ବାଘଛାଲ, ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍: ପହଞ୍ଚିଲା ଏସ୍ଟିଏଫ୍
ଦେବଗଡ଼,୭।୧(ଡି.ଏନ୍.ଏ.): ଦେବଗଡ଼ ଜିଲା ତିଲେଇବଣି ନିକଟସ୍ଥ ୪୯.ଜାତୀୟ ରାଜପଥରୁ ଏକ କଲରା ପତରିଆ ବାଘ ଛାଲ, ଏକ ହାତୀ ଦାନ୍ତ ଏବଂ ୧ କେଜି ୭୭୦ ଗ୍ରାମର ବଜ୍ରକାପ୍ତା କାତି ଜବତ ହୋଇଛି। ଏହ ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ…
ମହିଳାଙ୍କୁ କଚାଡ଼ି ମାରିଲା ହାତୀ
କେନ୍ଦୁଝର,୭ା୧(ସ୍ବ.ପ୍ର.): ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ବାଂଶପାଳ ବ୍ଲକ କଦକଳା ଧୀବର ସାହିରେ ଦନ୍ତାହାତୀ ଆକ୍ରମଣରେ ପ୍ରଭାତୀ ଧୀବର(୨୬)ଙ୍କ ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହାତୀଟି ଗ୍ରାମରେ ପଶି ଉତ୍ପାତ କରିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ହାତୀ…
ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଦେଶରେ ଶ୍ରେଷ୍ଠ
କଟକ ଅଫିସ,୭ା୧: ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି। ଦିଲ୍ଲୀର ନୋଇଡାରେ ଗତ ଡିସେମ୍ବର ୨ରୁ ୫ତାରିଖ ପର୍ଯ୍ୟନ୍ତ ଇନ୍ଷ୍ଟିଚ୍ୟୁଶନ ଅଫ୍ ଫାୟାର ଇଞ୍ଜିନିୟର୍ସ (ଇଣ୍ଡିଆ) ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ-୨୦୨୧ ମେଳାରେ ଏହି…
ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ
ନିରାକାରପୁର,୭ା୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୯ହଜାର ୮୫୩ ହେକ୍ଟର ଚାଷଜମି ରହିଥିବା ବେଳେ ୯ ହଜାର ୫୦୦ ହେକ୍ଟର ଜମି ଚାଷ ଉପଯୋଗୀ ରହିଛି। ବ୍ଲକର ପ୍ରାୟ ୬୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଏଠାରେ ଧାନଚାଷ ପରେ…
ଆଜିଠୁ ନନ୍ଦନକାନନ ପାଇଁ ଅନ୍ଲାଇନ ଟିକେଟ
ବାରଙ୍ଗ,୭ା୧(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମିତ ଓ ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଅଫଲାଇନ ଟିକେଟକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଏଣିକି ନନ୍ଦନକାନନ ଓ ବଟାନିକାଲ ଗାର୍ଡେନକୁ ବୁଲିବାକୁ ଆସୁଥିବା…
ସବୁ ଆର୍ଟିଓରେ ହେବ ଗାଡ଼ିି ଫିଟ୍ନେସ୍ ଯାଞ୍ଚ
କଟକ ଅଫିସ,୭ା୧: ଗାଡ଼ି ଫିଟ୍ନେସ୍ ପ୍ରମାଣପତ୍ରର ନବୀକରଣ ପାଇଁ ଏମ୍. ବାହନ ଆପ୍ଲିକେଶନରେ ଆବେଦନ କରାଯିବ। ଏନେଇ ପରିବହନ କମିଶନର ଗାଡ଼ିମାଲିକମାନଙ୍କୁ ଜଣାଇ ଦେଇଛନ୍ତି। ଏଥିସହ ଗାଡ଼ି ଯେଉଁଠି ପଞ୍ଜୀକରଣ ହୋଇଥାଉ ନା କାହିଁକି, ଗାଡ଼ିମାଲିକମାନଙ୍କ ସୁବିଧା ଦୃଷ୍ଟିରୁ ଯେକୌଣସି ଆଞ୍ଚଳିକ…
ନଗଡ଼ା ରାସ୍ତା ନାଁରେ ୪୪ଲକ୍ଷ ହରିଲୁଟ୍
ଯାଜପୁର ଅଫିସ,୭ା୧: ଗ୍ରାମ୍ୟ ନିର୍ମାଣ ବିଭାଗ(ଆର୍ଡି) ଅଧିକାରୀ ଓ କେତେଜଣ ରାଜନେତାଙ୍କ ମଧୁଚନ୍ଦ୍ରିକା ଯୋଗୁ ବହୁଚର୍ଚ୍ଚିତ ନଗଡ଼ା ବିକାଶ କାର୍ଯ୍ୟ ଏବେ ବିବାଦ ଘେରକୁ ଆସିଛି । ଏହାସହ ୨୦୧୬-୧୭ ବର୍ଷରେ ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତାର ମରାମତି କାମରେ ଟଙ୍କା…
ଅବହେଳାରୁ ଆକର୍ଷଣ ହରାଉଛି ଚଣ୍ଡୀମନ୍ଦିର
ଯାଜପୁର ଅଫିସ,୭ା୧: ଯାଜପୁର ମାଟିର ଅସ୍ମିତାର ପରିଚୟ ହେଉଛି ଏହାର ମନୋଜ୍ଞ ପ୍ରାକୃତିକ ବିଭବ ଏବଂ ସୁପ୍ରାଚୀନ ଐତିହ୍ୟ। ବରାହ-ବିରଜା କ୍ଷେତ୍ର ନିଜର ଅନନ୍ୟ ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଗୌରବକୁ ନେଇ ଗର୍ବ ଅନୁଭବ କରିଥାଏ। କିନ୍ତୁ ଦେବୋତ୍ତର…
ରେଙ୍ଗାଲି ଡ୍ୟାମ୍ରୁ ମିଳିଲା ମୃତ ହାତୀ ଶାବକ
ଦେବଗଡ଼,୭ା୧(ଡି.ଏନ.ଏ) ଦେବଗଡ ବନଖଣ୍ଡ ବାରକୋଟ ଫରେଷ୍ଟ ରେଞ୍ଜ୍ ଓ ବଳମ ସେକ୍ସନ ଅନ୍ତର୍ଗତ ମୂଷାବରି ଗ୍ରାମ ନିକଟ ରେଙ୍ଗାଲି ଡ୍ୟାମ୍ ଜଳଭଣ୍ଡାରରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ହାତୀ ଶାବକର ମୃତଦେହ ଡ୍ୟାମ୍ରେ ଭାସୁଥିବା କେତେକ…
କେନାଲ କାମରେ ଅନିୟମିତତା
ହାଟଡିହୀ,୭ା୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ ହୋଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଥ୍ୟା ବିଲ୍ କରାଯାଇଥିବା ଆନନ୍ଦପୁର ସିଭିଲ ସୋସାଇଟି ପକ୍ଷରୁୁ…
ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା
ବାରିପଦା ଅଫିସ,୭ା୧ ମୟୂରଭଞ୍ଜ ଜିଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା-୨୦୨୨ ପ୍ରକାଶିତ ହୋଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଫଟୋ ଭୋଟର ତାଲିକା…
ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
ଆନନ୍ଦପୁର/ହାଟଡିହୀ, ୭ା୧(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝର ଜିଲା ଆନନ୍ଦପୁର ଓ ହାଟଡିହୀ ବ୍ଲକରେ ଗୁରୁବାର କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇ ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆନନ୍ଦପୁର ବ୍ଲକ ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ…

