ଚୋରା ମଦ ବେପାରୀ ଗିରଫ
ବାଲେଶ୍ୱର ଅଫିସ,୧୮।୫- ଲକ୍ଡାଉନ୍ ସମୟରେ ବାଲେଶ୍ୱର ସହର ଏବଂ ଗ୍ରାମାଞ୍ଚଳରେ ଦେଶୀ ମଦର ଚୋରା ବ୍ୟବସାୟ ବଢ଼ି ଚାଲୁଥିବା ବେଳେ ଅବକାରୀ କର୍ମଚାରୀମାନଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଅବକାରୀ ବିଭାଗ ଏସ୍ପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଆଇନ୍...
କ୍ୱାରାଣ୍ଟାଇନ୍ ସେଣ୍ଟରକୁ ଗଲା ମଦ, ଜଣେ ଗିରଫ
ଶେରଗଡ଼,୧୮ା୫(ଡି.ଏନ୍.ଏ.)-ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା ଦେଖାଯାଉଛି। ସୋମବାର ଶେରଗଡ଼ ବ୍ଲକ ବନ୍ଧାଗୁଡ଼ା ଗ୍ରାମ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍ ସେଣ୍ଟରରେ...
ଧାନ ବିକ୍ରିର ୪ ମାସ ବିତିଲା, ମିଳିନି ଟଙ୍କା
ଛତ୍ରପୁର,୧୮ା୫(ଡି.ଏନ୍.ଏ.)-ପାତ୍ରପୁର ବ୍ଲକ ଅନ୍ତର୍ଗତ ପଦାଦିଗି ଦାମୋଦରପଲ୍ଲୀ ସୋସାଇଟିରେ ଧାନ ବିକ୍ରି କରିବାର ୪ ମାସ ପରେ ବି ଚାଷୀ ଟଙ୍କା ପାଇନାହାନ୍ତି। ଧାନ ବିକ୍ରି କରିବାର ୨୪ ଘଣ୍ଟା ମଧ୍ୟରେ ଅନଲାଇନ୍ରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବା ନିୟମ...
କାଳବୈଶାଖୀରେ ଉପୁଡ଼ିଲା ଗଛ
ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ବାଭଣପଡା ସାହିରେ ରବିବାର ରାତିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଜଣେ ବ୍ୟକ୍ତିଙ୍କ ଘର ଉପରେ ଏକ ବିଶାଳ ଜାମୁ ଗଛ ଉପୁଡି ପଡିବାରୁ ଦୁଇ...
ଏନ୍ଜେନ କର୍ମଚାରୀଙ୍କ ଆନ୍ଦୋଳନ
ବଇଣ୍ଡା, ୧୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ସମସ୍ତ ଏନ୍ଜେନ କର୍ମଚାରୀ ସୋମବାର କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଏନ୍ଜେନ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ। ଏଥିସହ ବଇଣ୍ଡା (ସବ୍ଡିଭିଜନ) ଏନ୍ଜେନ ଏସ୍ଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବିପତ୍ରରେ ବାବା...
ଜିଲା ବାହାର ବ୍ୟକ୍ତିଙ୍କୁ ବିରୋଧ
ଛେଣ୍ଡିପଦା,୧୮।୫(ସ୍ବ.ପ୍ର.)- ଖୋର୍ଦ୍ଧା ଜିଲାର ଜଣେ ବ୍ୟକ୍ତି ସୋମବାର ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତ କୁବିହାରିପୁର ଗଁାକୁ ଯାଇଥିବା ବେଳେ ଗ୍ରାମବାସୀ ଜୋରଦାର ବିରୋଧ କରିଥିଲେ। ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ସେମାନେ ପଞ୍ଚାୟତ ପ୍ରତିନିଧିଙ୍କୁ ଜଣାଇଥିଲେ। କିନ୍ତୁ ପଞ୍ଚାୟତ...
ମୟୂରଭଞ୍ଜର ୪ କରୋନା ଆକ୍ରାନ୍ତ ସୁସ୍ଥ
କପ୍ତିପଦା,୧୮ା୫(ଡି.ଏନ୍.ଏ)- ମୟୂରଭଞ୍ଜ ଜିଲାର ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୋମବାର ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ପୁରୁଷ ଓ କପ୍ତିପଦା ବ୍ଲକ ଅଞ୍ଚଳର। ସେମାନଙ୍କ ମଧ୍ୟରୁ ୩ ଜଣ ପିଙ୍ଗୁ ପଞ୍ଚାୟତର ଓ...
ଶିମିଳିପାଳରୁ ୨ ଶିକାରୀ ଗିରଫ
ଖୁଣ୍ଟା,୧୮ା୫(ଡି.ଏନ୍.ଏ.)- ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍ ରେଞ୍ଜ ଅଞ୍ଚଳରୁ ରବିବାର ରାତିରେ ୨ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଭୋଳାଗଡ଼ିଆ ଗ୍ରାମର ନରେନ୍ଦ୍ର ହେମ୍ବ୍ରମ ଓ ହାତିକୋଟ ଗ୍ରାମର କିରଣ ବିଶ୍ୱାଳ। ଉଭୟଙ୍କଠାରୁ...
ଥାନା ଭିତରେ ଯୁବକଙ୍କୁ ଗୋଇଠା ବିଧା: ପାଟଣା ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ
ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନା ଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଏବେ ସମଗ୍ର କେନ୍ଦୁଝର ଜିଲାରେ ଚର୍ଚ୍ଚା ବିଷୟ ପାଲଟିଛି। ଏ...
ହୋମ୍ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ: କ୍ୱାରାଣ୍ଟାଇନ ସେଣ୍ଟର ଗଲେ ସମ୍ପୃକ୍ତ ବ୍ୟକ୍ତି
ଛତ୍ରପୁର,୧୮ା୫(ଡି.ଏନ୍.ଏ)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବାସ୍ଥ୍ୟ ଆପ୍। ଜିଲାରେ ହୋମ୍ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କୁ ଏହି ଆପ୍ ଦ୍ୱାରା ମନିଟରିଂ କରାଯାଉଛି। ଉକ୍ତ ଆପ୍ର ଡାଟାରୁ ମିଳିଥିବା ସୂଚନା ପ୍ରକାରେ ଜଣେ ବ୍ୟକ୍ତି ହୋମ୍ କ୍ୱାରାଣ୍ଟାଇନ ନିୟମକୁ...
ଚା’ ଦୋକାନ ସିଲ କଲା ପୋଲିସ
ଚୌଦ୍ୱାର,୧୮ା୫(ଡି.ଏନ୍.ଏ)-ଚୌଦ୍ୱାର କଳିଙ୍ଗ ଛକଠାରେ ଏକ ଚା’ଦୋକନକୁ ସୋମବାର ଚୌଦ୍ୱାର ପୋଲିସ୍ ସିଲ କରିଛି। ଜନୈକ ବ୍ୟକ୍ତିଙ୍କ ହାତରେ ପ୍ରବାସୀ ଓଡିଆ ସିଲ ବାଜିଥିବା ଜାଣି ସୁଦ୍ଧା ଉକ୍ତ ଚାହା ଦୋକାନୀ ତାଙ୍କୁ ଚା’ ପିଇବାକୁ ଦେଉଥିବା ସ୍ଥାନୀୟ ଲୋକେ ପୋଲିସ୍କୁ...
ଚୌଦ୍ୱାରରେ ଡ୍ରୋନ କରୁଛି ସଚେତନ
ଚୌଦ୍ୱାର,୧୮ା୫(ଡି.ଏନ୍.ଏ)-ସାରା ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରାଯାଇଛି। ଲକ୍ଡାଉନରେ ସାମାନ୍ୟ କିଛି ପରିବର୍ତ୍ତନ ତଥା ନୀତିନିୟମକୁ କୋହଳ କରାଯାଇଛି। ହେଲେ ସଂକ୍ରମଣ ନ ବ୍ୟାପିବାର ଦୃଢ ଅସ୍ତ୍ର ହେଉଛି ସାମାଜିକ ଦୂରତା ବଜାୟ...
Archives


