ଜନ ପ୍ରତିନିଧି, ସରକାରୀ ଅଧିକାରୀ ପ୍ରସ୍ତୁତ ରହିବାକୁ ଆହ୍ବାନ
ଯାଜପୁର ଅଫିସ,୨୨ା୪: ଯେନତେନ ପ୍ରକାରେ ବାହାର ରାଜ୍ୟରୁ ବିଶେଷ କରି କୋଲକତାରୁ ଆସିଥିବା ବ୍ୟକ୍ତିମାନେ ପଞ୍ଜୀକୃତ ହୋଇ ନାହାନ୍ତି। ସେମାନେ ଦୟାକରି ତୁରନ୍ତ ପଞ୍ଜୀକରଣ କରାଇ ସରକାରୀ କ୍ବାରାଣ୍ଟାଇନରେ ରହିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି। କରୋନା...
କନିଷ୍ଠ ରାଜସ୍ବ ସହାୟକ ନିଲମ୍ବିତ
ଯାଜପୁର ଅଫିସ,୨୨ା୪: ବିନାନୁମତିରେ ଛୁଟିରେ ରହିବା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅବମାନନା କରିବା ଯୋଗୁ ସୁକିନ୍ଦା ତହସିଲର କନିଷ୍ଠ ରାଜସ୍ବ ସହାୟକ (ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ) ଅନିଲ କୁମାର ବାନାରାଙ୍କୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ବୁଧବାର...
ବିଷ ପିଇ ଜୀବନ ହାରିଲେ ଦିନ ମଜୁରିଆ
ଖଣ୍ଡପଡ଼ା,୨୨ା୪(ସ୍ବ.ପ୍ର.): କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିବା ଖଣ୍ଡପଡା ଅଞ୍ଚଳର ଜଣେ ଦିନମଜୁରିଆ ମଙ୍ଗଳବାର ବିଷ ପିଇ ଜୀବନ ହାରିଛନ୍ତି। ସେ ହେଲେ ଖଣ୍ଡପଡା ବ୍ଲକ ବେଣାଗଡିଆ ପଞ୍ଚାୟତ ପଥରଦ୍ୱାର ଗ୍ରାମର ନରସିଂହ ଦଳେଇ (୪୫)। ଲକ୍ଡାଉନ ବ୍ୟବସ୍ଥା ଯୋଗୁ...
ପୋଖରୀ ଖୋଳା ବନ୍ଦ କଲା ପ୍ରଶାସନ
ଓଡ଼ଗାଁ,୨୨ା୪(ସ୍ବ.ପ୍ର.): ଲକ୍ଡାଉନ ସମୟରେ ଓଡ଼ଗାଁ ବ୍ଲକ କୋରପିଠା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପୋଖରୀ ଖୋଳା କାରନାମା ପଦାରେ ପଡିଛି। ଲୋକେ ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ଏହାକୁ ବନ୍ଦ କରାଇଛି। ସୂଚନା ଅନୁସାରେ ରାଜ୍ୟ...
ମହିଳାଙ୍କୁ ଅଶାଳୀନ ଇଙ୍ଗିତ, ଯୁବକ କୋର୍ଟ ଚାଲାଣ
ରସୁଲପୁର,୨୨।୪(ଡିଏନଏ): ରସୁଲପୁର ବ୍ଲକ ଓଡ଼ିଶୋ ପଞ୍ଚାୟତ ଅରତିଆ-କୁସୁନପୁର ଗ୍ରାମରେ ହରିହର ମଳିକ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ପ୍ରଦର୍ଶନ କରି ଜେଲ ଯାଇଛି। ମହିଳାଙ୍କ ଅଭିଯୋଗ ଅନୁସାରେ, ହରିହର ତାଙ୍କ ଉପରେ କୁଦୃଷ୍ଟି...
ଚୋରି ଟ୍ରକ ଜବତ, ଚାଳକ କୋର୍ଟ ଚାଲାଣ
ରସୁଲପୁର,୨୨।୪(ଡିଏନଏ): ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଏକ ହୋଟେଲ ନିକଟରୁ ଏକ ୧୦ ଚକିଆ ଟ୍ରକ (ନଂ. ଓଆର୦୯ଏଫ୮୧୫୧) ଚୋରି ହୋଇଯାଇଥିଲା। ମଙ୍ଗଳବାର ରାତିରେ ଏନେଇ ଥାନାରେ ଅଭିଯୋଗ ହେବା ପରେ କୁଆଖିଆ ଥାନା ପକ୍ଷରୁ ଖୋଳତାଡ଼...
ଭଦ୍ରକ କରୋନା ସଂକ୍ରମିତଙ୍କ ସମ୍ପର୍କୀୟ ଜିନ୍ଦଲ କାରଖାନାର ଶ୍ରମିକ: ୫ ଜଣଙ୍କୁ ସଙ୍ଗରୋଧରେ ରଖିଛି କମ୍ପାନୀ
ଯାଜପୁର ଅଫିସ,୨୨ା୪: କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଲିମିଟେଡ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଜିଲା ପ୍ରଶାସନ ସହାୟତାରେ କମ୍ପାନୀ...
ଗାଁକୁ ଛାଡିଲେ ନାହିଁ, ପୋଲ ତଳକୁ ଖସି ପଡିଲେ
ଲୋଇସିଂହା,୨୨ା୪(ଡି. ଏନ .ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପୋଲତଳୁ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିଙ୍ଗହ୍ୟୁମାନ ଫାଉଣ୍ଡେଶନର ସ୍ବେଚ୍ଛାସେବୀମାନେ ଅଗ୍ନିଶମ ବିଭାଗ ସହାୟତାରେ ତାଙ୍କୁ ଉଦ୍ଧାର କରି ଲୋଇସିଂହା...
ମହୁଲ ଗୋଟାଇବାକୁ ଯାଇଥିବା ବୃଦ୍ଧାଙ୍କ ବଜ୍ରପାତରେ ଜୀବନ ଗଲା
ବାମରା,୨୨।୪(ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ସଗରା ପଞ୍ଚାୟତ ମୁଣ୍ଡଲେସା ଗାଁର ନେଗି କୁଜୁରଙ୍କ ସ୍ତ୍ରୀ ତାସରି କୁଜୁର (୬୨)ଙ୍କ ବଜ୍ରପାତରେ ଜୀବନ ଯାଇଛି। ସେ ଭୋରରୁ ଘରଠାରୁ ପ୍ରାୟ ୧ କିମି ଦୂରକୁ ମହୁଲ ଗୋଟେଇବାକୁ ଯାଇଥିଲେ। ହେଲେ ଏହି...
ସମ୍ବଲପୁରରେ କୋଭିଡ୍ ମେଡିକାଲ ଉଦ୍ଘାଟିତ
ସମ୍ବଲପୁର,୨୨ା୪(ବ୍ୟୁରୋ)-ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ କୋଭିଡ୍-୧୯ ମେଡିକାଲକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଦାସ କହିଛନ୍ତି, ଏହି ମେଡିକାଲ ୨ ଶହ...
ଖବରଦାତାଙ୍କୁ ମଦ ବେପାରୀଙ୍କ ଆକ୍ରମଣ: ଏତଲା ପରେ ଜଣେ ଅଟକ
ପାତ୍ରପୁର,୨୧ା୪(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଧରିତ୍ରୀ ଖବରଦାତା ଉମାଶଙ୍କର କରଙ୍କୁ ମଙ୍ଗଳବାର ରାତିରେ ମଦବେପାରୀ ଆକ୍ରମଣ କରିଛନ୍ତି। ଏନେଇ ଜରଡା ଥାନାରେ ଏତଲା ପରେ ନଂ.୭୩/୨୦ରେ ମାମଲା ରୁଜୁକରି ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି। ପ୍ରକାଶ...
ଜାଲ ବୁଣି ସମୟ କାଟୁଛନ୍ତି ସମାରୁ
ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍ଡାଉନର ସୁଯୋଗ ନେଇ ଅନେକଙ୍କ ଜୀବନଶୈଳୀରେ ବି ପରିବର୍ତ୍ତନ ଆସିଛି । ପୁରାତନ କାମକୁ ଆପଣେଇଛନ୍ତି ବହୁ...
Archives


