ପ୍ରବାସୀ ଶ୍ରମିକଙ୍କୁ ଟଙ୍କା ନ ମିଳିବାରୁ ପଞ୍ଚାୟତ ଅଫିସରେ ଉତ୍ତେଜନା
ଚିତ୍ରଡ଼ା,୫।୬(ଡି.ଏନ୍.ଏ.): ମୟୁରଭଞ୍ଜ ଜିଲାର ମୋରଡା ବ୍ଲକ ଅଧିନ ହଲଦୀପାଳ ପଞ୍ଚାୟତ ଅଫିସରେ ଶୁକ୍ରବାର ଅପରାହ୍ନରେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ସରପଞ୍ଚ ଜାଣି ମଧ୍ୟ ପଞ୍ଚାୟତ ଅଫିସକୁ ଆସି ନ ଥିବାରୁ...
କଡ଼ା ସୁରକ୍ଷା ବଳୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ: ୧୪୪ ଧାରା ବଳବତ୍ତର, ୩ ପ୍ଲାଟୁନ ଫୋର୍ସ ମୁତୟନ
ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର.): ଶ୍ରୀଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଶୂନ୍ୟସମାଧି ଦିବସ ଓ ଦେବସ୍ନାନ ପୂର୍ଣ୍ଣିମା କଡ଼ା ସୁରକ୍ଷା ବଳୟ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁକ୍ରବାର ଶେଷ ହୋଇଛି। ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କରୋନା...
ବିଜେପୁରରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସଂକ୍ରମିତ ଚିହ୍ନଟ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ
ବିଜେପୁର, ୫।୬(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ କ୍ରମଶଃ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଜିଲାରେ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବିଜେପୁର ବ୍ଲକର ୮ଜଣ ଅଛନ୍ତି। ଫଳରେ ଏହା ପ୍ରଶାସନ ପାଇଁ ଚିନ୍ତାର...
କିଆବୁଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଛତ୍ରପୁର, ୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀ ପଛ ସାହି ନିକଟରେ ଥିବା କିଆବୁଦାରୁ ଶୁକ୍ରବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଦୁଇ ଭଉଣୀଭାଇ ଭୋରରେ କିଆ ଫୁଲ ତୋଳିବାକୁ ଯାଉଥିବା ବେଳେ ଶିଶୁର କାନ୍ଦ...
ଆଜିକୁ ମିଶାଇ ଦ୍ୱିତୀୟ ଥର ଲାଗି ତୁଲାଇ ପାରିନି ସ୍ନାନଯାତ୍ରା ସେବା: ଗଜପତି
ପୁରୀ ଅଫିସ,୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶୁକ୍ରବାର ମହାପ୍ରଭୁ ସ୍ନାନମଣ୍ଡପରେ ବିଜେ କରି ହାତୀ ବେଶରେ ଦର୍ଶନ ଦେଉଛନ୍ତି। ନିର୍ଘଣ୍ଟ ସମୟରେ ମହାପ୍ରଭୁଙ୍କ ଜଳଲାଗି କରାଯିବା ପରେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ଛେରା ପହଁରା କରିଥିଲେ। ଏହି ସ୍ନାନଯାତ୍ରା...
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପୂର୍ବତନ କୃଷି କର୍ମଚାରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ
ସରଣ୍ଡା/ସୁନ୍ଦରଗଡ଼,୫।୬(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ଫାର୍ମର ପୂର୍ବତନ କୃଷି କର୍ମଚାରୀ(ଓଭରସିଅର) ଫକୀର କର୍ଣ୍ଣଙ୍କ ବାସଭବନ ଉପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କର୍ଣ୍ଣଙ୍କ ଅତାବିରା ବ୍ଲକ ବୁଗବୁଗା...
ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ ଅଫିସ, ୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସ୍ନାନବେଦୀରେ ବିଜେ କରିବା ପରେ ନୀତିକାନ୍ତି ଆରମ୍ଭ ହୋଇଛି। ବେଦୀରେ ମହାପ୍ରଭୁଙ୍କ ଜଳଲାଗି ପରେ ନିର୍ଦ୍ଧାରିତ ସମୟରେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ଛେରାପହଁରା କରିଛନ୍ତି।...
ଦେବ ସ୍ନାନ ପୂର୍ଣ୍ଣିମା: ଭକ୍ତ ବିରହରେ ଭଗବାନ
ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ବିଭିନ୍ନ ପୀଠରେ କଡ଼ା କଟକଣା ପୂର୍ବକ ପାଳିତ ହେଉଛି। କଟକ ଜିଲା ବ୍ରହ୍ମକ୍ଷେତ୍ର ଜିଗ୍ନିପୁର ପୀଠରେ ପାରମ୍ପରିକ ପୂଜାର୍ଚ୍ଚନା ଓ ସ୍ନାନ ଉତ୍ସବ ଚାଲିଛି। ଏହି ସମୟରେ ଭକ୍ତଙ୍କୁ...
ସୁଦର୍ଶନଙ୍କ ବାଲୁକା କଳାରେ କେରଳ ଗର୍ଭିଣୀ ହାତୀ ମୃତ୍ୟୁର କରୁଣ ଚିତ୍ର
ପୁରୀ ଅଫିସ,୫।୬- କେରଳରେ ବାଣଭର୍ତ୍ତି ସପୁରି ଖୁଆଇ ଏକ ଗର୍ଭିଣୀ ହାତୀକୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ପଶୁପ୍ରେମୀମାନେ ନିନ୍ଦା କରୁଥିବାବେଳେ ବାଲୁକା କଳା ମାଧ୍ୟମରେ ମଧ୍ୟ ଏହି ଦୁଃଖଦ...
ଶ୍ରମିକ ଟ୍ରେନ୍ରେ ପ୍ରବାସୀ ମହିଳାଙ୍କ ପ୍ରସବ; ତେଲଙ୍ଗାନାରୁ ବଲାଙ୍ଗୀର ଫେରୁଥିଲେ
ଟିଟିଲାଗଡ଼, ୫।୬(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ଠାରେ ଲିଙ୍ଗମପାଲିରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଶୁକ୍ରବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ସନ୍ତାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ସୂଚନାନୁଯାୟୀ, ଜିଲାର ବେଳପଡା...
ବିଶ୍ୱ ପରିବେଶ ଦିବସ: ବ୍ରହ୍ମକ୍ଷେତ୍ରରେ ବୃକ୍ଷରୋପଣ
ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପଞ୍ଚାୟତ ବ୍ରହ୍ମକ୍ଷେତ୍ର ପୀଠରେ ଜୁନ୍ ୫ ତାରିଖରେ ବିଶ୍ୱପରିବେଶ ଦିବସ ପାଳିତ ହୋଇଛି। ଏହି ଅବସରରେ ବ୍ଲକର ଜିଗ୍ନିପୁର ପଞ୍ଚାୟତ ବ୍ରହ୍ମକ୍ଷେତ୍ର ପୀଠରେ ଗ୍ରୀନ ଭିଜନ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କରାଯାଇଛି।...
୪ ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨୧ଗିରଫ, ୮୫ ହଜାର ଟଙ୍କା ଜବତ
ଛତ୍ରପୁର,୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଗତ ୨୪ ଘଣ୍ଟାରେ ୪ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି । ଘଟଣାରେ ସମ୍ପୃକ୍ତ ୨୧ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ୮୫ ହଜାର ୩୨୦ ଟଙ୍କା, ୫ଟି ବାଇକ ଓ...
Archives


