ସୁରଟରୁ ଗଞ୍ଜାମରେ ପହଞ୍ଚିଲା ୪ ବସ୍
ଛତ୍ରପୁର,୩୦।୪(ଡି.ଏନ୍.ଏ.): ବାହାର ରାଜ୍ୟରେ ଫସିଥିବା ଲୋକେ ସ୍ଥଳପଥ ଓ ଜଳପଥରେ ଗଞ୍ଜାମ ଜିଲାକୁ ଫେରିବାରେ ଲାଗିଛନ୍ତି। ଜିଲା ସୀମା ସିଲ୍ ଓ ସମୁଦ୍ରପଥକୁ ପୋଲିସ, କୋଷ୍ଟଗାର୍ଡ ନଜର ରଖୁଥିବା କୁହାଯାଉଥିଲେ ମଧ୍ୟ ବହୁ ସଂଖ୍ୟକ ଲୋକ ଆସୁଛନ୍ତି। ଗୁଜରାଟର ସୁରଟ...
ମୁସଲମାନ ବୋଲି ହେଲାନି ଡାଏଲିସିସ୍, ଚାଲିଗଲା ଜୀବନ
କଟକ ଅଫିସ୍,୩୦।୪: ମୁସଲମାନ ହୋଇଥିବା ଯୋଗୁ ଜଣେ କିଡ୍ନୀ ରୋଗୀଙ୍କୁ ଡାଏଲିସିସ୍ କରିବାକୁ ବୁଧବାର କଟକର ଏକ ଘରୋଇ ହସ୍ପିଟାଲ୍ କର୍ତ୍ତୃପକ୍ଷ ମନାକରି ଦେଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା...
୧୩ କ୍ୱାରାଣ୍ଟାଇନ କେନ୍ଦ୍ର ଲାଗି ୩୦ଲକ୍ଷ ଖର୍ଚ୍ଚ
କାକଟପୁର,୩୦।୪(ଡି.ଏନ.ଏ.): ଲକଡାଉନ ଅବଧି ବଢ଼ିବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଗ୍ରାମକୁ ଫେରିବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତାରେ କ୍ୱାରାଣ୍ଟାଇନ କେନ୍ଦ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପ୍ରତି ସରପଞ୍ଚଙ୍କୁ ୫ଲକ୍ଷ...
ରେଭେନ୍ଶା ୨ୟ କ୍ୟାମ୍ପସକୁ ନେଇ ବିବାଦ
କଟକ ଅଫିସ,୩୦।୪: ରେଭେନ୍ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ନିର୍ମାଣ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରି ନିର୍ମାଣ କରାଯାଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ନିୟମ ଓ ହାଇକୋର୍ଟଙ୍କ ଆଦେଶକୁ ଖୋଲାଖୋଲି...
ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମୃତଦେହ
ନିମାପଡା, ୩୦।୪(ଡି.ଏନ.ଏ.): ଭାରତୀୟ ସେନା ବାହାନୀର ରାଜସ୍ଥାନ ଯୋଧପୁରଠାରେ କାର୍ଯ୍ୟରତ ଓଡ଼ିଆ ଯବାନ ରାଜେଶ କୁମାର ସାହୁ(୨୯)ଙ୍କ ଗୁଳିମାଡରେ ଶନିବାର ମୃତ୍ୟୁ ଘଟିଥିଲା। ତାଙ୍କ ଘର ପୁରୀ ଜିଲା ନିମାପଡା ଏନଏସି ଅନ୍ତର୍ଗତ ଅମୁଣିଆପାଟଣା ଗଁାରେ। ରାଜେଶଙ୍କ ମୃତ୍ୟୁ ଗୁଳିମାଡରେ...
ଝିଅକୁ ହରାଇଥିବା ହୋମଗାର୍ଡଙ୍କୁ ସହାୟତା
ପିପିଲି,୩୦।୪(ଡି.ଏନ.ଏ.): ଝିଅକୁ ହରାଇବା ସତ୍ତ୍ୱେ କର୍ତ୍ତବ୍ୟକୁ ଅବହେଳା ନ କରି କାର୍ଯ୍ୟରେ ରହିଥିବା ପିପିଲି ଥାନା ଅଞ୍ଚଳରେ କାର୍ଯ୍ୟରତ ହୋମଗାର୍ଡ ଗୌରୀ ବେହେରାଙ୍କୁ ସହାୟତାର ସୁଅ ଛୁଟିଛି। ତାଙ୍କର ଏହି କାର୍ଯ୍ୟକୁ ଦେଖି ସମସ୍ତେ ପ୍ରଶଂସା କରିବା ସହ ପିପିଲି...
ଗୀତ,ଅଭିନୟରେ ସଚେତନତା ସୃଷ୍ଟି କଲେ ପଶ୍ଚିମ ଓଡ଼ିଶା କଳାକାର
ସମ୍ବଲପୁର, ୩୦ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଛନ୍ତି ପଶ୍ଚିମ ଓଡିଶାର କଳାକାରମାନେ। ସେମାନଙ୍କ ଏପରି ପ୍ରୟାସ ଯୋଗୁ ଏକ ଭିଡିଓ ‘ହୁସୁଥିଲା ଫେର ହସୁଥିବ ଇଣ୍ଡିଆ’ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । କଳାକାରଙ୍କ ଏପରି ଉଦ୍ୟମକୁ...
ବିପୁଳ ନକଲି ମଦ ଜବତ, ୨ ଗିରଫ
ପରଜଙ୍ଗ, ୩୦ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାବିରୋଡ ଅଞ୍ଚଳର...
ସରକାରୀ ଓକିଲ ଦେଲେ ୭୦ ହଜାର
ଅନୁଗୋଳ ଅଫିସ, ୩୦।୪- ଅନୁଗୋଳ କୋର୍ଟରେ କାର୍ଯ୍ୟରତ ସରକାରୀ ଓକିଲମାନେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲାପାଳଙ୍କ ଜରିଆରେ ୭୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ଓକିଲ ପି.ପି. ପ୍ରଦୀପ କୁମାର...
ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ଅନୁଗୋଳ ଅଫିସ, ୩୦।୪- କରୋନାର ମୁକାବିଲା ପାଇଁ ଅନୁଗୋଳର ସାହିତି୍ୟକମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ୨୦୧୮ କବି ଗଡ଼ନାୟକ ପୁରସ୍କାର ବିଜେତା ଗାଳ୍ପିକ ଗୌରହରି ବେହେରା ୫ ହଜାର ଓ ୨୦୧୯ ପବିତ୍ରମୋହନ ସ୍ମୃତି ସମ୍ମାନ...
ସଫେଇ ବାହାନାରେ ଜମିଲା ଭୋଜି
ଅନୁଗୋଳ ଅଫିସ, ୩୦।୪ – ଲକ୍ଡାଉନ୍ କଟକଣାକୁ ଉଲ୍ଲଂଘନ କରିଛନ୍ତି ଅନୁଗୋଳ ପୌରପାଳିକାର କେତେଜଣ କର୍ମଚାରୀ। ଡିସ୍ ସଫେଇ ବାହାନାରେ ସେମାନେ କଳାକେନ୍ଦ୍ରରେ ବୁଧବାର ଭୋଜିର ଆୟୋଜନ କରିଥିବା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଭୋଜିରେ ବିଜେଡିର...
ସୁରଟରେ ଓଡ଼ିଆ ଯୁବକ ମୃତ
ପରଜଙ୍ଗ, ୩୦ା୪(ଡି.ଏନ.ଏ.) – ଗୁଜରାଟର ସୁରଟରେ କାମ କରୁଥିବା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଜଣେ ଯୁବକଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି। ମୃତକ ହେଲେ କୁମୁଦ ନାୟକ ଓ ଅନୁଡି ନାୟକଙ୍କ ସାନ ପୁଅ ଆଲୋକ।...
Archives


