ଖସିଲା ଆଲୁମିନିୟମ ପାଉଡର ଲୋଡିଂ ଟ୍ୟାଙ୍କର: ଡ୍ରାଇଭର ମୃତ

ରାୟଗଡ଼ା ଅଫିସ, ୨।୧: ୩୨୬ ନଂ. ଜାତୀୟ ରାଜପଥର ଗୁମ୍ମା ଘାଟିରୁ ଗୁରୁବାର ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ଖସିପଡ଼ିଛି। ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ରାଘବେନ୍ଦ୍ର ସିଂ(୨୪)ଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର ପୁଷ୍ପେନ୍ଦ୍ର ସିଂ ଗୁରୁତର...

ଗୋରେଖନାଥ ପୀଠ: ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରସାଦ ସେବନ ବ୍ୟବସ୍ଥା ବନ୍ଦ

ରଘୁନାଥପୁର,୨। ୧ (ଡି.ଏନ.ଏ.)- ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରେଖନାଥ ପୀଠରେ ନୂଆବର୍ଷ ସନ୍ଧ୍ୟାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରସାଦ ସେବନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି। ତେବେ ପ୍ରଭୁଙ୍କ ନୀତି ପ୍ରସାଦକୁ ଛାଡି ଦେଲେ ଅନ୍ୟ କୌଣସି ଅନ୍ନପ୍ରସାଦ...

ରାସ୍ତାପାର୍ଶ୍ୱରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୨।୧(ସ୍ବ.ପ୍ର.): ପୂଜା ସାମଗ୍ରୀ ଆଣିବା ଲାଗି ନିକଟସ୍ଥ ଛକକୁ ଆସିଥିବାବେଳେ ରାସ୍ତାରେ ପାର୍ଶ୍ୱରେ ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସାରସକେଲା ଗ୍ରାମର ଦୁଃଶାସନ ନାଏକ(୬୦) ସାରସକେଲା ଛକକୁ ବୁଧବାର ସନ୍ଧ୍ୟାରେ ନଡ଼ିଆ...

ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ରାୟଗଡ଼ା ଅଫିସ,୨।୧: ରାୟଗଡ଼ା ଜିଲା କୁର୍ଲୀ ପଞ୍ଚାୟତର ଉତକାପାଡ଼ୁ ଗ୍ରାମ ନିକଟରେ ଟ୍ରାକ୍ଟର ବାଇକ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ବାଇକ୍‌ ଚାଳକ କଣ୍ଡାଗରୀ କାନଟୁଙ୍କ ମୃତ୍ୟୁ ଘଟିଥିବାବେଳେ ପଛରେ ବସିଥିବା ସୋନା ଉଲ୍ଲକା ଆହତ ହୋଇଛନ୍ତି। ସେ ରାୟଗଡ଼ା ଜିଲା...

ରେଳ ଧାରଣାରୁ ଯୁବତୀଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୨।୧- ବଲାଙ୍ଗୀର ନିକଟ ମାଧିଆପାଲି-ରିନବଚନ ରେଳ ଧାରଣାରେ ଗୁରୁବାର ସକାଳେ ଦୁଇଜଣ ଯୁବତୀ ଓ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀଯୁବକଙ୍କ...

ନୂଆବର୍ଷରେ ଘରେ ତରକାରୀ ହୋଇ ନ ଥିବାରୁ ନାବାଳିକାଙ୍କ ଆତ୍ମହତ୍ୟା

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖମୁଆଁ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ନୂଆବର୍ଷ ରାତିିରେ ଖାଇବାରେ ତରକାରୀ ହୋଇ ନ ଥିବାରୁ ରୁଷି ବାପାଙ୍କ ବ୍ଲଡ଼ପ୍ରେସର ମେଡିସିନ ଖାଇ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି...

ପୁଣି ଚର୍ଚ୍ଚାରେ ମଙ୍ଗୁ ମଠ

ପୁରୀ ଅଫିସ,୨।୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଥିବା ମଙ୍ଗୁମଠ ଉଚ୍ଛେଦକୁ ନେଇ ଆରମ୍ଭରୁ ବହୁ ବିବାଦ ଉପୁଜିଥିଲା। ମଠର ବ୍ୟବସାୟିକ କୋଠା ଉଚ୍ଛେଦ ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛି ମଙ୍ଗୁ ମଠ। ଗୁରୁବାର ମଠର ଗାଦି ଘର...

ମା’ ତାରା ତାରିଣୀ ମନ୍ଦିରର ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଲେ ଜିଲାପାଳ, ତୁରନ୍ତ ଶେଷ କରିବାକୁ ଦେଲେ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୨।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ତଥା ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିରର ବିକାଶ ଲାଗି ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ଜିଲାପାଳ ମନ୍ଦିର...

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ଓଡ଼ଗାଁ,୨।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ରାବେରା କୋଠସାହିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ତିନି ପରିବାରଙ୍କ ୬ ବଖରା ଜଳିଯାଇଛି। ବିପନ୍ନ ପରିବାର ହେଲେ ସନ୍ତୋଷ ବେହେରା, ରଘୁନାଥ ଭୂୟାଁ ଓ ଶ୍ରୀଧର ବେହେରା। ସମସ୍ତଙ୍କ ଘରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri