୨ ସେବାୟତଙ୍କୁ କରୋନା
ପୁରୀ ଅଫିସ,୨୦ା୭:ରଥଯାତ୍ରା ପରେ କରୋନା ସଂକ୍ରମଣ ସ୍ଥିତି ଜାଣିବା ପାଇଁ ସେବାୟତମାନଙ୍କର ତୃତୀୟ ପର୍ଯ୍ୟାୟ କୋଭିଡ୍ ଟେଷ୍ଟ କରାଯାଇଥିଲା। ମୋଟ ୨,୬୩୬ ସେବାୟତଙ୍କ ସ୍ବାବ୍ ସଂଗ୍ରହ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ...
ଖାନ୍ନଗର: ବାପା-ପୁଅ ପଜିଟିଭ
କଟକ ଅଫିସ,୨୦ା୭-ଖାନ୍ନଗର ସାହିରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଏହା ପ୍ରଥମ ଘଟଣା। ଉଭୟ ଆକ୍ରାନ୍ତ ବାପା-ପୁଅ। ଆକ୍ରାନ୍ତ ବାପା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ ବ୍ୟକ୍ତିବିଶେଷ ଓ ପୂଜା କମିଟିର ଜଣେ ସକ୍ରିୟ ସଦସ୍ୟ।...
କୋରାପୁଟକୁ ଫେରିଲା ଲକ୍ଡାଉନ୍: ୪ ସହର ୫ ପଞ୍ଚାୟତରେ ତାଲାବନ୍ଦ
ଜୟପୁର,୨୦ା୭(ଡି.ଏନ୍.ଏ ): କୋରାପୁଟ ଜିଲାରେ ପୁଣି ଲାଗୁ ହେବ ଲକ୍ଡାଉନ୍। କରୋନା ସଂକ୍ରମିତ ସଂଖ୍ୟା ବଢ଼ୁଥିବାରୁ ଜିଲାର ଜୟପୁର, କୋରାପୁଟ, ସୁନାବେଢା, କୋଟପାଡ ୪ଟି ସହରାଞ୍ଚଳରେ ଲକ୍ଡାଉନ୍ ଲାଗୁହେବ। ଏଥିସହ ଲକ୍ଷ୍ମୀପୁର, ବୋରିଗୁମ୍ମା, ପଟାଙ୍ଗି ବ୍ଲକର ସଦର, କୋରାପୁଟ ବ୍ଲକର...
ହେଲ୍ପ ଡେସ୍କରେ କାର୍ଯ୍ୟରତ ୨ କର୍ମଚାରୀ କରୋନା ପଜିଟିଭ୍: କୋରାପୁଟ ଜିଲା ଚିକିତ୍ସାଳୟ ୪୮ ଘଣ୍ଟା ବନ୍ଦ
ଜୟପୁର,୨୦ା୭(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଚିକିତ୍ସାଳୟର ୨ଜଣ ହେଲ୍ପ ଡେସ୍କରେ କାର୍ଯ୍ୟରତ ଅସ୍ଥାୟୀ ମହିଳା କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ତୁରନ୍ତ ଜିଲା ଚିକତ୍ସାଳୟକୁ ଆସନ୍ତା ୪୮ ଘଣ୍ଟା ଗୁରବାର ତ୍ପର୍ଯ୍ୟନ୍ତ ବନ୍ଦ କରାଯାଇଛି...
କାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି
ଭୁବନେଶ୍ୱର,୨୦।୭(ବ୍ୟୁରୋ)-ମଙ୍ଗଳବାରଠାରୁ ଗଞ୍ଜାମ ଜିଲାର ଶିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲାର ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଯୋଗାଇ...
