ପାଠ, ପରିବାର ପାଇଁ ପେଟ୍ରୋଲ ପମ୍ପରେ ଚାକିରି ସହ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର
ଜୟପୁର,୩୦।୧(ଡି.ଏନ୍.ଏ.) ଅର୍ଥର ଅଭାବ ଥିଲା, ତା’ ସାଙ୍ଗକୁ ପରିବାରର ଗୁଜୁରାଣ ଚିନ୍ତା। ଘରର କେଉଁ ପୁରୁଷ ମୁଣ୍ଡକୁ ନୁହେଁ, ବରଂ ୨ ଜଣ କିଶୋରୀଙ୍କୁ ଘାରିଥିଲା ଏହି ଚିନ୍ତା। ପାଠପଢ଼ା ସେଠି ଅପହଞ୍ଚ ସ୍ବପ୍ନ ଥିଲା। କିନ୍ତୁ ଅନୁସୂଚିତ ଜାତି ଓ...
କିରିକୁଟି ବିଦ୍ୟାଳୟରେ ବଢୁଛି ସମସ୍ୟା
ଦାରିଙ୍ଗବାଡ଼ି,୩୦।୧(ଡି.ଏନ୍.ଏ.)-ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦିନକୁ ଦିନ ସମସ୍ୟା ବଢ଼ୁଛି। କିରିକୁଟି ଗ୍ରାମ ମଧ୍ୟରେ ଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଶ୍ରେଣୀଗୃହ ଅଭାବ ରହିଛି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ...
ପାରାଦୀପରେ କାଉ ମଡ଼କ ଜାରି, ବାର୍ଡ ଫ୍ଲୁ ସନ୍ଦେହ
ପାରାଦୀପ, ୩୦ା୧(ସ୍ବ.ପ୍ର.): ପାରାଦୀପରେ ଗତ ଜାନୁୟାରୀ ୩ରୁ କାଉମଡ଼କ ଜାରି ରହିଥିଲେ ସୁଦ୍ଧା ଏ କ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏପରି କି ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ଗତ ୪ ତାରିଖରୁ କାଉର ଲାଳ ନମୁନା ପରୀକ୍ଷା...
‘ସାମ୍ବାଦିକତାରେ ବିଘଟନ ସୃଷ୍ଟି ହୋଇଛି’
ବ୍ରହ୍ମପୁର ଅଫିସ,୩୦ା୧: ସାମ୍ବାଦିକତାରେ ବର୍ତ୍ତମାନ ବିଘଟନ ସୃଷ୍ଟି ହୋଇଛି। ଏହା ୨୦୨୦ ପରଠାରୁ ଅତ୍ୟନ୍ତ ଗୁରୁତର ରୂପ ନେବାକୁ ଯାଉଛି। ଏହି ପରିବର୍ତ୍ତିତ ପରିବେଶ ଓ ବିଘଟନ ସାମ୍ବାଦିକତାର ଗୁଣାମତ୍କ ବିକାଶରେ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ତେଣୁ...
ବହୁଜନ କ୍ରାନ୍ତି ମୋର୍ଚ୍ଚା ରାଷ୍ଟ୍ରୀୟ ସଂଯୋଜକଙ୍କ ନାଁରେ ଏତଲା
ବାରିପଦା ଅଫିସ,୩୦ା୧- ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଚାରପତ୍ର ବଣ୍ଟା ଯାଇଥିଲା। ତେବେ ଏହି ପ୍ରଚାରପତ୍ରରେ ବ୍ରାହ୍ମଣମାନଙ୍କୁ ଅପମାନିତ କରାଯାଇଥିବା ବାରିପଦା ବ୍ରାହ୍ମଣ ସମାଜ...
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ତତ୍ପର ଆନନ୍ଦପୁର
ଆନନ୍ଦପୁର, ୩୦।୧(ସ୍ବ.ପ୍ର.)- ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଆନନ୍ଦପୁର ସହର ବେଶ୍ ତତ୍ପର ହୋଇଉଠିଛି। ଆନନ୍ଦପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ଚଳିତ...
ପରେଡ୍ରେ ଅଣଛାତ୍ର ଟ୍ରଫି ହାତେଇବା ଘଟଣା: ତଦନ୍ତ ଆଦେଶ ଦେଲେ ଜିଲାପାଳ
ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱରରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍ଧାମ୍ରେ ପାଳିତ ହୋଇଥିବାବେଳେ ପରେଡ଼ରେ କେତେକ ଅଣଛାତ୍ର ଟ୍ରଫି ନେବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟିକୁ ଆସିବା ପରେ ଏହି...
ଭିତ୍ତିଭୂମି ଅବ୍ୟବସ୍ଥା, ଖୋଲାରେ ପଡ଼ିରହିଛି ଧାନ
ବାସୁଦେବପୁର, ୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର କୃଷିପ୍ରଧାନ ବ୍ଲକ। ବ୍ଲକରେ ମୋଟ ୩୪ ଶହ ହେକ୍ଟର ଚାଷଜମିରୁ ୩୨ ଶହ ହେକ୍ଟର ଜମିରେ ଧାନ ଚାଷ ଚଳିତ ଖରିଫ ଋତୁରେ ହୋଇଥିଲା। ଚାଷୀମାନଙ୍କର ବଳକା ଧାନକୁ ସମବାୟ ସମିତି ମାଧ୍ୟମରେ ବିକ୍ରି...
ଭାଜପାର ସଭାସ୍ଥଳ ସଫେଇ କଲେ ବିଜେଡି ନେତା
ବାରିପଦା ଅଫିସ,୩୦ା୧- ମୟୂରଭଞ୍ଜ ଜିଲା ବାରିପଦା ସହରର ଐତିହାସିକ ଛଉ ପଡ଼ିଆରେ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ। ରାଜ୍ୟ ତଥା ଜିଲାର...
ଠିକାଦାରଙ୍କ କବ୍ଜାରେ ମହାବିଦ୍ୟାଳୟ ଖେଳପଡ଼ିଆ
ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱର ସହର ଏଡ଼ିଏମ୍ ଛକ ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ଥିବା ଖେଳ ପଡ଼ିଆରେ ଜନୈକ ଠିକାଦାର ଅନ୍ୟତ୍ର କାର୍ଯ୍ୟ ପାଇଁ ବାଲି, ଇଟା, ଚିପ୍ସ, ସିମେଣ୍ଟ ଏପରିକି ଜେସିବି ମେଶିନ ରଖି ଖେଳ ପଡ଼ିଆକୁ...
ଦୋଷୀଙ୍କୁ ଦଣ୍ଡ ମିଳିବା ଉପରେ ଗୁରୁତ୍ୱ ଦିଅ
ଅନୁଗୋଳ ଅଫିସ୍, ୩୦।୧: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବୁଧବାର ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲା ପୋଲିସ ମୁଖ୍ୟାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିକାରୀଙ୍କ ସହ ଅପରାଧ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଡିଜିପିଙ୍କ ସହ...
ବଳକା ମଧ୍ୟାହ୍ନଭୋଜନରେ ଜୀବେଦୟା
ଓଡ଼ଗଁ।,୩୦ା୬(ସ୍ବ.ପ୍ର.): ସମ୍ପ୍ରତି ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଚଳନ ଥିବା ବେଳେ ପିଲାମାନେ ବଳକା ଖାଦ୍ୟକୁ ନେଇ ଏଣେତେଣେ ଫିଙ୍ଗିବା ନିତିଦିନିଆ ଘଟଣା ହୋଇଛି। ଏହି ବଳକା ମଧ୍ୟାହ୍ନ ଭୋଜନ ଜରିଆରେ ଜୀବେଦୟା କାର୍ଯ୍ୟକ୍ରମ ଗଛସାର୍ଙ୍କ ଏକ ନିଆରା ଉଦ୍ୟମ।...
Archives


