ଆମ ଜିଲା ଖବର

ଏଫ୍‌ଇଏସ୍‌ ଦେଲା ସୁରକ୍ଷା ସାମଗ୍ରୀ

ଅନୁଗୋଳ ଅଫିସ, ୨୮।୪ କରୋନା ବିରୋଧୀ ସଂଗ୍ରାମରେ ପ୍ରମୁଖ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗର ହାତ ବଢ଼ାଇଛି ଅନୁଗୋଳ ଜିଲାର ଫାଉଣ୍ଡେଶନ ଫର୍‌ ଇକୋଲୋଜିକାଲ ସିକ୍ୟୁରିଟି (ଏଫ୍‌ଇଏସ୍‌)। ସୋମବାର ଅନୁଷ୍ଠାନ ପକ୍ଷରୁ ୨୫୦ଟି ବ୍ୟକ୍ତିଗତ ସୁରକ୍ଷା କିଟ୍‌ ଜିଲା ପ୍ରଶାସନକୁ...

୫୦ ହଜାର ଦେଲା ବସ୍‌ ମାଲିକ ସଂଘ

ତାଳଚେର, ୨୮ା୪(ନି.ପ୍ର.) କରୋନା ମୁକାବିଲା ପାଇଁ ତାଳଚେର ବସ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘ ସଭାପତି ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁମନ ବେହେରା, କୋଷାଧ୍ୟକ୍ଷ ମଦନ...

ଜିଲାପାଳଙ୍କୁ ରିପୋର୍ଟ ଦେଲା ଅବକାରୀ ବିଭାଗ

ଅନୁଗୋଳ ଅଫିସ, ୨୮।୪ ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ସହ ୪୩ ଜଣଙ୍କୁ ଗିରଫ କରାଯିବା ମାମଲାର ରିପୋର୍ଟ ଅବକାରୀ ବିଭାଗ ପକ୍ଷରୁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ପ୍ରଦାନ କରାଯାଇଛି।...

ପୋଲିସର ସହଯୋଗକୁ ଆଇଜିଙ୍କ ପ୍ରଶଂସା

ଅନୁଗୋଳ ଅଫିସ, ୨୮।୪ ଲକ୍‌ଡାଉନ୍‌ କଟକଣାକୁ ଅନୁଗୋଳରେ କଡ଼ାକଡ଼ି କରିବା ସହ ଭୋକିଲା ଓ ସହଯୋଗ ଲୋଡ଼ୁଥିବା ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇପାରୁଥିବା ଅନୁଗୋଳ ପୋଲିସକୁ ପ୍ରଶଂସା କରିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ସୋସିଆଲ ମିଡିଆ ପୋଷ୍ଟରେ ଆଇଜି...

କ୍ୱାରାଣ୍ଟାଇନ୍‌ରେ ଥିବା ଲୋକଙ୍କୁ କିଟ୍‌

ଢେଙ୍କାନାଳ ଅଫିସ, ୨୮।୪ ଢେଙ୍କାନାଳ ପୌରାଞ୍ଚଳସ୍ଥିତ ଜର୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କଲ୍ୟାଣ ମଣ୍ଡପ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସଙ୍ଗରୋଧରେ ଥିବା ୫୦ ଶ୍ରମିକ, ବୁଲା ବିକାଳିଙ୍କୁ ସୋମବାର ଜିଲା ରେଡ୍‌କ୍ରସ୍‌ ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ କିଟ୍‌ ବଣ୍ଟନ କରାଯାଇଛି।...

ରାଜ୍ୟ ବାହାରୁ ଆସିବେ ୧୭ ହଜାର ଶ୍ରମିକ

ଅନୁଗୋଳ ଅଫିସ, ୨୮।୪ ଅନୁଗୋଳ ଜିଲାକୁ ରାଜ୍ୟ ବାହାରୁ ଆସିବାକୁ ଥିବା ୧୭ ହଜାର ଲୋକଙ୍କୁ କିପରି ସଙ୍ଗରୋଧରେ ରଖାଯିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବୈଠକ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ବିଶୋଧନ ହେବ ୧୫ ଗଁ।

ଓଡ଼ାପଡ଼ା, ୨୮।୪(ଡି.ଏନ.ଏ.) ମହାମାରୀ କରୋନାର ମୁକାବିଲା ପାଇଁ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ୧୫ ଗଁାକୁ ସମ୍ପୂର୍ଣ୍ଣ ବିଶୋଧନ କରିବାକୁ କମ୍ପାନୀ ପକ୍ଷରୁ ସ୍ଥିର କରାଯାଇଛି। ଇତିମଧ୍ୟରେ ନରେନ୍ଦ୍ରପୁର, ସରପା, ଗଣ୍ଠିଗାଡ଼ିଆ,...

ଅଦିନିଆ ବର୍ଷା, କୁଆପଥର ମାଡ ଫସଲ ଉଜାଡିଲା

ସୁନ୍ଦରଗଡ, ୨୭ା୪ (ଡି.ଏନ୍‌.ଏ.) ଲକ୍‌ଡାଉନ ଯୋଗୁଁ ଚାଷୀଙ୍କ ପନିପରିବା ବିକ୍ରୀ ହୋଇ ନ ପାରି ନଷ୍ଟ ହେଉଛି। ଏହିସ୍ଥିତିରେ ଗତ ଦୁଇଦିନ ହେଲା ସୁନ୍ଦରଗଡ ଜିଲାରେ ଅଦିନିଆ ଝଡବର୍ଷା ଓ କୁଆପଥର ମାଡ ଚାଷୀଙ୍କୁ ହତାଶା ମଧ୍ୟକୁ ଟାଣି ନେଇଛି।...

କରେନା କଟକଣା ବେଳେ : ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସାହା

ସମ୍ବଲପୁର,୨୮ା୪(ବ୍ୟୁରୋ)-ମହାମାରୀ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ ଘୋଷଣା କରିବା ସହ ନାନା କଟକଣା ଜାରି କରିଛନ୍ତି ା ଦୋକାନ ବଜାର, ଟ୍ରେନ ଓ ଗାଡିମୋଟର ଚାଳଚଳ ବନ୍ଦ ରହିଛି ା ନିର୍ମାଣ...

ଲକ୍‌ଡାଉନ କଟକଣାର ପ୍ରଭାବ: ଘରୋଇ ବସ୍‌ ମାଲିକ,କର୍ମଚାରୀ ହତାଶ

ଭବାନୀପାଟଣା,୨୮ା୪(ଡି.ଏନ୍‌.ଏ.)-ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲାର ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଗାଡି ମାଲିକ, ଡ୍ରାଇଭର, ହେଲପର, କଣ୍ଡକ୍ଟର ଏବଂ ଏହା ଉପରେ ନିର୍ଭର କରି ଚଳୁଥିବା ଅନ୍ୟାନ୍ୟ କର୍ମଚାରୀମାନେ ହାତବାନ୍ଧି ବସିଛନ୍ତି ା ଜିଲାର ଭବାନୀପାଟଣା ସମେତ ବିଭିନ୍ନ ସହରଠାରୁ ଆରମ୍ଭ...

କାଳବୈଶାଖୀର ତାଣ୍ଡବ: ଘର ଭାଙ୍ଗିଲା, ଧାନ, ପନିପରିବା ଫସଲ ନଷ୍ଟ

ତଳଗାଁ,୨୮ା୪(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ କାଳ ବୈଶାଖୀ ଯୋଗୁ ବହୁ ଘର ଛପର ଉଡିଯାଇଛି ା ଏଥିସହିତ ବ୍ୟାପକ ଫସଲ ସବୁ ନଷ୍ଟ ହୋଇଛି ା ା ଡାକପଦର ଗ୍ରାମର ସାଧୁଚରଣ ବେହେରାଙ୍କ ଆଜବେଷ୍ଟସ ଛାତ ସମ୍ପୂର୍ଣ୍ଣ...

ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୨୮ା୪ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ପୋଡ଼ିଯାଇ ଗୁରୁତର ଅସୁସ୍ଥ ଅଛନ୍ତି। ଏ ନେଇ ସୋମବାର ଧରିତ୍ରୀରେ ଝିଅର ଚିକିତ୍ସାରେ ଅର୍ଥ ବାଧକ ଶୀର୍ଷକ ଏକ ଖବର ପ୍ରକାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri