ଗଛକୁ ପିଟିଲା କାର୍: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର
ରୁପ୍ରା ରୋଡ, ୨।୧୦(ସଞ୍ଜୀବ ଦାସ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର୍ ୫ ଟା ସମୟରେ ଭବାନୀପାଟଣାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥର ଦେହେଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।…
ଗଞ୍ଜାମ ସହରରେ ଫିକା ପଡିଲା ଶାରଦୀୟ ଦଶହରା
ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ): ଗତ କାଲି ରାତିରୁ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଲାଗି ରହିଛି l ବର୍ଷା ସହ ବେଳକୁ ବେଳ ପବନର ବେଗ ମଧ୍ୟ ବଢୁଥିବା ପରିଲିକ୍ଷିତ ହେଉଛି। ସକାଳ ସମୟରେ ମଧ୍ୟ ତୁହାକୁ ତୁହା ବର୍ଷା ଯୋଗୁ…
ସ୍ବର୍ଗଦ୍ୱାର ମଶାଣିରୁ ଜୀବନ ପାଇଥିଲେ, ପୁଣି ୧୬ଦିନ ପରେ ଚାଲିଗଲେ ବୃଦ୍ଧା
ପୁରୀ,୨।୧୦: ୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀପୁରୀ। ସ୍ବର୍ଗଦ୍ୱାରରେ ପହଞ୍ଚି ପୁଣି ଜୀବନ ଫେରିଆସିଥିବା ୮୬ ବର୍ଷୀୟା ପି. ଲକ୍ଷ୍ମୀଙ୍କର ବୁଧବାର ଦେହାନ୍ତ ହୋଇଛି। ଗତ ସେପ୍ଟେମ୍ବର ୧୫ରେ ସ୍ବର୍ଗଦ୍ୱାର ଆସିଥିବା ବୃଦ୍ଧାଙ୍କୁ ୧୬…
ଆଇରନ୍ ଟ୍ରକ୍ ସହ ଧକ୍କା ହେଲା ବାଇକ୍, ଚାଲିଗଲା ଜୀବନ
ବାସୁଦେବପୁର,୨।୧୦(କାଳିପଦ ରାୟ): ବାସୁଦେବପୁର ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି ବଡ଼ ଅଘଟଣ। ରବିନ୍ଦ୍ର ସାହୁ (୪୨) ନାମକ ଜଣେ ବ୍ୟକ୍ତିଙ୍କ ବୁଧବାର ରାତିରେ ଏକ ଆଇରନ ଟ୍ରକ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ରବୀନ୍ଦ୍ର ଜାମଝାଡିରୁ ବାଇକ ଯୋଗେ ଘରକୁ…
ବିଏସ୍ଏଫ ରାଇଜିଂ ଡେରେ ରକ୍ତଦାନ କଲେ ଯବାନ
କୋରାପୁଟ,୧।୧୦(ଅମିତାଭ ବେହେରା): କୋରାପୁଟ ଓଏମ୍ପିଠାରେ ଥିବା ବିଏସ୍ଏଫ ମୁଖ୍ୟାଳୟ ପରିସରରେ ବିଏସ୍ଏଫର ରାଇଜିଂ ଡେ ଉପଲକ୍ଷେ ବୁଧବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଏସ୍ଏଫ ଡିଆଇଜି ସତ୍ୟବାନ ଖାଞ୍ଚି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର…
ଦୀପାବଳି ପୂର୍ବରୁ ୫୪ ବସ୍ତା ବିସ୍ଫୋରକ ଜବତ
ବୈଶିଙ୍ଗା,୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ମେରଦା ପଞ୍ଚାୟତର ବର୍ତ୍ତନା ଗ୍ରାମରେ ବେଆଇନ ବାଣ ଏବଂ ଆତସବାଜି ପ୍ରସ୍ତୁତ କରାଯାଉଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏନେଇ ଥାନା ଅଧିକାରୀ ବାରିଣୀ…
ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ମହୋତ୍ସବ: ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ବୁଧବାର ଦୁଇଦିନରେ ପହଞ୍ଚିଛି। ସାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ ଶକ୍ତିପଲ୍ଲବ ତନ୍ତ୍ର ମତେ ଉଗ୍ରଚଣ୍ଡୀ ମଣ୍ଡଳ କ୍ରମେ…
ପୂର୍ବଜଙ୍କୁ ମନେ ପକାଇ: ନବମୀରେ ବାହାରିଲା କ୍ଷେତ୍ରୀୟ ଶୋଭାଯାତ୍ରା
ଖଡ଼ିଆଳ,୧।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳଠାରେ ପବିତ୍ର ମହାନବମୀ ପର୍ବ ପାଳିତ ହୋଇଯାଇଛି। ଖଡିଆଳ ଆଞ୍ଚଳିକ କ୍ଷେତ୍ରୀୟ ଯୁବ କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନର ୪୨ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ବାହାରି ଖଡିଆଳ ସହର ପରିକ୍ରମା…
ଦେବଗଡ଼ ପରେ ଅନୁଗୋଳରେ ମହାବଳ ବାଘର ପାଦ ଚିହ୍ନ
ଛେଣ୍ଡିପଦା,୧।୧୦(ଅଜିତ ଧଳ): ଦେବଗଡ଼ ପରେ ଏବେ ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ଏହି ପାଦ ଚିହ୍ନ ଛେଣ୍ଡିପଦା ଓ ପାଟକୁଣ୍ତା ଜଙ୍ଗଲରେ ଦେଖିବାକୁ ମିଳିଛି। ପାଦ ଚିହ୍ନକୁ ନେଇ ବନବିଭାଗ ଛାନ୍ ଭିନ୍…
ଜମୁଛି ଦୁର୍ଗା ପୂଜା: ଗାଁଠୁ ସହର ଉସବ ମୁଖର
ସୁନ୍ଦରଗଡ଼,୧।୧୦(ଜୟନାରାୟଣ ମେଣ୍ଡୁଳି): ଶାରଦୀୟ ଦୁର୍ଗା ପୂଜା ପାଇଁ ଏବେ ସୁନ୍ଦରଗଡ ସହର ଉସବ ମୁଖର। ସହରର ଇବ୍ନଗର, ରଙ୍ଗାଢିପା, ରିଜେଣ୍ଟ ମାର୍କେଟ, ବ୍ରାହ୍ମଣପଡା, ହସପିଟାଲ ଛକ, ଦୟା ଧର୍ମଶାଳା ଆଦି ବିଭିନ୍ନ ପୂଜା ମଣ୍ଡପରେ ମା’ ଜଗତଜନନୀ ଦୁର୍ଗାଙ୍କ ପୂଜନସୋବ ମହାଆଡମ୍ବର…
ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା’ଉଗ୍ରତାରା: ଲକ୍ଷାଧିକ ଭକ୍ତଙ୍କ ସମାଗମ
ଖୋର୍ଦ୍ଧା,୧।୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ପ୍ରମୁଖ ଶକ୍ତିପୀଠ ମା’ଉଗ୍ରତାରା ପୀଠରେ ବିଜୟା ଦଶମୀ ଆଡମ୍ବରରେ ଉଦ୍ଯାପିତ ହୋଇଛି। ବିଜୟା ଦଶମୀରେ ରାଜରାଜେଶରୀ ବେଶରେ ଦର୍ଶନ ଦେଇଥିଲେ ମା’ଉଗ୍ରତାରା । ମା’ଙ୍କ ଦର୍ଶନ ଲାଗି। ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ପୂଜକ ଯୁଧୁଷ୍ଠୀର…
ବର୍ଷାରେ ଭାଙ୍ଗିଲା ଲାଇଟ୍ ଗେଟ୍: ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ …
କଟକ,୧।୧୦(ଶିଳ୍ପା ପ୍ରିୟଦର୍ଶିନୀ): ବର୍ଷା ଯୋଗୁ କଟକରେ ଭାଙ୍ଗିଲା ତୋରଣ। କଲେଜ ଛକ ପୂଜା କମିଟିର ଲାଇଟ ଗେଟ ଓ ରାଜବଗିଚା ସର୍ବୋଦୟପୁର ପୂଜା କମିଟି ଛାତର ପାରାପିଟ୍ସ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ଯାନବାହାନ ଯାତାୟାତ ଠପ ହୋଇଥିବା ସୂଚନା ମିଳିଛି। ମିଳିଥିବା…
Archives


