ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର
ପୁରୀ ଅଫିସ,୨୧।୧:ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି କରୁଛନ୍ତି। ସାଧାରଣ ମତ୍ସ୍ୟଜୀବୀମାନେ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍...
୧୨ ଘଣ୍ଟିଆ ବୌଦ୍ଧ ବନ୍ଦ
ବୌଦ୍ଧ,୨୧।୧(ସ୍ବ.ପ୍ର): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲାରେ ଜମି ହରାଇଥିବା ପ୍ରଜାମାନେ ବଜାର ଦର ଆଧାରରେ କ୍ଷତିପୂରଣ ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜା ସମିତି ପକ୍ଷରୁ ସକାଳ ୬ଟାରୁ ସହରର ବ୍ରିଜ୍...
ଫୁଟପାତ ଉପରେ ଚଢ଼ିଗଲା ଟ୍ରକ: ୪ ମୃତ, ୩ ଆହତ
ସମ୍ବଲପୁର, ୨୧।୧(ବ୍ୟୁରୋ)- ସମ୍ବଲପୁର ଜିଲା ଶାସନ ଥାନା ପରମାଣପୁରରେ ମଙ୍ଗଳବାର ଭୋରୁ ଏକ ଅଭାବନୀୟ ଘଟଣା ଘଟିଛି। ଧନୁଯାତ୍ରା ପାଇଁ ଖୋଲିଥିବା ଫୁଟପାତରେ ଏକ କୋଇଲା ବୋଝେଇ ଟ୍ରକ ଚଢ଼ିଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ...
ସାର୍ବଜନୀନ ହେଉନି ଜଷ୍ଟିସ୍ ସି.ଆର. ପାଲ୍ କମିଶନ ରିପୋର୍ଟ: ହାଇକୋର୍ଟରେ ମାମଲା, ସରକାରଙ୍କୁ ନୋଟିସ
କଟକ ଅଫିସ,୨୧।୧ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆନ୍ଦୋଳନ ହୋଇଥିଲା। ଉପରୋକ୍ତ ଅଞ୍ଚଳରେ ବେଞ୍ଚ ପ୍ରତିଷ୍ଠା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ପାଇଁ ଜଷ୍ଟିସ୍ ସି.ଆର. ପାଲ୍ଙ୍କ ଅଧ୍ୟକ୍ଷତାରେ ୨୦୦୮ ମାର୍ଚ୍ଚ ୧୧ ତାରିଖରେ ଏକ...
ବେଆଇନ ଇଟାଭାଟି, ବାଲି ଚାଲାଣ ଉପରେ ଲାଗୁନି ରୋକ
ରତ୍ନଗିରି,୨୧।୧(ଡିଏନଏ): ବରୀ ତହସିଲ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଆଇନ ଇଟାଭାଟି ସହିତ ଚୋରାବାଲି ଚାଲାଣ ଉପରେ ପ୍ରଶାସନ ରୋକ ଲଗାଇ ନ ଥିବାରୁ ରାଜସ୍ବ ହାନୀ ଘଟୁଛି। ଏହି ବ୍ଲକ ଅଧୀନ ୧୦୬ଟି ଗ୍ରାମରୁ ଅଧିକାଂଶ ଗ୍ରାମରେ ବେଆଇନଭାବେ ଇଟା...
ଉପେକ୍ଷିତ ଟସର ଚାଷୀ
ଯାଜପୁର ଅଫିସ,୨୧। ୧: ରାଜ୍ୟରେ ୨୦୧୮-୧୯ ବର୍ଷରେ ଟସର କୋଷା ୭୭୦୫୦ କାହାଣ, ତୁତ କୋଷା ୨୪୯୪୧ କିଲୋଗ୍ରାମ ଏବଂ ଏଣ୍ଡି କୋଷା ୬୫୯୦ କିଲୋଗ୍ରାମ ଉପତ୍ାଦନ ହୋଇଛି। ସେଥିରୁ ଯାଜପୁର ଜିଲାରେ ଟସର କୋଷା ମାତ୍ର ୩୩୮୬ କାହାଣ...
ବଞ୍ଚତ୍ବାର ବାଟ ଦେଖାଇଛି ଆଖୁରସ ବ୍ୟବସାୟ
ରସୁଲପୁର,୨୧।୧(ଡି.ଏନ୍.ଏ.): ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲା। ୫ପ୍ରାଣୀ କୁଟୁମ୍ବଙ୍କ ବୋଝ ମୁଣ୍ଡରେ ଲଦି ହୋଇଯାଇଥିଲା। ଜନ୍ମମାଟିରେ ରୋଜଗାର ଉତ୍ସ ନ ଥିଲା। ସ୍ବଳ୍ପ ଜମିରେ ଚାଷ କରି ପରିବାର ଚଳାଇବା ସାହସ...
ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା
ସୋନପୁର,୨୧।୧(ନି.ପ୍ର.) ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ ସହ ଶିକ୍ଷକଙ୍କୁ ସ୍ବାଧୀନତା ଓ ପ୍ରୋତ୍ସାହନ ମିଳୁ। ସେହିପରି ଶିକ୍ଷା କ୍ଷେତ୍ରରେ ଆହ୍ବାନ...
୫୩ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ
ପାଇକମାଲ, ୨୧।୧ (ଡି.ଏନ.ଏ)- ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଠ ପଁଚେତ୍ ଖରାମାଲ ପ୍ରାଥମିକ ସ୍କୁଲରେ ୫୩ ଝନ୍ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ ଅଛନ୍। ଏନ୍ତାଥି ଛୁଆକର ପାଠ୍ପଢ଼ାରେ ବହୁତ ଖେଲ୍ଢ଼େପ ହେଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍। ସୂଚନା...
ଆପ୍ନେ ଆରପାରେ: ୩ ଝି’ର ଭବିଷତ୍ ଚିନ୍ତାରେ ପୁଷ୍ପକାନ୍ତି
ଅତାବିରା, ୨୧।୧ (ଡି.ଏନ୍.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍ ବିଶିପାଲି ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଝାଙ୍କର(୩୦)। ଆପ୍ନେ ପ୍ରଶାନ୍ତ ଝାଙ୍କରକୁଁ ଦିନାକେତେ ତଲେ ହରେଇଛନ୍। ଏନ୍ତାଥି ପୁଷ୍ପକାନ୍ତି ୩ ଝି’ର ଭବିଷତ୍ ଚିନ୍ତାରେ...
ସଂପ୍ରୀତିର ବାର୍ତ୍ତା ଦେଲା ନାଟକ ନାଗୀନ୍ ତେରା ବଂଶ ବଢ଼େ
ବଲାଙ୍ଗୀର ଅଫିସ, ୨୧ା୧ ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରାଜସ୍ଥାନୀ ଲୋକକଥା ଉପରେ ଆଧାରିତ ହିନ୍ଦୀ ନାଟକ ନାଗୀନ୍ ତେରା ବଂଶ ବଢ଼େ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ହୃଦୟ ଜିଣିଛି ା ନୂଆଦିଲ୍ଲୀର ଆକ୍ଟରର୍ସ...
ସପନ ହେଇଛେ ଭତା, ଆବାସ ଘର: ଭିଖ୍ ମାଗି ଚଲୁଛନ୍ ବୁରୁଧ୍ ଦମ୍ପତି
ଲୋଇସିଂହା,୨୧।୧ (ଡି.ଏନ୍.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗଁାର ବଜରୁ ସୁନା(୬୫)। ବଏସ୍ ଅଧ୍କା ହେବାର ଲାଗି ସେ କାମ୍ବୁତା କରି ନାଇଁପାରବାର। ଭୋଟର କାର୍ଡରେ ଭୁଲ୍ଭଟ୍କା ଲାଗି ସେ ଭତାରୁ ବଁଚିତ୍ ଥିବାର ଅଭିଯୋଗ କରିଛନ୍। ଏନ୍ତାଥି ସେ...
Archives


