ଦେବସ୍ଭୂମି ଋଷିମାଳରେ ସ୍ବତନ୍ତ୍ର ହୋମ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ
ଦାରିଙ୍ଗବାଡି,୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ିକାରିପିଠାରେ ରହିଥିବା ଦେବଭୂମି ଋଷିମାଳରେ ଶନିବାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ହୋମଯଜ୍ଞ ସହ ପୂଜାର୍ଚନା, ଶାନ୍ତି ପାଠ ଆଦି କରାଯାଇଥିଲା। ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ପହଞ୍ଚି ସେହି…
ଅନାସ୍ଥା ଭୋଟରେ ପଦବୀ ହରାଇଲେ ରାଇକିଆ ବ୍ଲକ ଅଧ୍ୟକ୍ଷ
ରାଇକିଆ,୫।୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟରେ ସେ ତାଙ୍କର ପଦବୀ ହରାଇଛନ୍ତି । ଗତ ସେପ୍ଟେମ୍ବର ୨୬ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ର…
ଏପଟେ ଜଳୁଥିଲା ପ୍ରେମିକ।ଙ୍କ ଜୁଇ, ସେହି ଶ୍ମଶାନରେ ରଶି ଲଗାଇ ଝୁଲିପଡ଼ିଲେ ପ୍ରେମିକ
ଦେବଗଡ଼, ୫।୧୦ (ଶଶାଙ୍କ ଶେଖର ଝାଙ୍କର): ପ୍ରେମିକାଙ୍କ ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା କଲେ ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ଦେବଗଡ଼ ପୌରାଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦେବଗଡ଼ ପୌରାଞ୍ଚଳ ଦୋଳମଣ୍ଡପ ସାହିର ପ୍ରଦୀପ ନାଏକଙ୍କ ପୁଅ ସିଦ୍ଧାନ୍ତ ନାଏକ…
କାରାଗାରରେ ପୋଲିସର ଅତର୍କିତ ଚଢ଼ାଉ
ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର କାରାଗାର (ଜେଲ୍) ଗୁଡିକରେ ରବିବାର ସକାଳୁ ପୋଲିସ୍ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ବରଗଡ଼ ଏସପି ପି.ଏସ୍ ମୀନାଙ୍କ ତତ୍ତ୍ବାବଧାନରେ ବରଗଡ଼ କାରାଗାର ସମେତ ପଦ୍ମପୁର ଏବଂ ସୋହେଲା ଉପ କାରାଗାରରେ ଏହି ଚଢାଉ ହୋଇଥିଲା।…
ଅଙ୍ଗନୱାଡି କେନ୍ଦ୍ରରେ ହାତୀପଲଙ୍କ ଉପଦ୍ରବ
ମୋରଡ଼ା,୫।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ୍ ଅଧୀନ ଭଦୁଆଶୋଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଅଙ୍ଗନୱାଡି କେନ୍ଦ୍ରରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ। ହାତୀପଲ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ସାମଗ୍ରୀ ସବୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ୨୦ ଟିକିଆ ଶିମିଳିପାଳ ହାତୀପଲ…
ଯୁବକଙ୍କ ବେକ, ଯୌନାଙ୍ଗ କାଟି ହତ୍ୟାକଲେ ଭିଣୋଇ
ଯାଜପୁର ରୋଡ୍, ୫।୧୦ (ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ୍ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବେକ ଓ ଯୌନାଙ୍ଗକୁ କାଟି ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ମିଥୁନ ବେହେରା। ଅଭିଯୁକ୍ତ ଭିଣୋଇ କହ୍ନେଇ ବେହେରା ଫେରାର…
ଝିଅ ଆଗରେ ସ୍ତ୍ରୀଙ୍କୁ କଚାଡ଼ି ମାରିଦେଲେ
ଔପଦା, ୫।୧୦(ଧରିତ୍ରୀ ପଣ୍ଡା)ସାମାନ୍ୟ ପାରିବାରିକ ଗଣ୍ଡଗୋଳରୁ ହିତାହିତ ଜ୍ଞାନ ଭୁଲିଗଲେ ସ୍ବାମୀ। ପିଟି ପିଟି ମନ ଶାନ୍ତ ହେଲାନି। ୩ ବର୍ଷର ଝିଅ ଆଗରେ ସ୍ତ୍ରୀଙ୍କୁ ରାସ୍ତାରେ କଚାଡ଼ି ଦେଲେ। ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ଏଭଳି ଏକ ନୃଶଂସ ଘଟଣା…
ଗାଧୋଇବାବେଳେ ବନ୍ୟାଜଳରେ ବୁଡ଼ି ଯାଉଥିଲେ, ଯୁବତୀଙ୍କୁ…
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ)- ଗତ ଦୁଇ ଦିନ ତଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଘୋଡାହାଡ଼ ଜଳ ଭଣ୍ଡାର ଗେଟ ଖୋଲା ଯାଇ ବର୍ଷା ଜଳ ଛଡା ଯାଇଥିବା ବେଳେ ଋଷିକୁଲ୍ୟା ନଦୀ ଜଳସ୍ତର ବୃଦ୍ଧି ପାଇଥିଲା । ଏହି ପରିସ୍ଥିତିରେ…
ଜରାପଦର ଗାଁରେ ୨ ପରିବାରକୁ ବାସନ୍ଦ, ଅଭିଯୋଗ ପରେ…
ଗଞ୍ଜାମ,୪।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ଜରାପଦର ଗାଁ ରେ ଦୁଇ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା…
ବରଗଡ଼ରେ ବଡ଼ ଆକ୍ସନ: ଡ୍ରଗ୍ସ ବିଭାଗ ଜବତ କଲା…
ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ)- ମଧ୍ୟପ୍ରଦେଶର ଛିନ୍ଦୱାଡାରେ କଫ ସିରପ୍ ଖାଇ ୯଼ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ସାରାଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପରେ ଓଡିଶା ସରକାର ମଧ୍ୟ ଆକ୍ସନ ମୋଡରେ ରହିଛି । ରାଜ୍ୟର ଏହି ଔଷଧ…
ଏଟିଏମ୍ରୁ ଟଙ୍କା ଉଠାଇ ଫେରୁଥିଲେ, ପିଛା କରି ଅଟକାଇଲେ ୩ ଯୁବକ; ରକ୍ତାକ୍ତ କରି…
ଧର୍ମଶାଳା,୪।୧୦(ଶିବ ପ୍ରସାଦ ମହାନ୍ତି): ରାତିରେ ଲୁଟେରା ଆତଙ୍କ। ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାନପୁର ନିକଟରେ ଶନିବାର ରାତିରେ ଜଣେ ଯୁବକଙ୍କୁ ତିନି ଜଣ ଲୁଟେରା ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଛଡାଇ ନେଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କ…
ସରିଲା ମା’ ଗଙ୍ଗାଦେବୀଙ୍କ ଯାତ୍ରା, ମନମୋହିଲା…
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ)-ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣା ବନ୍ଧ ନିକଟରେ ଅବସ୍ଥିତ ପ୍ରସିଦ୍ଧଶକ୍ତି ପୀଠଠାରେ ଦୁଇଦିନ ଧରି ଚାଲିଥିବା ମା’ ଗଙ୍ଗା ଦେବୀଙ୍କ ଯାତ୍ରା ଶନିବାର ରାତିରେ ଉଦ୍ଯାପିତ ହୋଇଛି। ସେହିପରି ଅନୁରୂପ ଭାବେ ପୁଇଁତୋଳା ଗ୍ରାମରେ ଖଣ୍ଡେଶ୍ୱର ମହାପ୍ରଭୁ…
Archives


