ଆମ ଜିଲା ଖବର

ଭଦ୍ରକରେ ରାପିଡ୍‌ ରେସ୍‌ପନ୍ସ ଟିମ୍‌

ଭଦ୍ରକ ଅଫିସ,୧।୫ – ଭଦ୍ରକ ଜିଲାରେ କେନ୍ଦ୍ରର ୩ ଜଣିଆ ରାପିଡ୍‌ ରେସ୍‌ପନ୍ସ ଟିମ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛି। ଏହି ଟିମ ପ୍ରଥମେ ଭଦ୍ରକ ରେ ପହଞ୍ଚିି ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ...

କରୋନା ହଟ୍‌ସ୍ପଟ୍‌ ତାଲିକା: ରେଡ୍‌ ଜୋନ୍‌ରେ ଭଦ୍ରକ

ଭଦ୍ରକ ଅଫିସ,୧।୫: କରୋନା ହଟ୍‌ସ୍ପଟ୍‌ ଜୋନରେ ଓଡ଼ିଶାର ୩ଟି ଜିଲା ରହିଛି। ସେଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲା ରହିଛି। ସେଗୁଡ଼ିକ ହେଲା ହେଉଛି ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ,...

ଯାଜପୁରର ନୂଆ ଆକ୍ରାନ୍ତ କଟିକଣା, ବିରଜାପୁର ଅଞ୍ଚଳର: ଅଛନ୍ତି ୭୫ ବର୍ଷୀୟ ବୃଦ୍ଧା, ୫୫ ବର୍ଷୀୟ ବ୍ୟକ୍ତି

ଯାଜପୁର ଅଫିସ,୧।୫: ଯାଜପୁର ଜିଲା ଦଶରଥପୁର ବ୍ଲକ କଟିକଟା ଓ ବିରଜାପୁର ଗ୍ରାମରେ ୨ ନୂଆ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ବିରଜାପୁର ଗ୍ରାମର ୫୫ ବର୍ଷ ବୟସ୍କ ପୁରୁଷ ଓ କଟିକଟା ଗ୍ରାମର ୭୫ ବର୍ଷ...

ଆଇନ ଉଲ୍ଲଂଘନ କରି ଦୁଇ ଜୁଏଲାରୀ ଦୋକାନ ସିଲ୍‌: ଦେଲେ ୧୦ ହଜାର ଲେଖାଏ ଫାଇନ

କଣ୍ଟାବାଞ୍ଜି, ୧।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ’ ୩ ତାରିଖ ଯାଏ ଲକ୍‌ଡାଉନ ଜାରି ରଖିଛନ୍ତି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୌରାଞ୍ଚଳରେ କେତେକ ନିର୍ଦ୍ଧିଷ୍ଟ ଦୋକାନ ଖୋଲିବାର ଆଦେଶ ରହିଛି। ମାତ୍ର ସହରର କେତେକ ଜୁଏଲାରୀ...

ସେଲୁନ ଖୋଲିବାକୁ ସରକାରଙ୍କୁ ନିବେଦନ କଲେ ବାରିକ ସଂଘ

ଚୌଦ୍ୱାର,୧ା୫(ଡି.ଏନ୍‌.ଏ.): କରୋନା ମହାମାରୀ ଜନିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନରେ ଜାରିରହିଛି। ଇତି ମଧ୍ୟରେ ଲକ୍‌ଡାଉନ ଘୋଷଣା ହେବାର ୧ ମାସରୁ ଊର୍ଦ୍ଧ୍ୱ ହେଲାଣି। ସମ୍ବେଦନଶୀଳ କିଛି ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ କିଛି ଅଞ୍ଚଳରେ...

ବଜ୍ରପାତରେ ଜଳିଗଲା ବୃଦ୍ଧାଙ୍କ ଘର: ୯ ଛେଳି, ୧୨ କୁକୁଡା ଜୀବନ୍ତ ଦଗ୍ଧ

ହାଟଡ଼ିହୀ,୧/୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ବାଲିବରେଇ ପଞ୍ଚାୟତ ବଧଗଡ଼ିଆ ଗ୍ରାମ ମହାକୁଡ଼ ସାହିରେ ବଜ୍ରପାତରେ ବିଧବା ବୃଦ୍ଧା ଯମୁନା ହୋତାଙ୍କ ୩ ବଖରା ଘର ପୋଡିଯାଇଛି। ଅଗ୍ନିକାଣ୍ଡରେ ଯମୁନାଙ୍କର ୯ଟି ଛେଳି, ୧୨ଟି କୁକୁଡ଼ା ସମେତ ବ୍ୟାଙ୍କ ପାସ୍‌...

ମାଛ ଧରା କଣ୍ଟା ଗିଳିଲା ବଉଳା କୁମ୍ଭୀର, ଉଦ୍ଧାର ପରେ କରାଗଲା ଅସ୍ତ୍ରୋପଚାର

ପଦ୍ମପୁର/ବାସୁଦେବପୁର,୧।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସାରଙ୍ଗପୁର ଗ୍ରାମରୁ ଶୁକ୍ରବାର ସକାଳେ ଏକ ବଉଳା କୁମ୍ଭୀର ଉଦ୍ଧାର କରାଯାଇଛି। ଗ୍ରାମର କିଛି ଯୁବକ କାଂଶବାଂଶ ନଦୀରେ ବନିଶି ପକାଇ ମାଛ ଧରୁଥିବା ବେଳେ କୁମ୍ଭୀରଟି...

CORONAVIRUS UPDATE: ଯାଜପୁରରେ ପୁଣି ୨ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭

ଭୁବନେଶ୍ୱର,୧।୫(ବ୍ୟୁରୋ): ଯାଜପୁର ଜିଲାରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ପୂର୍ବରୁ ରାଜ୍ୟର ୩ ନୂଆ ପଜିଟିଭ୍‌ ବିଷୟରେ ସୂଚନା ଦିଆଯାଇଥିଲା।...

ବଲାଙ୍ଗୀର ଛୁଇଁଲା କରୋନା: ଲେଖାରିଆ ଗ୍ରାମରୁ ୨ ଆକ୍ରାନ୍ତ ଚିହ୍ନଟ, ତାମିଲନାଡ଼ୁରୁ ଫେରିଥିଲେ

ଭୁବନେଶ୍ୱର,୧।୫(ବ୍ୟୁରୋ): ବଲାଙ୍ଗୀର ଛୁଇଁଲା କରୋନା। ଶୁକ୍ରବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଏବେ ରାଜ୍ୟରେ ୧୫ଟି ଜିଲା କରୋନା ସଂକ୍ରମିତ ଜିଲା ତାଲିକାକୁ ଆସିଛି। ପୂର୍ବରୁ ଖୋର୍ଦ୍ଧା, ଯାଜପୁର,...

CORONAVIRUS UPDATE: ଆଉ ଦୁଇ ପଜିଟିଭ୍‌ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୪୫

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ବାଲେଶ୍ୱରରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ନରେ ଆଉ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ବଲାଙ୍ଗୀର ଜିଲା ଲେଖାରିଆ ଗ୍ରାମର ବୋଲି ରାଜ୍ୟ ସୂଚନା...

ବିସ୍ଫୋରଣରେ ଯୁବତୀଙ୍କ ଜୀବନଗଲା: ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ

ସୁନ୍ଦରଗଡ଼, ୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚାରେ ଗୁରୁବାର ରାତିରେ ବିସ୍ଫୋରଣ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଣୁକା ନାଗ (୨୩)। ରେଣୁକାଙ୍କ ବାପା କହ୍ନାଇ ନାଗଙ୍କ କହିବା ଅନୁସାରେ, ଗୁରୁବାର ରାତିରେ...

ମୁନିଗୁଡ଼ା ଟିକରପଡ଼ା ବସ୍ତି ଅଞ୍ଚଳରେ ଡେଙ୍ଗୁ ଆତଙ୍କ: ୪୦ ଆକ୍ରାନ୍ତ ସୂଚନା

ମୁନିଗୁଡା,୧।୫(ଡି.ଏନ୍‌.ଏ.): ସାରା ରାଜ୍ୟରେ ଏବେ କରୋନା(କୋଭିଡ-୧୯)କୁ ଭୟର ମାହୋଲ। ଏପରିସ୍ଥଳେ ରାୟଗଡା ଜିଲା ମୁନିଗୁଡ଼ାର ଟିକରପଡ଼ା ବସ୍ତିରେ ଡେଙ୍ଗୁ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁନିଗୁଡ଼ା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନାନୁଯାୟୀ, ଟିକରପଡ଼ାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri