ନ ଥିଲା ସତର୍କ ସୂଚନା: ନିର୍ମାଣାଧୀନ ପୋଲ ତଳକୁ ଖସିି ବାଇକ୍ଆରୋହୀଙ୍କ ଜୀବନ ଗଲା
ବଡ଼ବିଲ,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ କାଠ ଡିପୋ ନିକଟ ପୋଲ ତଳକୁ ଖସି ବୁଧବାର ଭୋର୍ ସମୟରେ ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣକ ହେଲେ ବଡ଼ବିଲ ଅଞ୍ଚଳର ସୁଦର୍ଶନ ପ୍ରଧାନ। ସୂଚନାନୁଯାୟୀ, ଭଦ୍ରାସାହି-ବଡ଼ବିଲ...
ବାସୁଦେବପୁରର ୯ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା: ଲୋକଙ୍କୁ ଘରୁ ନ ବାହାରିକାକୁ ନିର୍ଦ୍ଦେଶ
ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍.ଏ.): ଭଦ୍ରକ ଜିଲାରେ ପୁଣି ୩ କରୋନା ପଜିଟିଭ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ବାସୁଦେବପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ତେବେ...
ଭଦ୍ରକର ୩ ଆକ୍ରାନ୍ତ ବାସୁଦେବପୁର ଅଞ୍ଚଳର: ସମସ୍ତ ପଜିଟିଭ୍ଙ୍କର ରହିଛି କୋଲକାତା ଲିଙ୍କ୍
ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍.ଏ.): ରାଜ୍ୟରେ ମଙ୍ଗଳବାର ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ କୋଲକାତାରୁ ଫେରିଥିଲେ ବୋଲି ଭଦ୍ରକ ଜିଲା ପ୍ରଶାସନ ସୂଚନା ଦେଇଛି। ନୂତନ...
ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧
ଭଦ୍ରକ ଅଫିସ,୨୨।୪ – ବୁଧବାର ସକାଳୁ ଭଦ୍ରକ ଜିଲାରେ ଆଉ ତିନି କରୋନା ରୋଗୀ ଚି଼ହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲା କରୋନା ପିଜିଟିଭ ସଂଖ୍ୟା ୧୧ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।...
୨୦୦ଲିଟର ମଦ ଜବତ, ୨କୁଇଣ୍ଟାଲ ପୋଚ ନଷ୍ଟ
ସୋନପୁର,୨୨।୪(ନି.ପ୍ର.) – ଲକ୍ଡାଉନ୍ ସମୟରେ ସରକାରୀ ମଦ ଦୋକାନ(ଦେଶୀ ଓ ବିଦେଶୀ) ବନ୍ଦ ରହିଛି। ଏହା ସୁବର୍ଣ୍ଣପୁର ଜିଲାର ଚୋରା ମଦ ବ୍ୟବସାୟୀଙ୍କୁ ବେଶ୍ ସୁହାଉଛି । ଜଙ୍ଗଲରେ ବ୍ୟାପକ ଭାବେ ଦେଶୀ ମଦ ପ୍ରସ୍ତୁତ ହୋଇ ତମାମ ଜିଲାରେ...
ଲକ୍ଡାଉନ ଯୋଗୁ ହନ୍ତସନ୍ତ ଶତାୟୁ, ପରିବାର ସଦସ୍ୟଙ୍କୁ ସହାୟତା ମିଳୁନି
ନୂଆପଡ଼ା ଅଫିସ,୨୨ା୪-ଘରେ ପଡି ରହିଛନ୍ତି ଶହେ ବର୍ଷ ବୟସର ଆଈ ବିଶାହୀନ ା ୭୫ ବର୍ଷ ବୟସର ବାପା ରେଶମଲାଲ ା ଏମାନଙ୍କ ସହିତ ସ୍ତ୍ରୀ ପୁନେଇ(୪୫), ଦୁଇ ପୁଅ ତୁଲେଶ(୧୫) ଓ ହୁତେଶ(୧୩) ା ଲକ୍ଡାଉନ ଯୋଗୁ ପଦାକୁ...
ଲକ୍ ଡାଉନ ସମୟରେ ସହଯୋଗର ହାତ ବଢାଇଲା ଡାକବିଭାଗ
ଭବାନୀପାଟଣା,୨୨।୪(ସ୍ବ.ପ୍ର)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ତାରିଖଠୁ ଦେଶରେ ଲକ୍ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରୀବ ଅସହାୟ ଲୋକଙ୍କ ଜୀବନ ଶୈଳୀ ଉପରେ ପ୍ରଭାବ ପଡିଛି। ଏହି ସମୟରେ କଳାହାଣ୍ଡି ଜିଲା ଡାକ ମଣ୍ଡଳ...
ଘର ଘର ବୁଲି ବହି ବାଣ୍ଟୁଛନ୍ତି ଶିକ୍ଷୟିତ୍ରୀ
କୋକସରା,୨୧।୪(ଡି.ଏନ୍.ଏ) – ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକସ୍ତରରୁ ଅଷ୍ଟମ ଶ୍ରେଣୀ ଯାଏ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ଘର ଘର ବୁଲି ଶିକ୍ଷୟିତ୍ରୀ/ଶିକ୍ଷକମାନେ ପୁସ୍ତକ ବଣ୍ଟନ କରିବା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନା ଯୋଗଁୁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା...
୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟଖା, ପାନମସଲା ଜବତ
ଝାରସୁଗୁଡା ଅଫିସ,୨୨ା୪ – କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକଡାଉନ ପାଳନ କରାଯାଉଛି। ତେବେ ଏହି ପରିସ୍ଥିତିରେ ଝାରସୁଗୁଡା ସହରର କେତେକ ଅସାଧୁ ବ୍ୟବସାୟୀ ଦୋକାନ/ଗୋଦାମ ଖୋଲି ଗୁଟଖା ଓ ପାନମସଲା ବିକ୍ରୟ କରିଛନ୍ତି । ଏନେଇ ଖବର...
ଘରକୁ ଘର ବୁଲି ଚାଲିଛି ସର୍ଭେ
ଦେବଗଡ଼,୨୨ା୪(ଡି.ଏନ.ଏ)-ଦେବଗଡ଼ ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମିଶନ ମୁଡ୍ରେ ଚାଲିଛି ସର୍ଭେ ା ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ଏଏନଏମ୍ ଏବଂ ଆଶାକର୍ମୀଙ୍କ ଟିମ୍ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରତି ଘରକୁ ଯାଇ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସର୍ଭେ କରୁଛନ୍ତି ା...
ମାଛ ବିକ୍ରି ଆରମ୍ଭ କଲେ ସ୍ବୟଂ ସହାୟକ ଗୋଷ୍ଠୀ
ଦେବଗଡ,୨୨ା୪(ଡି.ଏନ.ଏ.)-ଲକ୍ ଡାଉନ ସମୟରେ ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ା ଏହା ହୃଦୟଙ୍ଗମ କରି ରାଜ୍ୟ ସରକାର କେତେକ କ୍ଷେତ୍ରରେ କରୋନା ପାଇଁ ନିଆଯାଇଥିବା କେତେକ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ା ଏହାକୁ ଆଖି ଆଗରେ ରଖି ଦେବଗଡ଼...
୧୪, ୬୦୦ ମାସ୍କ ବାଣ୍ଟିଲେଣି ଅର୍ଜୁନ
ଆଠମଲ୍ଲିକ, ୨୨ା୪(ଡି.ଏନ.ଏ.) – ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଲୋକଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ବ୍ୟାପକ ସଚେତନତା ଅଭିଯାନ ଚଳାଇଛନ୍ତି ଆଠମଲ୍ଲିକ ବ୍ଲକ ଓଳଥ ଗ୍ରାମର ସାମାଜିକ କର୍ମୀ ତଥା ବିଜେଡି ଯୁବ ନେତା ଅର୍ଜୁନ ସାହୁ। ସେ ନିର୍ବାଚନମଣ୍ଡଳୀର ବିଭିନ୍ନ...
Archives


