ଆମ ଜିଲା ଖବର

୨ ଗୋଡ ହରାଇ ହାରିନାହାନ୍ତି ଗଦାଧର, ସରକାରୀ ସହାୟତା ପାଇଲେ ଜାତୀୟସ୍ତରରେ ଖେଳିବାକୁ ଇଚ୍ଛା

ଶେରଗଡ,୨ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଦାଧର ସାହୁ (୨୬)। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଚଳିତ ବର୍ଷ ଗଞ୍ଜାମ ଜିଲାସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା (ଦିବ୍ୟାଙ୍ଗ)ରେ ଭାଗନେଇ ପୁରସ୍କୃତ ହୋଇଛନ୍ତି। ଗତ ୧୪...

ନରସିଂହ ବନ୍ଧ, ସ୍ନାନଘାଟରେ ଗଣସଫେଇ

ବଲାଙ୍ଗୀର ଅଫିସ, ୨ା୩: ଜିଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା ବଲାଙ୍ଗୀର କରଣ ସମାଜ ପକ୍ଷରୁ ରବିବାର ସ୍ଥାନୀୟ ନରସିଂହ ବନ୍ଧର ମୁଖ୍ୟ ସ୍ନାନଘାଟରେ ଗଣସଫେଇ ଅନୁଷ୍ଠିତ ହୋଇଛି ା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରତ୍ୟୁଷରୁ କରଣ ସମାଜ ସହ...

ଦାଦନ ଯାଇ ନାବାଲକ୍‌ ପୁଓ ନିଖୋଜ: ଫିରବାର ବାଟ୍‌କେ ଚାହିଁ ଛନ୍‌ ମା’ବାପ୍‌

ସିନାପାଲି,୨।୩ (ଡି.ଏନ୍‌.ଏ.)- ପରିବାରକେ ଦାନା ଯୁଗାବାର ଲାଗି ପୁଓ ଦାଦନ୍‌ ଖଟିଯାଇଛେ। ସେ ଘରୁ ଯିବାର ଆଏଜ୍‌କେ ୬ ମାସ୍‌ ବିତିଗଲାନ। ଯାଇଛେ ଯେ ଆର ଫିରବାର ନାଇଁ। ତାର କିଛି ଖୋଜ୍‌ଖବର ନାଇଁ, ଫୋନ୍‌ କଲେ ନାଇଁ ଲାଗ୍‌ବାର।...

ଜୀବନ ସଂଗ୍ରାମରେ ଶତ୍ରୁଘ୍ନ: ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ,୨ା୩: ମାତ୍ର ୩୬ ବର୍ଷ ବୟସରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଜଗତ୍‌ସିଂହପୁର ବ୍ଲକ ଅଧୀନ ଖଇରଙ୍ଗ ପଞ୍ଚାୟତ ନୂଆପାଟଣାର ଶତ୍ରୁଘ୍ନ ନାଥ। ମୁଲ ଲାଗି ପରିବାର ପୋଷଣ କରୁଥିବା ଶତ୍ରୁଘ୍ନ ୪...

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବ୍ଲାକମେଲିଂ ଉଦ୍ୟମ, ଯୁବକ ଗିରଫ

ଜଗତ୍‌ସିଂହପୁର ଅଫିସ,୨ା୩: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବ୍ଲାକମେଲିଂ କରିବାକୁ ଉଦ୍ୟମ କରି ରବିବାର ଜଣେ ଯୁବକ ଗିରଫ ହେବା ସହ କୋର୍ଟ ଚାଲାଣ ହୋଇଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଧୂଆଁପାରିର ହିରଣ୍ମୟ ବାରିକ ଓରଫ ଶଙ୍କର। ପୋଲିସ ସୂଚନା...

ଜିଲାରେ ଗାଡ଼ି ଚେକିଂ କଡ଼ାକଡ଼ି

ବାରିପଦା ଅଫିସ, ୧ା୩- ନୂଆ ମୋଟର ଯାନ ଆଇନ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ଆରଟିଓ ବିଭାଗ ପକ୍ଷରୁ ଗାଡ଼ି ଚେକିଂ କରାଯାଇଥିଲା। ସହରର ପାଲବଣି ଗୋଲେଇ...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା ଅଫିସ, ୧ା୩- ବାରିପଦା ମଣ୍ଡଳ କାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ଜିଲା ସିକମପୁର ଅଞ୍ଚଳର ସୁରଜ ନାଥ (୪୫)। ସୂଚନା ଅନଯାୟୀ, କିଛି ବର୍ଷ ତଳେ ସୁରଜ ମୟୂରଭଞ୍ଜ ଜିଲା...

୩ରୁ ପଞ୍ଚାୟତ ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ

ଆର.ଉଦୟଗିରି,୧ା୩(ଡି.ଏନ.ଏ.)-ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ଦାବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେଉ ନ ଥିବାରୁ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି। ଗଜପତି ଜିଲାର ରାଇଗଡ, ନୂଆଗଡ ଓ ଆର.ଉଦୟଗିରି...

ଜାଲ ନୋଟ ଜବତ, ୨ ଗିରଫ

ପୁରୁଷୋତ୍ତମପୁର,୧ା୩(ଡି.ଏନ.ଏ.)-ପୁରୁଷୋତ୍ତମପୁର ପୋଲିସ ଜାଲ ନୋଟ କାରବାର ଅଭିଯୋଗରେ ୨ ଜଣ ଯୁବକଙ୍କୁ ଶନିବାର ଗିରଫ କରିଥିଲା। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଶାଶନପଲ୍ଲୀ ଗ୍ରାମର କେ.ଶୁରେଶ ପାତ୍ର ଓ କେ.ନୂଆଗାଁ ଥାନା ଚିକିଟିପେଣ୍ଠ ଗ୍ରାମର ଭୈରବ କୁମାର ସାହୁ। ଉଭୟଙ୍କଠାରୁ...

ଛିଡ଼ା ହୋଇଥିବା ବୋଲେରୋକୁ ପଛରୁ ପିଟିଲା ବାଇକ୍‌ : ଡ୍ରାଇଭର ଗୁରୁତର

ବିଜେପୁର,୧।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ସଦରମହକୁମା ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ପାର୍ଶ୍ୱରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ବୋଲେରୋକୁ ପଛରୁ ଧକ୍କାଦେଇ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି। ଚାଳକ ହେଲେ ଉକ୍ତ...

କବାଟ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ବାହାରେ ଫିଙ୍ଗିଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ବାହାନଗା,୧।୩(ଡି.ଏନ୍‌.ଏ.): ଶନିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଷ୍ଠୀ ଗ୍ରାମସ୍ଥିତ ଉଡମ୍ବର ସାହିରେ ଜଣେ ବ୍ୟକ୍ତିଙ୍କ ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏନେଇ ରବିବାର...

ଆରମ୍ଭ ହେଲା ଧରପଗଡ଼: ରାୟଗଡ଼ାରେ କାଠ ବୋଝେଇ ଟ୍ରକ୍‌କୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା

ରାୟଗଡ଼ା ଅଫିସ,୩।୧: ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ। ଏ ନେଇ ଗାଡ଼ିର ଆବଶ୍ୟକ କାଗଜପତ୍ର ଠିକ୍‌ କରିବା ଲାଗି ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ରବିବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri