ଆମ ଜିଲା ଖବର

ସ୍ବାମୀଙ୍କ ନାଁରେ ସଙ୍ଘୀନ ଅଭିଯୋଗ: ୩ ବର୍ଷର ପୁଅକୁ ଧରି ଥାନା ଆଗରେ ବସିଲେ ମହିଳା 

ଅମରପାଲି,୨୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଆଦର୍ଶ ଥାନା ଆଗରେ ଶାଶୁଘର ଲୋକେ ଯୌତୁକ ନିଯର୍‌ୟାତନା ଦେଉଥିବା ଅଭିଯୋଗ କରି ଜନୈକା ପୀଡ଼ିତା ମହିଳା ଶୁକ୍ରବାର ଧାରଣା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବୀରମହାରାଜପୁର ଥାନା ନିକଟସ୍ଥ ଚମ୍ପାପୁର…

ଗାହାକିଆ ଠାରୁ ଗସାପାଙ୍ଗା ଭୂସ୍ଖଳନ ଘଟଣା: ମରାମତି ଜୋରଦା,ର ରାସ୍ତାରୁ ହଟିଲା…

ଦାରିଙ୍ଗବାଡି,୨୬।୯ (ଅରୁଣ ସାହୁ):ଗାହାକିଆ ଠାରୁ ଗସାପାଙ୍ଗା ରାସ୍ତାରେ ଭୂସ୍ଖଳନ ଘଟଣା ଖବର ପ୍ରକାଶିତ ପରେ ରାସ୍ତା ମରାମତି କରାଯିବା ସହ ରାସ୍ତା ଉପରେ ପଡିଥିବା ବଡ଼ବଡ଼ ପଥରକୁ ହଟାଯାଇ ଯାତାୟାତ ସ୍ବଭାବିକ କରାଯାଇଛିା ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ…

ସଫେଇ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ

ଭଞ୍ଜନଗର,୨୬।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ସଚ୍ଛତା ହିଁ ସେବା ୨୦୨୫ ପକ୍ଷ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

କଳିଙ୍ଗାଘାଟିରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ: ରାଜସ୍ଥାନରୁ ଆସିବେ ବିଶେଷଜ୍ଞ ଟିମ୍‌

ଜି ଉଦୟଗିରି, ୨୬/୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଭୁସ୍ଖଳନ ଘଟିଥିବା କଳିଙ୍ଗା ଘାଟିରେ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିଛି । ଶୁକ୍ରବାର ସିମେଣ୍ଟ କଂକ୍ରିଟ ପକାଯାଉଛି । ଉଭୟପଟକୁ ରାସ୍ତା ସଂଯୋଗ ହୋଇ ଠିକା ସଂସ୍ଥାର ରାସ୍ତା ତିଆରି…

୨୭ରେ ଓଡ଼ିଶା ଆସିବେ ମୋଦି: ସ୍ଥିତି ପରଖୁଛନ୍ତି ଡିଜି

ଝାରସୁଗୁଡା, ୨୬।୯(ଆଶିଷ ରଞ୍ଜନ ଦାଶ): ସେପ୍ଟେମ୍ବର ୨୭ ଅର୍ଥାତ୍‌ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଭାରତୀୟ ଯୁବ ସମାବେଶ କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡାରେ ରାଜ୍ୟ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ସହିତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଆଜି ସୁରକ୍ଷା ବିଷୟକୁ…

ଶୋଇଥିଲେ ସାନ ଭାଇ ଗଳା କାଟିଦେଲେ ବଡ଼: ଆଉ ତା’ପରେ…

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବବକରପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବଡ଼ ଭାଇ ମାରଣାସ୍ତ୍ର ଚୋଟରେ ସାନ ଭାଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟକୁ ନେଇଥିଲେ।…

ବିକାଶ ଅପେକ୍ଷାରେ ବତିଘର ପଞ୍ଚାୟତ:ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରୁଛି ରାସ୍ତା ସମସ୍ୟା

କେନ୍ଦ୍ରାପଡ଼ା, ୨୬ା୯ (ଜଗନ୍ନାଥ ଧଳ):ପୂର୍ବ ଉପକୂଳର ପ୍ରଥମ ଲାଇଟ ହାଉସ କେନ୍ଦ୍ରାପଡ଼ା ଜିଲା ସଦର ମହକୁମାର ୪୮ କିଲୋମିଟର ଦୂରରେ ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ହୋଇଥିଲା। ଏହାର ପାରିପାର୍ଶ୍ୱିକ ଉନ୍ନତି ସମ୍ପର୍କରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ବିଧାନସଭାରେ ପ୍ରଶ୍ନ…

ନାଗ ସହ ଖେଳୁଥିଲେ ସାପ ଧରାଳୀ: ଜିଭକୁ ମାରିଲା ଚୋଟ, ଆଉ ତା’ପରେ ଘଟିଗଲା…

ବଲାଙ୍ଗୀର,୨୬।୯(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସାପ ଚୋଟରେ ଜଣେ ସାପ ଧରାଳୀଙ୍କ ଜୀବନ ଯାଇଛି। ମୃତକ ହେଲେ ସିଂଧେକେଲା ଗାଁ ସାହୁପଡାର ସନ୍ତୋଷ ଚନ୍ଦା। ସୂଚନାଯୋଗ୍ୟ, ସନ୍ତୋଷ ସ୍ଥାନୀୟ ଅଞ୍ଚଳରେ…

ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ତିନି ଗୁରୁତର

ଧର୍ମଶାଳା ୨୬।୯(ଶିବପ୍ରସାଦ ମହାନ୍ତି) ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ବାଲେଶରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ତିନିଜଣ ଯାତ୍ରୀଙ୍କୁ ପ୍ରଥମେ ଧର୍ମଶାଳା ଓ…

ତେଲିପାଲି ଗ୍ରାମରେ ମଦ ବିକ୍ରି ବନ୍ଦ ଦାବି: ତାତିଲେ ମହିଳା

ଅମରପାଲି,୨୬ା୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ଗ୍ରାମର ମହିଳାମାନେ ଗୁରୁବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ତେଲିପାଲି ଗ୍ରାମରେ ଦୀର୍ଘ ଦିନ ହେଲା…

ଲଗାଣ ବର୍ଷା: ଘରେ ପଶିଲା ପାଣି

ନୂଆପଡ଼ା,୨୬ା୯ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଦୁଇଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏଥିଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଗ୍ରାମାଞ୍ଚଳ ରାସ୍ତା ପାର୍ଶ୍ୱରେ ଡ୍ରେନ୍‌ ସୁବିଧା ନ ଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଘର ଭିତରେ ପ୍ରବେଶ…

ଦିଗପାଳ ନାଗ ସମାଜବାଦୀ ପାର୍ଟିର ନୂଆପଡ଼ା ଜିଲା ସଭାପତି

ନୂଆପଡ଼ା,୨୬ା୯ (ମକାରୁ ବେମାଲ):ଯୁବନେତା ଦିଗପାଳ ନାଗ ସମାଜବାଦୀ ପାର୍ଟିର ନୂଆପଡ଼ା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ଗୁରୁବାର ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଘୋଷଣା କରିଛନ୍ତି। ବୋଡେନ ବ୍ଲକ କିରେକେଲା ଗାଁର ଦିଗପାଳ ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri