ଆମ ଜିଲା ଖବର

୧୨ଘଣ୍ଟିଆ ବନ୍ଦ ଡାକରା: ପାଟଣାରେ ପ୍ରଭାବ

ପାଟଣା,୧୮।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଶ୍ୱହିନ୍ଦୁ ପରିଷଦର ୧୨ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଡାକରାକୁ ସମର୍ଥନ ଜଣାଇ ମଙ୍ଗଳବାର ସକାଳ ୬ ଟାରୁ ପାଟଣା ବଜାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିସହ ବିଶ୍ୱ ହିନ୍ଦୁପରିଷଦ, ଆରଏସଏସ ଓ...

୪୦ ବର୍ଷ ପରେ ଖୋଲିଲା ସାପ୍ତାହିକ ହାଟ: ଲୋକଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସାପ୍ତାହିକ ହାଟ ର ଅଧିକା ଚାହିଦା ଓ ଫାଇଦା ରହିଛି। ବିଶେଷ କରି ପନିପରିବା ଚାଷୀଙ୍କ ମଧ୍ୟରେ ଦଲାଲଙ୍କ ପ୍ରଭାବ ରହୁଥିବାରୁ ଚାଷୀ ତାର ଅମଳ ପନିପରିବାକୁ...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦ ବର୍ଷ ମଧ୍ୟରେ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଅନ୍ୟପକ୍ଷେ ହାତୀ...

ଜନ୍ମମାଟିରେ ପହଞ୍ଚିଲା ହ୍ୟୁମାନଙ୍କ ପାର୍ଥିବ ଶରୀର

ବଲାଙ୍ଗିର/ସଇଁତଲା,୧୮।୧୧(ସୁନିଲ ମହାନ୍ତି,ରାଖାଲ ପ୍ରସାଦ ଶତପଥୀ): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋମବାର ପରଲୋକ  ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ସାରା ଓଡ଼ିଶା କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ତାଙ୍କ ମରଶରୀରକୁ ଏକ ଆସୁଲାନ୍ସରେ ନିଜ...

ଭୂଇଁରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛନ୍ତି, ଧନ ତୁ ଫେରିଆରେ କହି ଲୋଟି ପଡ଼ୁଛନ୍ତି ଡେଙ୍ଗ ଗାଁ ଲୋକେ

ଭୁବନେଶ୍ୱର/ବଲାଙ୍ଗୀର,୧୮।୧୧( ସୁନିଲ କୁମାର ମହାନ୍ତି): ସବୁଦିନ ପାଇଁ ଆଖି ବୁଜିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଚିର ନିଦ୍ରାରେ ଶୋଇଯାଇଛନ୍ତି ହ୍ୟୁମାନ। ତାଙ୍କୁ ଭଲ ପାଉଥିବା ପ୍ରତ୍ୟୋକଟି ଲୋକଙ୍କ ଆଖିରେ ଅସରନ୍ତି ଲୁହ। ଯେମିତି ଆଖିର ଲୁହ ବୋଲ ମାନୁନି। ଜନ୍ମମାଟି...

ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ୧୬ ଘଣ୍ଟା ହେଲା ପଡିରହିଛି ମୃତଦେହ

ଅମରପାଲି,୧୮।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡଗାଡ ଠାରେ ଜେସିବି ଧକ୍କାରେ ଜଣେ ନିର୍ମାଣାଧୀନ ସଂସ୍ଥା ମ୍ୟାନେଜରଙ୍କ ଗତ ସୋମବାର ରାତି ୮ଟାରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହେବାର ୧୬ ଘଣ୍ଟା...

ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା: ଏହି ହେଲେ ନୂଆ କଂସ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ ।...

ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ: ଦୋକାନ ବଜାର, ସ୍କୁଲ, କଲେଜ ସହ…

କେନ୍ଦୁଝର,୧୮।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାକୁ ଆସିଫ ଅନବର ଖାନ ନାମକ ଫେରିବାଲା ଶନିବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କ୍ଷତାକ୍ତ ଅବସ୍ଥାରେ ପୀଡିତା...

ଜେସିବି ଧକ୍କାରେ ନିର୍ମାଣାଧୀନ ସଂସ୍ଥାର ମ୍ୟାନେଜର ମୃତ, ଗାଡ଼ି ଧରି ଚାଳକ ଫେରାର

ଅମରପାଲି,୧୮।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡଗାଡଠାରେ ଗତ ରାତିରେ ଜେସିବି ଧକ୍କାରେ ଜଣେ ନିର୍ମାଣାଧୀନ ସଂସ୍ଥା ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ...

ଜନ୍ମସ୍ଥାନ ଟିଟିଲାଗଡ଼ରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୧୮।୧୧: ସୋମବାର ରାତିରେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  ତାଙ୍କର ଜନ୍ମ ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରର ଦେବନ୍ଦପଡାରେl ସେ...

ଏହି ସବୁ ଅଞ୍ଚଳରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟୁତ୍‌ ଯୋଗାଣ

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି. ବରପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବରଗଡ଼ ଜିଲା ଅନ୍ତର୍ଗତ ଆଗଲପୁର, ବଡ଼ଗାଁ, ବଡକରେଲ, ବନବସପାଲି, ବନ୍ଧପାଲି, ଚେରୁପାଲି, ଡୁମେରପାଲି,...

ବରଗଡ଼ ଧନୁଯାତ୍ରାରେ ଏଥର ନୂଆ କଂସ: ଆଉ କିଛି ସମୟ ପରେ ନାମ ଘୋଷଣା

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥର ମହୋତ୍ସବରେ ଅଭିନୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri