ଆମ ଜିଲା ଖବର

ଦିଗପହଣ୍ଡି ଗସ୍ତରେ ଆସିଥିଲେ ପରିବହନ ମନ୍ତ୍ରୀ : ଦୂର୍ଗା ମଣ୍ଡପରେ ପହଞ୍ଚି…

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି , ଇସ୍ପାତ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ଦିଗପହଣ୍ଡି ଗସ୍ତରେ ଆସିଥିଲେ। ବମକୋଇ ଗ୍ରାମରେ ଯୁବକ ସଂଘ ପକ୍ଷରୁ ଆୟୋଜିତ ଦୂର୍ଗାପୂଜା ମଣ୍ଡପରେ ପହଞ୍ଚି ମା’ ଜଗତ ଜନନୀ ଦୂର୍ଗାଙ୍କ…

ମା’ଙ୍କ ପ୍ରସାଦ ଖାଇ ଘରକୁ ଫେରୁଥିଲେ: ହାତଧରାଧରି ହୋଇ ଚାଲିଗଲେ ଗୋଟିଏ ପରିବାର ୩ ଜଣ, ପରେ…  

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ ଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦଳା ଗାଁ ବାହୁଦା ନଦୀରେ ଭାସିଯାଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ମାନେ ହେଲେ…

ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ହେଲେ ଯତୀନ୍ଦ୍ର କୁମାର ମିଶ୍ର

ପାଟଣା,୩୦।୯(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ମଙ୍ଗଳବାର ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଯତୀନ୍ଦ୍ର କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦାରା ନିଯୁକ୍ତ ହୋଇଛନ୍ତି ।…

ଲମ୍ବାବାଡ଼ର ଗୌରବ ସୋନାଲିଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି

ଖଜୁରୀପଡା, ୩୦।୯ (ବିଦୁର ବେହେରା ): ଖଜୁରୀପଡା ବ୍ଲକ ଦଳପଡା ଗ୍ରାମପଞ୍ଚାୟତ ଲମ୍ବାବାଡ଼ି ଗ୍ରାମର ସୋନାଲି ଯାନୀ ଓଡ଼ିଶା ପ୍ରଶାସନିକ ସେବା ପାଇଁ କୃତିତ୍ୱ ଅର୍ଜନ କରିଥିବା ସୂଚନା ପାଇ ସୋନାଲିଙ୍କ ଜନ୍ମମାଟି ଲମ୍ବାବାଡି ଗ୍ରାମରେ ଉତ୍ସାହ ଖେଳି ଯାଇଛ। ସୋନାଲିଙ୍କ…

ବୁଲେଟ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ବାଇକ୍‌ ଆରୋହୀଙ୍କ ଜୀବନ

ଓଡଗାଁ,୩୦।୯(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ୨୧ ନମ୍ବର ରାଜ୍ୟ ରାଜପଥ ଗୋଡିପଲି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୁଲେଟ୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ଜଣ…

ଦାନା ବାନ୍ଧିଲାଣି ଲଘୁଚାପ: ଓଡ଼ିଶା, ଆନ୍ଧ୍ର ଉପକୂଳ ଦେଇ କରିବ ଅତିକ୍ରମ

ଭୁବନେଶ୍ୱର,୩୦।୧: ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବୁଧବାର ଅର୍ଥାତ୍‌ ଅକ୍ଟୋବର ୧ ବେଳକୁ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୩ ତାରିଖରେ ବେଳକୁ ଏହା ଦକ୍ଷିଣ…

ମହାମାୟାଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ , ନବମୀରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ…

ପାଟଣା, ୩୦।୯( ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟର ବିଭିନ୍ନ ପୀଠ ଓ ଗୃହରେ ସୋମବାର ମା’ଙ୍କ ସପ୍ତମୀ ପୂଜା ସରିଥିବା ବେଳେ ପାଟଣା ଦୁର୍ଗା ମଣ୍ଡପରେ ମଙ୍ଗଳବାର ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଚାଲିଛି। ପୂଜକ ଭାବେ…

ଖୁସିଖବର: ଚାଷୀଙ୍କୁ ଦିଆଗଲା ଦଶହରା ଭେଟି, ଆରମ୍ଭ ହେଲା…

ବଲାଙ୍ଗୀର,୩୦।୯(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍‌ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍‌ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା ମିଳିଛି।…

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଶ୍ରଦ୍ଧାଳୁଙ୍କ ଭିନ୍ନ ରୂପ କିଏ ଭୂତ ତ କିଏ…

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଙ୍ଗଳବାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଭିନ୍ନ ରୂପ।  ଭୂତ ପ୍ରେତଙ୍କ ବେଶ ଧରି ନାଚିଲେ ଶ୍ରଦ୍ଧାଳୁ। ମହାସମାରୋହରେ ଜେନାଖାଳରେ ସତନ୍ତ୍ର…

ବଡ଼ଦାଣ୍ଡରେ ରହିବନି ମଦ ଦୋକାନ: ମନ୍ତ୍ରୀ

ଭୁବନେଶ୍ୱର,୩୦।୯: ମା’ ଜଗତଜନନୀ ଦୁର୍ଗାଙ୍କ ମଙ୍ଗଳବାର ଅଷ୍ଟମୀ ପୂଜା ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରର ୧ କିମି ପରିଧି ଏବଂ ବଡ଼ଦାଣ୍ଡରେ ମଦ ଦୋକାନ ରହିବ ନାହିଁ ବୋଲି ଆଇନ…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସାଇ, ଛକିଥିଲା ଯମ: ଆଉ ତା’ପରେ ଘଟିଗଲା…

ହାଟଡିହୀ,୩୦l୯(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ସୁନ୍ଦରାପାଳଠାରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମଙ୍ଗଳବାର ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି l ସେ ହେଉଛନ୍ତି ବିଷ୍ଣୁପୁର ଗ୍ରାମର ସୁଶାନ୍ତ ଜେନାଙ୍କ ପୁଅ ସାଇ ପ୍ରସାଦ…

ନିଖୋଜ ଥିଲେ ନାବାଳକ, ଆଜି ମିଳିଲା ମୃତଦେହ

ଆସିକା, ୩୦।୯ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳି-ରାମନାପଲ୍ଲୀ ରାସ୍ତାରେ ଏକ ନିର୍ଜନ ସ୍ଥାନରୁ ମଙ୍ଗଳବାର ସକାଳେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଖଣ୍ଡରାବଳି ଗ୍ରାମର ବାବୁ ବିଷୋୟୀଙ୍କ ପୁଅ ଅମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri