ଆମ ଜିଲା ଖବର

ଚୌଦ୍ୱାରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର,୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ବରିଷ୍ଠ ଜନନାୟକ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ନିରାଡମ୍ବର ଭାବେ ଚୌଦ୍ୱାର ବିରୁପା ବ୍ୟାରେଜ ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ସାମାଜିକ ଦୁରତା ରକ୍ଷାକରି ଚୌଦ୍ୱାର ନଗର ବିଜେଡି ସଭାପତି ତଥା...

ଦୁର୍ଗାମାଧବ ନାଏକ ଫାଓ ମୁଖ୍ୟ ରେଫରି

ସୁନ୍ଦରଗଡ, ୧୭।୪ (ଡି.ଏନ୍‌.ଏ.) ଫୁଟବଲ ଆସୋସିଏସନ ଅଫ୍‌ ଓଡିଶା (ଫାଓ) ତରଫରୁ ଜାତୀୟ ରେଫରୀ ଦୁର୍ଗାମାଧବ ନାଏକଙ୍କୁ ଓଡିଶାର ରେଫର ମୁଖ୍ୟ (ହେଡ ଅଫ୍‌ ରେଫରୀ) ଭାବେ ନିଯୁକ୍ତ କରାଯାଇଛି। ୧୯୯୮ରେ ସେ ରାଜ୍ୟସ୍ତରୀୟ ରେଫରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ...

ସହଯୋଗର ହାତ ବଢ଼ାଇଲେ ଶିଳ୍ପପତି: ଖବରକାଗଜ ବିତରକଙ୍କୁ ମିଳିଲା ଚାଉଳ

ବରଗଡ଼ ଅଫିସ୍‌,୧୭।୪: ଲକ୍‌ଡାଉନ କଟକଣା ଯୋଗୁ ଖବରକାଗଜ ବିତରକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଫଳରେ ସେମାନଙ୍କୁ କିଛି ସହାୟତା ପ୍ରଦାନ ଦାବିରେ କିଛିଦିନ ତଳେ ବରଗଡ଼ ଜିଲା ଖବରକାଗଜ ବିତରକମାନେ ଜିଲା ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ। ମାତ୍ର ବର୍ତ୍ତମାନ...

ଛାତ୍ରୀଛାତ୍ରଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇଲେ ଶିକ୍ଷୟିତ୍ରୀ

ଭଟଲି,୧୭।୪(ଡି.ଏନ.ଏ): ଲକ୍‌ଡାଉନ୍‌ କଟକଣା ଯୋଗୁ ଛାତ୍ରୀଛାତ୍ରଙ୍କ ପାଖରେ ସେମାନଙ୍କ ପାଠ୍ୟ ପୁସ୍ତକ ପଠାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ଶୁକ୍ରବାର ବରଗଡ଼ ଜିଲା ଭଟଲିର ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ...

ରିଲିଫ ପାଣ୍ଠିକୁ ଦେବାକୁ ଘର ଘର ବୁଲି ଟଙ୍କା ସଂଗ୍ରହ

ସମ୍ବଲପୁର,୧୭ା୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍‌ ଡଙ୍ଗାପାଳ ଗ୍ରାମର କେତେକ ମହିଳା ୨୫ ହଜାର ୮ ଶହ ୩୩ ଟଙ୍କା ଆଦାୟ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ଉତ୍ସବ’ ସହଯୋଗରେ ମହିଳାମାନେ ଘର ଘର ବୁଲି...

୮୩ ୟୁନିଟ୍‌ ରକ୍ତ ସଂଗୃହୀତ

ଆନନ୍ଦପୁର,୧୭। ୪ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀର ରାମଚନ୍ଦ୍ରପୁର ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ରକ୍ତଦାନ...

ବନାରସରୁ ଫେରିଲେ ୪୩ ତୀର୍ଥଯାତ୍ରୀ: ରହିଲେ କ୍ବାରାଣ୍ଟାଇନରେ

ସରଣ୍ଡା,୧୭।୪(ଡି.ଏନ.ଏ): ଲକ୍‌ଡାଉନ୍‌ କଟକଣା ଯୋଗୁ ବରଗଡ଼, ସମ୍ବଲପୁର ଓ ଢେଙ୍କାନାଳ ଅଞ୍ଚଳର ୪୩ ତୀର୍ଥଯାତ୍ରୀ ବନାରସରେ ଫସି ରହିଥିଲେ। ତେବେ ଗୁରୁବାର ରାତିରେ ସେମାନେ ଏକ ବସ୍‌ ଯୋଗେ ଅତାବିରାରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅତାବିରାସ୍ଥିତ ଆନନ୍ଦ ମଣ୍ଡପରେ...

ସାକ୍ଷୀଗୋପାଳ ବ୍ୟାଙ୍କ, ବଜାର ବୁଲି ଲକ୍‌ଡାଉନ ସ୍ଥିତି ପରଖିଲେ ସ୍ବତନ୍ତ୍ର ଅଧିକାରୀ

ସାକ୍ଷୀଗୋପାଳ, ୧୭।୪(ଡି.ଏନ୍‌.ଏ): କରୋନା ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଲକ୍‌ଡାଉନ ଜାରିରହିଛି। ଏହି ଅବସରରେ କରୋନା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ପୁରୀ ଜିଲା ସାକ୍ଷୀଗୋପାଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ବ୍ୟାଙ୍କ ଓ ବଜାରରେ ଲୋକମାନେ ସାମାଜିକ ଦୂରତା...

ଟ୍ରକ ଧକ୍କାରେ ଗଲା ଜୀବନ

ବଅଁରପାଳ, ୧୭ା୪(ଡି.ଏନ.ଏ.)- ବଅଁରପାଳ ଥାନା ୧୪୯ ନଂ. ଜାତୀୟ ରାଜପଥର ବଅଁରପାଳ ଓଭରବ୍ରିଜ ନିକଟରେ ଏକ ଟ୍ରକ ଧକ୍କାରେ ଶୁକ୍ରବାର ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ତାଳଚେର ବଡଦାଣ୍ଡସାହିର ଅଶୋକ ଦାସ...

ଲୋକଙ୍କୁ ମାସ୍କ, ସାନିଟାଇଜର ବାଣ୍ଟିଲା ଏମ୍‌ସିଏଲ୍‌

ସମ୍ବଲପୁର, ୧୭।୪ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ତାଳଚେର ଜଗନ୍ନାଥ କ୍ଷେତ୍ର ପକ୍ଷରୁ ପଦ୍ମାବତୀପୁର ଗ୍ରାମବାସୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । କୋଭିଡ- ୧୯ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି କମ୍ପାନୀ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ...

ଶେରଗଡ଼ରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଶେରଗଡ,୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କର ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିିକୀ। ଗଞ୍ଜାମ ଜିଲା ଶେରଗଡ଼ରେ ବିଜୁ ବାବୁଙ୍କୁ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଚାରିଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ...

୯୦ ବାଉଁଶ କାରିଗର ପରିବାର ପ୍ରଭାବିତ

ସମ୍ବଲପୁର,୧୭ା୪(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସରକାରଙ୍କ କଟକଣା ଓ ଲକ୍‌ ଡାଉନ୍‌ ଘୋଷଣା ଅନେକ ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବୁଣାକାର, ଶିଳ୍ପୀ, ଦିନମଜୁରିଆ, ବାଉଶଁ କାରିଗର ଭଳି କାରିଗର ପରିବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri