ଆମ ଜିଲା ଖବର

ଏଲ୍‌ଆଇ ପଏଣ୍ଟରେ ପାଣି ଉଠାଇ ବିକ୍ରି ଅଭିଯୋଗ

ଜୁନାଗଡ,୧୬।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁା ଗ୍ରାମରେ ଥିବା ବାଗଡିସର ନାଳର ପାଣିକୁ କେତେକ ମୁଷ୍ଟିମେୟ ଲୋକ ଏଲ୍‌ଆଇ ପଏଣ୍ଟ ସାହାଯ୍ୟରେ ପାଣି ଉଠାଇ ଧାନ ଚାଷ ପାଇଁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏ ନେଇ...

କରୋନା ସହାୟତା: ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ସୋନପୁର,୧୬।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କରସ ଆସୋସିଏଶନ ସୁବର୍ଣ୍ଣପୁର ଜିଲା ଶାଖା ୨ଲକ୍ଷ ୮୦ହଜାର ଟଙ୍କା ଦାନ କରିଛନ୍ତି। ଗୁରୁବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ...

ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ଶିଶୁ, ପ୍ରସୂତିଙ୍କୁ ଅଣ୍ଡା ବଣ୍ଟନ

ଗଞ୍ଜାମ:୧୬,୪- ଲକ୍‌ଡାଉନ୍‌ କଟକଣା ପରେ ଗଞ୍ଜାମ ଜିଲାରେ ଶିଶୁ, ପ୍ରସୂତୀ ଓ ଗର୍ଭବତୀଙ୍କୁ ଅଣ୍ଡା ପ୍ରଦାନରେ ସମସ୍ୟା ଦେଖାଦେଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତ୍ୟକ ଶିଶୁ, ପ୍ରସୂତି ଓ ଗର୍ଭବତୀ ମହିଳାଙ୍କ ନିକଟରେ ଅଣ୍ଡା ପହଞ୍ଚାଇବା ନିମନ୍ତେ ଉତ୍ତମ...

୨ ସଂଖ୍ୟାଲଘୁ ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ ପଠାଇଲା ପ୍ରଶାସନ

ପାଟପୁର,୧୬ା୪- ପାଟପୁର ଥାନା ଅଞ୍ଚଳରେ ସନ୍ଦେହଜନକ ଭାବେ ବୁଲୁଥିବା ୨ ସଂଖ୍ୟାଲଘୁ ଯୁବକଙ୍କୁ ପାଟପୁର ପୋଲିସ ଧରି ପ୍ରଶାସନ ଜରିଆରେ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଛି। ପାଟପୁର ଗ୍ରାମରେ ଜଣେ ବିହାର ଓ ଜଣେ ଯାଜପୁର ଜିଲାର ସଂଖ୍ୟାଲଘୁ ଯୁବକ ବେଡ଼ସିଟ...

କରୋନା ସଚେତନତାରେ ଶିଶୁକ୍ଲବ ସାମିଲ

ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏଥିରେ ପୋଲିସ ଠାରୁ ପ୍ରଶାସନ, ସ୍ବେଚ୍ଛାସେବୀ ସମନ୍ତେ ଲାଗି ପଡିଛନ୍ତି। ଶିଶୁମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଦାରିଙ୍ଗବାଡ଼ି ବ୍ଲକ ଅନ୍ତରଙ୍ଗ ଶିଶୁ କ୍ଲବ ଏବଂ ଯୁବ...

ଭୋକରେ ଫେରୁଥିବା ନିର୍ଯାତିତ ଶ୍ରମିକ ଆଶ୍ରୟସ୍ଥଳରେ ଭର୍ତ୍ତି, ଠିକାଦାରଙ୍କ ନାମରେ ମାମଲା

ସୋନପୁର,୧୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କୋଠାବାଡି ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଛତିଶଗଡର ୧୦ଜଣ ଶ୍ରମିକ ସୁବର୍ଣ୍ଣପୁରରେ ନିର୍ମାଣାଧୀନ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ...

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଚନ୍ଦ୍ରକାର ସମାଜ ପକ୍ଷରୁ ଦେଢଲକ୍ଷ ଟଙ୍କା ଦାନ

ନୂଆପଡା ଅଫିସ,୧୬ା୪: ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ନୂଆପଡା ଜିଲା ଚନ୍ଦ୍ରକାର ସମାଜ ତରଫରୁ ଦେଢ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ା ଗୁରୁବାର ଜିଲାପାଳ ମଧୁସ୍ମିତା ସାହୁଙ୍କୁ ସମାଜ ତରଫରୁ ତୁଙ୍ଗନ ଚନ୍ଦ୍ରକାରଙ୍କ ନେୃତୁତ୍ୱରେ ଏକ ଟିମ...

ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ନୂଆପଡା ଅଫିସ/କୋମନା,୧୬ା୪: କାମ କରିବାକୁ ତେଲେଙ୍ଗାନା ଯାଇଥିବା ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ ଝଗା୍ରହୀ ଗାଁର ଚନ୍ଦୁରାମ ରାଉତ(୨୨)ନାମକ ଜଣେ ଶ୍ରମିକଙ୍କ ବୁଧବାର ରାତିରେ ମୃତ୍ୟୁ ହୋଇଯାଇଛି। ସେଠାରେ ଏକ ଇଟାଭାଟିରେ କାମ କରୁଥିବା ବେଳେ କୌଣସି କାରଣବଶତଃ...

ରକ୍ତଦାନ କଲେ ଜିଲାପାଳ

ନୂଆପଡା ଅଫିସ,୧୬ା୪: କୋଭିଡ ୧୯ ସହ ସାରା ବିଶ୍ୱ ବର୍ତ୍ତମାନ ଲଢୁଛି। ସଂକ୍ରମଣ ରୋକିବା ପାଇଁ ଭାରତରେ ଲକ୍‌ଡାଉନ କଟକଣା ଜାରି କରାଯାଇଛି। ଏଥିପାଇଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେଉଥିବା ବେଳେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଫଳରେ...

ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜୀକୃତଙ୍କ ନାଁ ନାହିଁ

ବଲାଙ୍ଗୀର ଅଫିସ, ୧୬ା୪- ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କାର ସହାୟତା ଯୋଗାଇ ଦେବାକୁ କହିଥିଲେ। ଏଭଳି ଘୋଷଣା ପରେ ନିର୍ମାଣ ଶ୍ରମିକମାନେ ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ପାଇ କିଛି ମାତ୍ରାରେ ଆଶ୍ୱସ୍ତ ହେବେ ବୋଲି ଆଶା...

ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ

ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ ବଲାଙ୍ଗୀର ଅଫିସ, ୧୬ା୪- କରୋନା ଲକ୍‌ଡାଉନ୍‌ ନିୟମ ଲାଗୁ ହେବା ପରେ ମଦ ବେପାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବଲାଙ୍ଗୀର ସହର ଓ ଜିଲାର ବିଭିନ୍ନ ସ୍ଥାନରେ ଚୋର ଦେଶୀ ଓ ବିଦେଶୀ...

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ

ପୁରୁଣାକଟକ, ୧୬୪(ଡି.ଏନ୍‌.ଏ.): ବୌଦ୍ଧ ଜିଲା ବିଜେଡି ଉପସଭାପତି ତଥା ହରଭଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବୋଧ କୁମାର ପ୍ରଧାନ ଗୁରୁବାର କୋଭିଡ-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଏକ ଚେକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri