ନର୍ସିଂହୋମ, କ୍ଲିନିକ ଉପରେ ଲଗାମ ନାହିଁ
ବାଲେଶ୍ୱର ଅଫିସ, ୮।୩(ମାନସ ବିଶ୍ୱାଳ)-ବାଲେଶ୍ୱର ସହର ସମେତ ଜଳେଶ୍ୱର, ଭୋଗରାଇ, ସୋର, ସିମୁଳିଆ, ନୀଳଗିରି, ରେମୁଣା ଆଦି ବ୍ଲକରେ ଅନେକ ବେଆଇନ ନର୍ସିଂହୋମ ଓ ଘରୋଇ କ୍ଲିନିକ୍ ରହିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଲଗାମ ନ ଥିବା...
ସହକାରୀ ଆର୍ଆଇଙ୍କୁ ମରଣାନ୍ତକ ଆକ୍ରମଣ: ୪ ଗିରଫ
ସଜନାଗଡ଼, ୮।୩(ଡି.ଏନ.ଏ.)-ନୀଳଗିରି ତହସିଲ ବେଗୁନିଆ ପଞ୍ଚାୟତ ଅଧୀନ ଡୁମଗଣ୍ଡିରା ଗ୍ରାମରୁ ଦିନରାତି ହଜାର ହଜାର ଟ୍ରିପ ବାଲି ଚୋରାରେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଗତ ୬ ତାରିଖ ଅପରାହ୍ନ ୧ଟା ୪୦ ମିନିଟ୍ରେ ମିତ୍ରପୁର ସହକାରୀ ରାଜସ୍ବ ନିରୀକ୍ଷକ...
ଥଇଥାନ ପୂର୍ବରୁ ଉଚ୍ଛେଦକୁ ବିରୋଧ
ବାଲେଶ୍ୱର ଅଫିସ, ୮।୩-ବାଲେଶ୍ୱର ସହର ସରକାରୀ ଆଇଟିଆଇ କ୍ୟାମ୍ପସ୍ ପଛକୁ ୨୩ଟି ଗରିବ ଆଦିବାସୀ ଓ ହରିଜନ ପରିବାର ସରକାରୀ ଜାଗାରେ ଘର କରି ବହୁ ବର୍ଷ ଧରି ବାସ କରିଆସୁଛନ୍ତି। ସେମାନଙ୍କୁ ଥଇଥାନ ନ କରି ସଦର ତହସିଲଦାର...
ପଲିଥିନମୁକ୍ତ ସହର ଗଠନ ଲକ୍ଷ୍ୟରେ ଏସ୍ଏଚ୍ଜି ମହିଳା
ଜୟପୁର,୮।୩ (ନି.ପ୍ର):ନିଜେ ସ୍ବାବଲମ୍ବୀ ହୋଇ ଜୟପୁରକୁ ପଲିଥିନ ମୁକ୍ତ ସହର ଗଠନ କରିବା ପାଇଁ ୧୦ ମହିଳା ଅଣ୍ଟା ଭିଡିଛନ୍ତି ା ୨୦୧୭ରେ ଜୟପୁର ସହରର ପାରାବେଢା ଅଞ୍ଚଳର ଉକ୍ତ ୧୦ ମହିଳା ମିଶିି ମା’ ସମଲେଶ୍ୱରୀ ସ୍ବୟଂ ସହାୟକ...
ହାରିବା ପରେ ସଫଳତା
ଜୟପୁର, ୮।୩ (ଡି.ଏନ.ଏ ) ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି ସେ ା ବରଂ ବାରମ୍ବାର ହାରି ବି ସାମ୍ନା କରିବା ଶିଖିଛନ୍ତି ଜୀବନ ଯୁଦ୍ଧକୁ ା ପ୍ରତିକୂଳ ସ୍ଥିତିକୁ ବି ଧୈର୍ଯ୍ୟର ସହ ନେବାକୁ ସେ ଅନେକଙ୍କ ପାଇଁ...
ପଞ୍ଚାୟତ ଆର୍ଥିକ ଦେଣନେଣ ପାଇଁ ବିଡିଓଙ୍କ ପ୍ରତିସ୍ବାକ୍ଷରକୁ ସରପଞ୍ଚ ସଂଘର ବିରୋଧ
ସୋନପୁର, ୮।୩(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସରପଞ୍ଚ ସଂଘର ଏକ ବୈଠକ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସରପଞ୍ଚ ସଂଘ ସଭାପତି ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ...
ସ୍ବାବଲମ୍ବୀ କରିଛି ଛେଳି ଚାଷ
ସମ୍ବଲପୁର ଅଫିସ,୮ା୩ (ବ୍ୟୁରୋ) ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲିର)ର ମନ୍ଦାକିନୀ ଭୋଇ। ସ୍ବାମୀ କୂଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ପରିବାରର ଆର୍ଥକ ପରିସ୍ଥିତି ସଜାଡିବାକୁ ଯାଇ ୨୦୦୮ରେ...
ଅନ୍ଧାରୀ ମୁଲକର ଆଲୋକ
ବରଗଡ ଅଫିସ, ୮ା୩ ବରଗଡ଼ ଜିଲା ମାଓବାଦୀ ଅଧ୍ୟୁଷିତ ପାଇକମାଲ ବ୍ଲକ ଟେମରି ଗ୍ରାମର ଚାରୁବାଳା ବାରିକ । ଡାକ ନାମ ଦୀପା । ଏକ ମଧ୍ୟବିତ୍ତ ପରିବାରରେ ତାଙ୍କ ଜନ୍ମ ା ବାପା ଅମୃତଲାଲ ଜଣେ ଚାଷୀ, ମା’...
ଦୃଷ୍ଟିହୀନ ମହିଳାଙ୍କୁ ନୂଆଘର କରି ଚାବି : ହସ୍ତାନ୍ତର କଲା ପ୍ରଶାସନ
ବଲାଙ୍ଗୀର ଅଫିସ, ୮ା୩ ମହିଳା ଦିବସ ଅବ୍ୟବହତି ପୂର୍ବରୁ ବଲାଙ୍ଗୀର ଜିଲା ପ୍ରଶାସନ ଜଣେ ଗରିବ ଦୃଷ୍ଟିହୀନ ମହିଳାଙ୍କୁ ନୂଆ ଘର ତିଆରି କରି ହସ୍ତାନ୍ତର କରିଛି ା ଦୃଷ୍ଟିହୀନ ମହିଳା ଶୈଳନ୍ଦ୍ରୀ ସୁନାଙ୍କୁ ଶନିବାର ଉପଜିଲାପାଳ ସଞ୍ଜୟ କୁମାର...
ବାର୍ହା ଆକ୍ରମଣରେ ଦମ୍ପତି ଆହତ
ଭଞ୍ଜନଗର,୭।୩(ଡି.ଏନ.ଏ.): ମୁଜାଗଡ଼ ରେଞ୍ଜ କୁରୁମପଢ଼ାଳରେ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ବାର୍ହା ଆକ୍ରମଣରେ ଜଣେ ଦମ୍ପତ୍ତି ଆହତ ହୋଇଛନ୍ତି। ସେମାନେ ହେଲେ କୁନି ସେଠୀ ଓ ଆକୁଳ ସେଠୀ। ଆହତଦ୍ୱୟଙ୍କୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ...
ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ
ଭଞ୍ଜନଗର,୭।୩(ଡି.ଏନ୍.ଏ.): ଭଞ୍ଜନଗର ଥାନା ବାଲିଆପଟାର ବସୁମତି ନାୟକ (୨୮)ଙ୍କୁ ଶୁକ୍ରବାର ରାତିରେ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ନଂ.୯୭/୨୦ରେ...
ଭଗବାନପୁରରେ ୧୦ ବଖରା ଜଳିଗଲା
ବୁଗୁଡ଼ା,୭ା୩(ଡି.ଏନ.ଏ.): ବୁଗୁଡ଼ା ଥାନା ଭଗବାନପୁର ଗ୍ରାମରେ ଶୁକ୍ରବାର ମଧ୍ୟରାତିରେ ଅଗ୍ନିକାଣ୍ଡ ଘଟି ୮ ପରିବାରଙ୍କ ୧୦ ବଖରା ଜଳିଯାଇଛି। ଏଥିରେ କେହି ଆହତ ହୋଇ ନଥିବା ବେଳେ ଘରେ ଥିବା ଧାନ, ଚାଉଳ ଓ ବିଭିନ୍ନ ଆସବାବପତ୍ର ଆଦି ଲକ୍ଷାଧିକ...
Archives


