ଚାଷୀଙ୍କୁ ସ୍ବଳ୍ପକାଳୀନ ଋଣ ଯୋଗାଣ ନେଇ ଆଲୋଚନା
ଭଦ୍ରକ ଅଫିସ,୨୨ା୪- କରୋନା ଭୂତାଣୁ ସଂକ୍ରମଣ ଜନିତ ଜିଲାର ଚାଷୀମାନଙ୍କ କ୍ଷେତ୍ରରେ ଘଟିଥିବା ଆର୍ଥକ ଦୁର୍ବଳତା ଯୋଗୁଁ ସେମାନଙ୍କୁ ସ୍ବଚ୍ଛଳ କରିବା ସହିତ ଚାଷ କାମରେ ସହଯୋଗ ନିମନ୍ତେ ସ୍ବଳ୍ପକାଳୀନ ଋଣ ଯୋଗାଣ ନେଇ ଜିଲା ସଂସ୍କୃତି ଭବନରେ ଏକ...
ଲକ୍ ଡାଉନ ଅମାନ୍ୟକାରୀଙ୍କ ନାମରେ ମାମଲା
ଖୁଣ୍ଟା,୨୨ା୪(ଡି.ଏନ୍.ଏ.)-ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନର ଅବୋଧି ବଢ଼ାଇଛନ୍ତି। ଜନସଧାରଣଙ୍କୁ ଘରୁ ନ ବାହାରିବା ପାଇଁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କେତେକ ବ୍ୟକ୍ତି ବେପରୁଆ...
ସିପିଏମ୍ ପକ୍ଷରୁ ପ୍ରତିବାଦ ସଭା
ଖଇରା,୨୨।୪(ଡି.ଏନ.ଏ.)-ସିପିଏମ ଆଞ୍ଚଳିକ କମିଟି ଖଇରା ଶାଖା ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବଜାରରେ ମଙ୍ଗଳବାର ପଥପ୍ରାନ୍ତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପାର୍ବତୀ ସାହୁ, ସୁଭଦ୍ରା ସାହୁ, ଗୀତାଞ୍ଜଳି ସାହୁ, ଭଗବାନ...
ବିଭିନ୍ନ ସଙ୍ଗଠନ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା
ଖଇରା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ କରାଯାଇଛି ା ଖଇରାସ୍ଥିତ ପ୍ରତିଭା ପରିବାର ଓ ଖଇରା ସାହିତ୍ୟ ସଂସଦ ତରଫରୁ...
ଚେନ୍ନାଇରୁ ସାଇକେଲରେ ସୋରଳ ଫେରିଲେ ୭ ଯୁବକ
ପାତ୍ରପୁର/ ଚିକିଟି,୨୧ା୪(ଡି.ଏନ୍.ଏ.)- ଏଗାର ଶହ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ସାଇକେଲରେ ଅତିକ୍ରମ କରି ଚେନ୍ନାଇରୁ ୭ଜଣ ଯୁବକ ଚିକିଟି ବ୍ଲକର ସୋରଳ ଗ୍ରାମରେ ପହଞ୍ଚତ୍ଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୋରଳ ମୁକ୍ତେଶ୍ୱର ବିଦ୍ୟପୀଠ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଶ୍ରମିକ ଭାବେ...
ସୀମା ସିଲ୍ ଅଞ୍ଚଳ ପରିଦର୍ଶନ କଲେ ଡିଜିପି
ବାଲେଶ୍ୱର ଅଫିସ/ଜଳେଶ୍ୱର/ବାରିପଦା ଅଫିସ, ୨୧ା୪(ସ୍ବ.ପ୍ର.)-ଓଡ଼ିଶାରେ ଚିହ୍ନଟ ହୋଇଥିବା ସର୍ବାଧିକ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ଜଣାପଡିବା ପରେ ରାଜ୍ୟ ସରକାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା କଡାକଡି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୀମା ସିଲ୍ ଅଞ୍ଚଳର ବାସ୍ତବ ସ୍ଥିତି...
ଘର ଘର ବୁଲି ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ
ବାଲିଗୁଡା,୨୧ା୪(ଡି.ଏନ୍.ଏ.)- ଲକ୍ଡାଉନ କଟକଣା ଯୋଗୁ ସ୍କୁଲ, କଲେଜ ଆଦି ବନ୍ଦ ରହିଛି l ଏଭଳି ସ୍ଥିତିରେ ପିଲାମାନେ ଯେପରି ଘରେ ରହି ପାଠ ପଢିପାରିବେ ସେଥିପାଇଁ ସରକାର ପିଲାଙ୍କ ପାଠ୍ୟ ପୁସ୍ତକ ଘରେ ଘରେ ପହଞ୍ଚାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ।...
ସହାୟତା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲା ଟ୍ୟାକ୍ସି ଚାଳକ ସଂଘ
ଦାରିଙ୍ଗବାଡ଼ି,୨୧।୪(ଡି.ଏନ.ଏ)- ଲକ୍ଡାଉନ ଯୋଗୁ ସମସ୍ତ ପ୍ରକାର ଗାଡ଼ିମୋଟର ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଭାରିଯାନ ସହ ମିନି ଟ୍ରକ ଚଳାଚଳ କରୁଛି। ଘରୋଇ ଟ୍ୟାକ୍ସି ଚଳାଚଳ ବନ୍ଦ ଯୋଗୁ ଏବେ ଚାଳକ ମାନଙ୍କୁ ମାଲିକ ଛଟେଇ...
ମନ୍ଦିରରୁ ପୂଜକଙ୍କୁ ଉଠାଇନେଲା ପ୍ରଶାସନ
ଭଞ୍ଜନଗର,୨୧।୪(ଡି.ଏନ.ଏ.)-ଗଞ୍ଜାମରେ ଲକ୍ଡାଉନ ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ମନ୍ଦିରରେ ଲୋକଙ୍କ ଗହଳି ଉପରେ କଟକଣା ଜାରି ରହିଛି। ଏହା ସତ୍ତ୍ୱେ ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ଜାମପଲ୍ଲୀ ଛକରେ ଥିବା ଏକ ମନ୍ଦିର ମଙ୍ଗଳବାର ସକାଳେ ଖୋଲାଥିବାରୁ କେତେଜଣ ଲୋକ ସେଠାକୁ ପୂଜା...
ଚିତ୍ରକଳାରେ କରୋନା ସଚେତନତା
ଆସିକା,୨୧ା୪(ଡି.ଏନ୍.ଏ.): ଆସିକା କଳାକାର ସଂଘ ପକ୍ଷରୁ ସହରର ବିଜୁ ପଟ୍ଟନାୟକ ଛକ, ବସଷ୍ଟାଣ୍ଡ, ତାଲୁକା ଛକ ଆଦିର ମୁଖ୍ୟ ରାସ୍ତାରେ ଚିତ୍ରକଳା ମାଧ୍ୟମରେ ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି । ଚିତ୍ରାଙ୍କନରେ କରୋନା ମୁକାବିଲା ନିମନ୍ତେ ଜନସାଧାରଣଙ୍କୁ...
ଡାକମଣ୍ଡଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ପାତ୍ରପୁର,୨୧ା୪(ଡି.ଏନ୍.ଏ.): ଲକ୍ଡାଉନ ଯୋଗୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପହଞ୍ଚିପାରୁନି। ଏଭଳି ସ୍ଥିତିରେ ଡାକ ବିଭାଗ ପକ୍ଷରୁ ଗରିବଙ୍କୁ ଶୁଖିଲା ଖାଦ୍ୟ ଓ ବିଭିନ୍ନ ସାମଗ୍ରୀ ବଣ୍ଟାଯାଉଛି ା ବ୍ରହ୍ମପୁର ମଣ୍ଡଳ ମହାଡାକପାଳ ଜଳେଶ୍ୱର କହଁରଙ୍କ ନିର୍ଦ୍ଦେଶକ୍ରମେ...
ବେଆଇନ ବାଲି ଗାଡିକୁ ଅଟକାଇଲା ପୋଲିସ
ବନ୍ତ, ୨୧।୪(ଡି.ଏନ.ଏ.)-କରୋନା ଲକ୍ଡାଉନ୍ ସମୟରେ କେନ୍ଦୁଝର ଜିଲାରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଆଇନ ବାଲି ଗାଡିକୁ ନନ୍ଦିପଦା ପୋଲିସ ଅଟକ ରଖିଛି। ମଙ୍ଗଳବାର ଭୋର ସମୟରେ କେନ୍ଦୁଝର ଜିଲାର ବିଭିନ୍ନ ବାଲି ଘାଟରୁ ବେଆଇନ ବାଲି ବୋଝେଇ ଗାଡିଗୁଡିକ ଭଦ୍ରକ...
Archives