ଜୁଲାଇ ୨୨ ରୁ ୩୧ ଯାଏ ବନ୍ଦ ରହିବ ଭିସୁଟ
ସମ୍ବଲପୁର,୨୦।୭(ବ୍ୟୁରୋ)-କରୋନା ସଂକ୍ରମଣ ରାଜ୍ୟରେ ଦିକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨ ତାରିଖଠାରୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି। ଏ ନେଇ ସମ୍ବଲପୁର ଜିଲାପାଳ...
ବିଦ୍ୟାଳୟ ବନ୍ଦ: ଗାଈ, ମଇଁଷି ଚରାଉଛନ୍ତି ପିଲା
କୋରୁକୋଣ୍ଡା,୨୦।୭(ଡି.ଏନ.ଏ): କରୋନା କଟକଣା ଯୋଗୁ ବିଦ୍ୟାଳୟ କେବେ ଖୋଲିବ ତାହା ରାଜ୍ୟ ସରକାର ଏଯାଏ ସ୍ପଷ୍ଟ ଭାବେ ଘୋଷଣା କରି ନାହାନ୍ତି। ଏହି ସମୟରେ ମାଲକାନଗିରି ଜିଲାର କେତେକ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚିତ ହୋଇ ନିଜ ପରିବାର ଭରଣପୋଷଣ ନିମନ୍ତେ...
ଚିତ୍ରକୋଣ୍ଡା ଦୈନିକ ବଜାରର ୭ ଦୋକାନ ସିଲ୍
ଚିତ୍ରକୋଣ୍ଡା,୨୦।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ଥିବା ୭ଟି ଦୋକାନ ଉପରେ ସୋମବାର ଚଢ଼ାଉ କରାଯାଇ ସିଲ୍ କରାଯାଇଛି। ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ବାଇଁ ଓ ଏକ ତହସିଲ ଟିମ୍ ବଜାରରେ...
ଗ୍ୟାସ୍ ଟାଙ୍କିରୁ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୯ ପରିବାରର ୪୦ ବଖରା
ମହାକାଳପଡ଼ା,୨୦।୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନିୟାମନ୍ତପୁର ଗ୍ରାମରେ ସୋମବାର ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୯ ପରିବାରର ୪୦ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...
ମଙ୍ଗଳବାରରୁ ୨ ଦିନ ନବରଙ୍ଗପୁର ଶଟ୍ଡାଉନ୍
ନବରଙ୍ଗପୁର,୨୦।୭(ବି.ପ୍ର.): ନବରଙ୍ଗପୁର ଜିଲାକୁ ମଙ୍ଗଳବାରଠାରୁ ୨ ଦିନ ପାଇଁ ଶଟ୍ଡାଉନ ଘୋଷଣା କରାଯାଇଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୋମବାର ଜିଲାପାଳ ଡ. ଅଜିତ କୁମାର ମିଶ୍ର ଏପରି ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ସକାଳ...
କୋଭିଡ୍ ଯୋଦ୍ଧାଙ୍କ ପାଇଁ ଆଇ ପ୍ରୋଟେକ୍ସନ ଗ୍ଲାସ
ଛତ୍ରପୁର,୨୦।୭( ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିସହ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହେଉଛନ୍ତି। ସେମାନେ କାର୍ଯ୍ୟ କଲାବେଳେ ମାସ୍କ, ଗ୍ଳୋବ୍ସ, ପିପିଇ କିଟ୍ ଓ ଆଇ ପ୍ରୋଟେକ୍ସନ...
କଟକ ସହରରୁ ୧୬ ନୂଆ ପଜିଟିଭ ଚିହ୍ନଟ
କଟକ ଅଫିସ, ୨୦।୭: କଟକ ସହରରୁ ସୋମବାର ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ଜଣ ସରକାରୀ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୮ଜଣ ହୋମ୍ କ୍ୱାରାଣ୍ଟାଇନ୍ରୁ ଅଛନ୍ତି। ଏହାବ୍ୟତୀତ ୨ଟି ଲୋକାଲ କେସ୍ ରହିଛି। କଟକ...
Archives


