ଆମ ଜିଲା ଖବର

ମନେପଡ଼ିଲେ କଳ୍ପନା

ଢେଙ୍କାନାଳ ଅଫିସ, ୨୩।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶନିବାର ପାଳିତ ହୋଇଯାଇଛି। ଢେଙ୍କାନାଳର ଏହି ସାହସୀ ଝିଅ ସର୍ବଦା ଯୁବଗୋଷ୍ଠୀଙ୍କ ପ୍ରେରଣା ହୋଇ ରହିବେ। ସାହସିକତା ତାଙ୍କୁ ସବୁଦିନ ଲାଗି ଅମର କରି ରଖିବ ବୋଲି ମତପ୍ରକାଶ ପାଇଥିଲା।…

ସାଇକେଲରେ ତାମିଲନାଡୁରୁ ତେଲକୋଇ

ଢେଙ୍କାନାଳ ଅଫିସ, ୨୩ା୫-ତାଲାବନ୍ଦ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦୈନ୍ୟର ଗୋଟିଏ ପରେ ଗୋଟିଏ ଚିତ୍ର ପଦାକୁ ଆସିବାରେ ଲାଗିଛି। ଅସମୟରେ କମ୍ପାନୀ ହାତ ଛାଡ଼ିଦେବା ପରେ ଭୋକ ବିକଳରେ ଭିଟାମାଟି ଅଭିମୁଖେ ଗଣପଳାୟନ କରୁଛନ୍ତି ଦାଦନ। ବକେୟା ଶୁଝି ନ ପାରି…

ରୀତିନୀତିରେ ପାଳନ ହେବ ଶୀତଳ ଷଷ୍ଠୀ, ରଥଯାତ୍ରା

ସୋନପୁର,୨୩।୫(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଗ୍ରୀନ୍‌ ଜୋନ୍‌ରେ ରହିଛି ଏହି ଜିଲା। ତେବେ କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କୁ ଦୂରେଇ ରଖିବା ପାଇଁ ଜିଲା ଦେବୋତ୍ତର କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୬ତାରିଖରୁ…

କରୋନା ଯୋଦ୍ଧା କରିଛ, ସମାନ ସୁବିଧା ଦିଅ

ବଲାଙ୍ଗୀର ଅଫିସ, ୨୩ା୫-ଆଗଧାଡିର କରୋନା ଯୋଦ୍ଧାଭାବେ ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପାଳନ ଓ ଜନସାଧାରଣଙ୍କୁ ସେବା ଯୋଗାଇବାସତ୍ତ୍ୱେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ)ର କର୍ତ୍ତବ୍ୟରତ ଆୟୁଷ ଡାକ୍ତର, ଫର୍ମାଶିଷ୍ଟ, ଏଏନ୍‌ଏମମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳୁ ନାହିଁ। ଏ…

ନିରାଡମ୍ବରରେ ସମ୍ପନ୍ନ ହେଲା ବାଲୁଙ୍କେଶ୍ୱରଙ୍କ ପତରପେଡିଁ

ସମ୍ବଲପୁର, ୨୩।୫ (ବ୍ୟୁରୋ)-କରୋନା କଟକଣାକୁ ଦୃଷ୍ଟିରେ ରଖି ଶନିବାର ନିରାଡମ୍ବର ଭାବେ ନନ୍ଦପଡା ବମ୍‌ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଡିଁ (ନିର୍ବନ୍ଧ) ଶେଷ ହୋଇଛି। ଏଥିସହ ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଓ ରୀତିନୀତି ଅନୁସାରେ…

ଯାତ୍ରୀବାହୀ ଗାଡ଼ିରେ ଗଲେଣି ୩୫ ହଜାର ପ୍ରବାସୀ

ବରଗଡ଼ ଅଫିସ୍‌,୨୩।୫-କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଅନ୍ୟପଟେ ପ୍ରବାସୀ ଶ୍ରମିକମାନେ ଫେରୁଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଚାଲିଛି । ଏହି ଦୃଷ୍ଟିରୁ ସଂକ୍ରମଣକୁ ପ୍ରତିହତ କରିବା ସହିତ ପ୍ରବାସୀ ଶ୍ରମିକମାନେ ଯେଭଳି ହଟହଟାର ସମ୍ମୁଖୀନ ନ…

କଣ୍ଟିଲୋ ପିଇଓ ନିଲମ୍ବିତ

ନୟାଗଡ଼ ଅଫିସ,୨୩ା୫: ନୟାଗଡ଼ ଜିଲା ଖଣ୍ଡପଡା ବ୍ଲକ କଣ୍ଟିଲୋ ପଞ୍ଚାୟତର ଏକ୍‌ଜିକ୍ୟୁଟିଭ ଅଫିସର (ପିଇଓ) ବିଜୟ କୁମାର ନନ୍ଦଙ୍କୁ ଜିଲାପାଳ ପୋମା ଟୁଡୁ ଗତ ୨୦ ତାରିିଖରେ ନିଲମ୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି…

୪ଦିନ ହେଲା ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାର

ପଦ୍ମପୁର, ୨୩ା୫(ଡି.ଏନ. ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦାସଡିହ ଗ୍ରାମର ଗଣେଶ ମଳିକଙ୍କ ଘର ବାତ୍ୟା ପ୍ରଭାବରେ ଭୁଶୁଡ଼ି ପଡ଼ିଛି। ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ଥିବାରୁ ସେ ତାଙ୍କ ପରିବାରର ୯ଜଣଙ୍କ ସହ ଦାସଡିହ ପ୍ରାଥମିକ…

କର୍କଟ ରୋଗରେ ପୀଡ଼ିତ କାଞ୍ଚନ: ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

ବିଞ୍ଝାରପୁର,୨୩ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ଗ୍ରାମର ୬୩ ବର୍ଷିୟା ବୃଦ୍ଧା କାଞ୍ଚନ ଦେଈଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇଛି। ତାଙ୍କ ସ୍ବାମୀ ନଟବର ପ୍ରଧାନ (୭୦) ବର୍ଷରେ ମଜୁରି ଲାଗି ପରିବାର ଚଳାଉଛନ୍ତି। କାଞ୍ଚନ ଏକ ବର୍ଷ ହେବ କର୍କଟ…

ମରାମତି ହେଉନି ଟ୍ରାନ୍ସଫର୍ମର: ୬ ମାସ ହେଲା ଅନ୍ଧାରରେ ମଲ୍ଲାର ବସ୍ତିବାସିନ୍ଦା

ସୁକିନ୍ଦା,୨୩ା୫(ଡି.ଏନ.ଏ.)-ଦିନେ କିମ୍ବା ମାସେ ନୁହେଁ ଦୀର୍ଘ ୬ମାସ ହେବ ଅନ୍ଧାରରେ କାଳାତିପାତ କରୁଛନ୍ତି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ମୁଳଖମ୍ବ ଗ୍ରାମରେ ଥିବା ବିରଳ ଜନଜାତି ମଲ୍ଲାର ବସ୍ତିବାସିନ୍ଦା। ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ସେମାନେ ଏପରି ଅସୁବିଧା ଭୋଗ…

ତେଜିଲା ଟ୍ରକ ସଂଘ ବିବାଦ, ଅଟକିଲା ଶହେରୁ ଅଧିକ ଟ୍ରକ

କେନ୍ଦୁଝର, ୨୩ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାରୁ ପାରଦୀପକୁ ଲୁହାପଥର ପରିବହନକୁ ନେଇ କେନ୍ଦୁଝର ଓ ପାରାଦୀପ ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଛି। କେନ୍ଦୁଝର ଜିଲାରୁ ଲୁହାପଥର ନେଇ ଯାଉଥିବା ଟ୍ରକ ଗୁଡିକୁ ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡା…

ଧର୍ମଶାଳାକୁ ଫେରିଲେଣି ୯୩୨ ପ୍ରବାସୀ

ଧର୍ମଶାଳା,୨୩ା୫(ଡି.ଏନ.ଏ.): ଧର୍ମଶାଳା ବ୍ଲକକୁ ଶୁକ୍ରବାର ସୁଦ୍ଧା ୯୩୨ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ବ୍ଲକ ପକ୍ଷରୁ ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ୪୫ ମହିଳା ଓ ୧୮ଜଣ ଛୋଟ ପିଲା ରହିଛନ୍ତି। ବ୍ଲକ ଅଞ୍ଚଳକୁ ସର୍ବାଧିକ ୨୩୨ଜଣ ତେଲେଙ୍ଗାନାରୁ ଫେରିଛନ୍ତି। ସେହିପରି ତାମିଲନାଡୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?