ଆମ ଜିଲା ଖବର

ସୋସିଆଲ୍‌ ମିଡିଆରେ ଗୁଜବ ପ୍ରଚାର କରି ଅଧ୍ୟାପକ ଗିରଫ

ମାଲକାନଗିରି,୨୭ା୩(ଡି.ଏନ୍‌.ଏ): ମହାମାରୀ କୋଭିଡ୍‌-୧୯ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ତେଣୁ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ଯଥାସମ୍ଭବ ପଦକ୍ଷେପ...

ତାମିଲନାଡ଼ୁରେ ଫସିଛନ୍ତି ମାଲକାନଗିରିର ୧୦ ଶ୍ରମିକ

କୋରୁକୋଣ୍ଡା,୨୭ା୩(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ପୁରୁଣା ଚିମଟାପାଲି ଏବଂ ଏମଭି-୫୦ ଗ୍ରାମର ୧୦ ଶ୍ରମିକ ତାମିଲ୍‌ନାଡ଼ୁରେ ଫସିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ରହିଛନ୍ତି। କାମ କରିବା ପାଇଁ ଏମାନେ ତାମିଲ୍‌ନାଡ଼ୁ ଯାଇଥିବାବେଳେ କରୋନା...

ଲକ୍‌ ଡାଉନ୍‌ର ପ୍ରଭାବ: ପାଳନ ହେଲାନି ବିଶ୍ୱ ନାଟ୍ୟ ଦିବସ

ବ୍ରହ୍ମପୁର ଅଫିସ,୨୭ା୩-ସମାଜରେ ସଂସ୍କାର ଅଣିବାରେ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ମଞ୍ଚନାଟକକୁ ପୁର୍ନଜୀବିତ କରିବା ନେଇ ମାର୍ଚ୍ଚ ୨୭କୁ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଇଆସୁଛନ୍ତି ମଞ୍ଚନାଟକ କଳାକାର ତଥା ଅଭିନେତା। ଚଳିତ ବର୍ଷ କରୋନାକୁ ନେଇ...

ଝାରସୁଗୁଡାରେ ବିଚାରପତି-ପୋଲିସ ମୁହାଁମୁହିଁ

ଝାରସୁଗୁଡା ଅଫିସ,୨୭।୩-ଝାରସୁଗୁଡା ଜିଲା ପୋଲିସ ପକ୍ଷରୁ ଲକ୍‌ ଡାଉନକୁ କଡାକଡି ଭାବେ ପାଳନ କରିବା ପାଇଁ ସହରର କିଶାନ ଛକ, ବସଷ୍ଟାଣ୍ଡ ଛକ, ରେଳ ଷ୍ଟେସନ ଛକ ଓ ଥାନା ଛକଠାରେ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ମୁତୟନ ଅଛନ୍ତି।...

କେରଳରୁ ଫେରି ପାରୁନାହାନ୍ତି କନ୍ଧମାଳ ଶ୍ରମିକ

ଫୁଲବାଣୀ ଅଫିସ, ୨୭ା୩- କରୋନା ପାଇଁ ସାରାଦେଶରେ ଏବେ ଲକ୍‌ଡାଉନ୍‌। ଏଭଳି ସ୍ଥିତିରେ କନ୍ଧମାଳ ଜିଲାର ଯୁବତୀ ଯୁବକ ଏବଂ ଦମ୍ପତ୍ତି ଏବେ କେରଳରେ ଫସି ଯାଇଛନ୍ତି। ଶ୍ରମିକ ଭାବେ କାମ କରିବାକୁ ଯାଇ ସେମାନେ ଏଭଳି ଅସୁବିଧାର ସମ୍ମୁଖୀନ...

କ୍ୱାରାଣ୍ଟାଇନରେ ରହିଲେନି, ମାମଲା ରୁଜୁ

ଅନୁଗୋଳ ଅଫିସ୍, ୨୭ା୩- ଅନୁଗୋଳ ଜିଲାକୁ ବାହାରୁ ଫେରିଥିବା ୨ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ସେମାନେ ଘରେ ନ ଥିବା ଭେରିଫିକେଶନ ବେଳେ ଜଣାପଡିଛି। ସମ୍ପୃକ୍ତ ୨ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ...

କରୋନା ସଚେତନତା କଲେ ମହିଳା

ବରଗଡ଼ ଅଫିସ,୨୭।୩: ବରଗଡ଼ ପୌର ପରିଷଦ ଅଧୀନ ଓ୍ବର୍ଡ ନଂ.୧୬ ବ୍ରହ୍ମଚାରୀରେ ସ୍ଥାନୀୟ ଏସ୍‌ଏଚଜି ମହିଳାମାନେ କରୋନା ପ୍ରତିହତ ପାଇଁ ସଚେତନ କରିଛନ୍ତି । ପୂର୍ବତନ କାଉନସିଲର ଦେବାନନ୍ଦ ସାହୁଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳାମାନେ ଘରକୁ...

ଖବରଦାତା, ବିତରକଙ୍କ ଉପରେ କଟକଣା ନାହିଁ: ଏସ୍‌ପି

ଛତ୍ରପୁର,୨୭ା୩(ଡି.ଏନ୍‌.ଏ.)- କରୋନାକୁ ପ୍ରତିରୋଧ କରିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେସମ୍ପର୍କରେ ସମୀକ୍ଷା ସମୀକ୍ଷା କରିଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ। ଭିଡିଓ କନ୍‌ଫରେନ୍ସଂ ଜରିଆରେ ବୈଠକ କରି ଲକ୍‌ଡାଉନବେଳେ ଛାପା ଓ ବୈଦ୍ୟୁତିକ୍‌ ଗଣମାଧ୍ୟମ, ୱେବ ମିଡ଼ିଆ...

କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା

ବିଜେପୁର,୨୭।୩(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମାଜିକ...

ମାନୁନାହାନ୍ତି ଲକ୍‌ଡାଉନ୍‌ କଟକଣା: ୧୭ଜଣଙ୍କୁ ଗିରଫ କଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡା ଅଫିସ,୨୭ା୩- କରୋନା ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ କୌଣସି ଜରୁରୀ କାମ ନ ଥାଇ ବାହାରକୁ ବାହାରିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଥିବା ଦେଖାଯାଉଛି। ଏପରିସ୍ଥଳେ କଟକଣାକୁ ନମାନି ଲୋକେ ଘରୁ...

ହିତାଧିକାରୀଙ୍କ ଘରେ ପହଞ୍ଚିଲା ଆଗୁଆ ଭତ୍ତା ଟଙ୍କା

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଓ ଦେଶ ଲକ୍‌ ଡାଉନ୍‌ ଘୋଷଣା ପରେ ସରକାର ଲୋକଙ୍କୁ ଆର୍ଥତ୍କ ସହାୟତା କରିବା ପାଇଁ ଯୋଜନା କରିଛନ୍ତି। ବିଭିନ୍ନ ଯୋଜନାରେ ପେନ୍‌ସନ୍‌ ପାଉଥିବା ହୀତଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବାକୁ ନେଇ...

ଉତ୍ତରପ୍ରଦେଶରେ ଫସିଛନ୍ତି ଗଞ୍ଜାମର ୧୪ ତୀର୍ଥଯାତ୍ରୀ, ଉଦ୍ଧାର ପାଇଁ ବିଧାୟକଙ୍କୁ ଗୁହାରି

ଗଞ୍ଜାମ,୨୭ା୩(ଡି.ଏନ.ଏ.)- ଉତ୍ତରପ୍ରଦେଶରେ ଗଞ୍ଜାମର ୧୪ ଜଣଙ୍କ ସମେତ ଓଡିଶାର ମୋଟ ୫୧ ତୀର୍ଥଯାତ୍ରୀ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଏନ୍‌ଏସି ଦାମୋଦରପୁର ଗ୍ରାମର ୧୨ ଓ ଛତ୍ରପୁର ବ୍ଲକ ଅଗସ୍ତିନୂଆଗଁାର ୨ ଜଣ ମହିଳା ରହିଛନ୍ତି। ଅନ୍ୟମାନେ ପୁରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri