ଚେନ୍ନାଇରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ
ପାଟପୁର,୨୫ା୩-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ୬ ଗ୍ରାମାଞ୍ଚଳର ପ୍ରାୟ ୧ ହାଜରରୁ ଊର୍ଦ୍ଧ୍ୱ ଶ୍ରମିକ ଚେନ୍ନାଇର ଗିନ୍ଧି ଅଞ୍ଚଳରେ ଫସି ରହିଛନ୍ତି। ପ୍ରଶାସନସ୍ତରରେ ଉଦ୍ୟମ କରାଯାଇ ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି। ପ୍ରାୟ ୬...
ଜେଏସ୍ପିଏଲ୍ର ବ୍ୟାପକ ପ୍ରସ୍ତୁତି
ଅନୁଗୋଳ ଅଫିସ, ୨୫।୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍) ପକ୍ଷରୁ ଅନୁଗୋଳସ୍ଥିତ ଇସ୍ପାତ କାରଖାନା ସମେତ ଏହାର ସମସ୍ତ କାରଖାନାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲା ପ୍ରଶାସନ ଅନୁମୋଦନ କ୍ରମେ...
ନକଲି ମଦ କାରଖାନା ଠାବ
ପରଜଙ୍ଗ, ୨୫।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଚଷା ରୋଡ୍ ଗ୍ରାମରୁ ମଙ୍ଗଳବାର ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ଘଟଣାସ୍ଥଳରୁ ମଦ ପ୍ୟାକିଂ ମେଶିନ, ୪୬୪ ବୋତଲ ନକଲି ମଦ, ସ୍ପିରିଟ୍, କଲର, ଏସିଡ୍, ବାରକୋଡ଼, ଲେବୁଲ,...
କରୋନା ମୁକାବିଲା: ଏମଏଲଏ ଲ୍ୟାଡ ଜିଲାପାଳଙ୍କୁ ଦେଲେ ବିଧାୟକ
ଦାରିଙ୍ଗବାଡି,୨୫ା୩(ଡି.ଏନ୍.ଏ.)-କରୋନା ମୁକାବିଲା ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବୁଧବାର ୨୦୨୦-୨୧ ଆର୍ଥିକ ବର୍ଷର ଏମଏଲଏ ଲ୍ୟାଡ ଜିଲା ପ୍ରଶାସନକୁ ଦେଇଛନ୍ତି। ଜିଲା ପ୍ରଶାସନ ନିଜ କ୍ଷମତାରେ ଏହାକୁ ଖର୍ଚ୍ଚ କରିବାକୁ ଜିଲାପାଳ ଡ.ବୃନ୍ଦା ଡି.ଙ୍କୁ ବିଧାୟକ ଚିଠି...
ନିରାଶ୍ରୟଙ୍କୁ ୫ ଟଙ୍କାରେ ଖାଦ୍ୟ ପୁଡ଼ିଆ
ଛତ୍ରପୁର,୨୫ା୩(ଡି.ଏନ୍.ଏ.)-କରୋନା ପ୍ରତିହତ ନିମନ୍ତେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସମସ୍ତ ଆହାର କେନ୍ଦ୍ରକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି। କେବଳ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲାଯିବ ବୋଲି ନିର୍ଦ୍ଦେଶ ହୋଇଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା...
ଲକ୍ଡାଉନ୍କୁ ସମସ୍ତେ ମାନିଲେ
ଫୁଲବାଣୀ ଅଫିସ, ୨୫ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍ଡାଉନ୍ କରାଯାଇଛି। କନ୍ଧମାଳ ଜିଲାରେ ଲକ୍ଡାଉନ୍ର ପ୍ରଭାବ ଦେଖିବାକୁ ମିଳିଛି ଧାର୍ଯ୍ୟ...
ମାନୁ ନାହାନ୍ତି କଟକଣା: ପେଟ୍ରୋଲ ଟାଙ୍କିରେ ଭତ୍ତା ବଣ୍ଟନ
ପୁରୀ ଅଫିସ,୨୫ା୩: ମହାମାରୀ କରୋନାକୁ ନେଇ ଏବେ ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ପ୍ରାଣଘାତୀ ଭୂତାଣୁ ବିଭିନ୍ନ ଦେଶକୁ ଡେଇଁ ଚାଲିଥିବାବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିିଛି। ଏହି ଭୂତାଣୁର କୌଣସି ଔଷଧ ବାହାରି ନ ଥିବାରୁ ଏହା...
ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ପରଲୋକ
ପୁରୀ ଅଫିସ,୨୫ା୩: ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ମଙ୍ଗଳବାର ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର...
୮ ମାସ ହେଲା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଅଚଳ
କଣ୍ଟାମାଳ,୨୫ା୩ (ଡି.ଏନ.ଏ.) ବୌଦ୍ଧ ଜିଲା ଘିକୁଣ୍ଡି ପଞ୍ଚାୟତର ଆମ୍ବଗହଣାରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଏଠିକାର ଜଳଯୋଗାଣ ବ୍ୟବସ୍ଥା ଅଚଳ ହୋଇ ପଡିଥିଲେ ବି ବିଭାଗୀୟ ଅବହେଳାରୁ ଏହା ସଜଡା ଯାଇ ପାରୁନାହିଁ। ଖରାଦିନ ପାଖେଇ ଆସିଥିବାରୁ...
ଜହ୍ନାପଙ୍କ ଛକରେ ବସିଲା ମଙ୍ଗଳବାର ବଜାର
ଜହ୍ନାପଙ୍କ, ୨୫।୩ (ଡି.ଏନ.ଏ): କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ନାରାୟଣନଗରଠାରେ ମଙ୍ଗଳବାର ବସୁଥିବା ସାପ୍ତାହିକ ହାଟ ଜହ୍ନାପଙ୍କ ଛକଠାରେ ବସିଥିବା ଦେଖିବାକୁ ମିଳିଥିଲା । ଏ ନେଇ ପ୍ରଶାସନର ଥିବା ନିର୍ଦ୍ଦେଶକୁ ବ୍ୟବସାୟୀମାନେ...
କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତର ଅଭାବ
କଣ୍ଟାମାଳ,୨୫ା୩(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ୬ଟି ପଦବୀ ଥିବା ଏହି ଡାକ୍ତରଖାନାରେ ୨ ଜଣ ଡାକ୍ତର ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି। ଜଣେ ଡାକ୍ତର ସ୍ବତନ୍ତ୍ର ଭାବରେ କରୋନା ନିରାକରଣ ପାଇଁ ନିୟୋଜିତ ଥିବା ବେଳେ...
ଲକ୍ ଡାଉନକୁ ନେଇ ଦିନ ମଜୁରିଆ ଓ ବ୍ରାହ୍ମଣ ଚିନ୍ତାରେ
ମନମୁଣ୍ଡା,୨୫।୩ (ଡି.ଏନ.ଏ): କରୋନାକୁ ନେଇ ଲକ୍ ଡାଉନ ବୋଝ ଉପରେ ନଳିତା ବିଡା ସଦୃଶ ଦେଖାଦେଇଛି । ବିଶେଷ କରି ଦିନ ମଜୁରିଆ, ଶ୍ରମିକ, ମନ୍ଦିର ପୂଜକ ଓ କର୍ମକାଣ୍ଡ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ନାହିଁ ନ ଥିବା...
Archives


