ଆମ ଜିଲା ଖବର

ଜଙ୍ଗଲ ଭିତରେ ଚାଲିଛି ଜଙ୍ଗଲରାଜ

କେନ୍ଦ୍ରାପଡ଼ା,୮ା୪(ଜଗନ୍ନାଥ ଧଳ): ଧାମରାଠାରୁ ପାରାଦୀପ ବନ୍ଦର ମଧ୍ୟରେ ଥିବା ସାମୁଦ୍ରିକ ଉପକୂଳ ଏବେ ଚିଙ୍ଗୁଡି ଘେରିରେ ଭରିଗଲାଣି। ପ୍ରତ୍ୟେକ ଦିନ ଏହି ତଟାଞ୍ଚଳରେ ଅନୂ୍ୟନ ୧୦ରୁ ଅଧିକ ଘେରି ପ୍ରସ୍ତୁତ ହେଉଛି। ଏଥିରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ବାଦ୍‌...

ବିଜେଡି ଘୋଷଣାକୁ ଭାଜପାର ଅପେକ୍ଷା

ରସୁଲପୁର,୮ା୪(ରଞ୍ଜିତ ରାଉତ):ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ଟିରେ ଭାଜପା ପ୍ରାର୍ଥୀ ଘୋଷଣା କରିସାରିଛି। କେବଳ ବରୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଘୋଷଣା ବାକି ରହିଛି। ଏଠି ଦଳ ଜିତିବା ସମ୍ଭାବନା ଥିବା ପ୍ରାର୍ଥତ୍ତ୍ୱକୁ ଅପେକ୍ଷା କରିଛି। ବିଜେଡି ଟିକେଟ...

ଦଶରଥପୁରରେ ପାନୀୟ ଜଳ ପାଇଁ ହନ୍ତସନ୍ତ

ଝୁମ୍ପୁରୀ,୮ା୪(ସରୋଜ ନାୟକ): ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି।...

ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା କାମରେ ହରିଲୁଟ

ଯାଜପୁର,୮ା୪(ହର୍ଷବର୍ଦ୍ଧନ ବେହେରା): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଅନ୍ତର୍ଗତ ମଧୁସୂଦନପୁର ଭାୟା ରଘୁନାଥପୁର ହୋଇଥିବା ରାସ୍ତା କାର୍ଯ୍ୟରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ବିଭିନ୍ନ ସ୍ଥାନରେ କଂକ୍ରିଟ...

ମହୁ ଲଠାରେ ଭୋକ ମେଣ୍ଟୁଛି

କାଳିଆପାଣି,୮ା୪(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ୍‌ ଅଧୀନ କଆଁସ ପଞ୍ଚାୟତ ବିଟ ସାହି ମହ୍ଲାର ବସ୍ତିର ଜନଜାତି ପରିବାର ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ସରକାର ଗରିବ ଓ ଅସହାୟଙ୍କ ପାଇଁ ବହୁ ଯୋଜନା କରିଛନ୍ତି। ମାତ୍ର...

ଏଡିଏମଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ:ଅପରେଶନ ଥିଏଟରକୁ ଡାକି ମହିଳା ଡାକ୍ତରଙ୍କ ଶରୀରକୁ କରୁଥିଲେ ସ୍ପର୍ଶ

ସୁନ୍ଦରଗଡ,୭।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଦନ୍ତ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ଏଡିଏମଓ) ଡା. ପ୍ରକାଶ ବଳ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ମହିଳା ଡାକ୍ତର ଜଣକ ଏ...

ଟେନ୍‌ସନ୍‌ରେ ବିଜେଡି: ବିଧାୟକ ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ କଲେ ନିଜ ଦଳର କର୍ମୀ

ଖଜୁରିପଡ଼ା,୭ା୪(ବିଦୁର ବେହେରା): କନ୍ଧମାଳ ଜିଲାର ୩ ନିର୍ବାଚନମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ଯେଉଁମାନଙ୍କୁ ଦଳ ପ୍ରାର୍ଥୀ କରିଛି, ତାହାକୁ ନେଇ ଏବେ ସବୁଠି ଅସନ୍ତୋଷର ସ୍ବର ଉଠିଥିବା ବେଳେ...

ପଦ୍ମପୁର: ଛକାପଞ୍ଝାରେ ଅଟକିଛି ବିଜେଡି ଟିକେଟ

ପଦ୍ମପୁର,୭।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାନସଭା ଆସନରେ କିଏ ବିଜୁ ଜନତା ଦଳର ପ୍ରାର୍ଥୀ ହେବେ ସେ ନେଇ ସସ୍‌ପେନ୍ସ ଜାରି ରହିଛି । ଗତ ଉପନିର୍ବାଚନରେ ବିଜେଡି ପ୍ରାର୍ଥତ୍ନୀ ବର୍ଷା ସିଂ ବରିହା ପ୍ରାୟ ୪୨ ହଜାର ଭୋଟ୍‌ ବ୍ୟବଧାନରେ...

ଘଡ଼ଘଡ଼ି ସହ କୁଆପଥର ବର୍ଷା

ପାଟଣା,୭ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ରବିବାର ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ଗଛ ଉପୁଡ଼ିବା ସହ ଡୁମୁରିଆ ପଞ୍ଚାୟତ ରୋହଣୀ ଦୁମା ଗ୍ରାମରେ ବ୍ୟାପକ...

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି । ପ୍ରାର୍ଥୀ ଚୟନରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି କଂଗ୍ରେସ ଓବିସି ସେଲ୍‌ ଜିଲା ଚେୟାରମ୍ୟାନ ପାଣ୍ଡବ କର୍ଣ୍ଣ ଅଭିଯୋଗ କରିଛନ୍ତି। ଦଳ...

ବେଳାଭୂମିରେ ବଜ୍ରପାତ: ୩ ପର୍ଯ୍ୟଟକ ଗୁରୁତର

ବାଲେଶ୍ୱର,୭।୪: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ରବିବାର ସନ୍ଧ୍ୟାରେ ବଜ୍ରପାତ ଘଟିଛି। ଏହି ବଜ୍ରପାତରେ ୩ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଭୋଗରାଇ ବ୍ଲକ ଉଦୟପୁର ଗ୍ରାମର...

ଥାନାରେ ଲାଗିଲା ନିଆଁ

ଦିଗପହଣ୍ଡି,୭।୪: ଗଞ୍ଜାମ ଜିଲା ଦିଗପହଣ୍ଡି ସୁନାପୁର ମେରାଇନ୍‌ ଥାନାରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଏପରି କି ଅଗ୍ନିକାଣ୍ଡରେ ଥାନା ପରିସରରେ ଥିବା ୨ଟି ବାଇକ୍‌ ମଧ୍ୟ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri