ଘରୁ ଡ଼ାକି ନେଇ ମାରି ଜାଳିଦେଲେ ମାଓବାଦୀ
ମାଲକାନଗିର,(ଡି.ଏନ୍.ଏ.): ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ।ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ମହୁପଦର ଅଞ୍ଚଳର କେରିମିଟି ଗାଁ ରେ । ମୃତକ ଜଣକ ହେଉଛନ୍ତି ଆନନ୍ଦ। ଗତ ଗୁରୁବାର ଆନନ୍ଦକୁ ମାଓବାଦୀ ନିଜ ଦଳଦଳି ଗାଁରୁ ଡାକିନେଇ ଥିଲେ। ଶୁକ୍ରବାର…
ବଣ୍ଡାଘାଟିରେ ନୂତନ ହାଟ ଉଦ୍ଘାଟିତ
ମାଲକାନଗିରି,୧୭।୧(ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡା ଘାଟିରେ ୩୫ ବଣ୍ଡା ଲୋକଙ୍କ ସୁବିଧା ପାଇଁ ଏକ ନୂତନ ହାଟ ବସିଛି। ଏହା ଅଣ୍ଡରାହାଲ ପଞ୍ଚାୟତଠାରୁ ୩ କିମି ଦୂରରେ ରହିଛି। ଏହାଦ୍ୱାରା କାତାଙ୍ଗଗୁଡା ଲୋକେ ଉପକୃତ ହେବେ। ଏହି ହାଟ…
କାଲି ଗାଈ ରକ୍ତ ପିଇଥିଲା, ଆଜି କଲିଜା ଖାଇଲା
ନୂଆପଡ଼ା ଅଫିସ, ୧୭।୧ : ନୂଆପଡା ଜିଲା କୁଟେଙ୍ଗାପଡାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି । ରବିବାର ଅଗିନ ମାଝିଙ୍କ ଏକ ଗାଈକୁ ମାରି ତା ରକ୍ତ ପିଇଥିବା ବେଳେ ଲୋକ ପାଟି କରିବାରୁ ବାଘ ଜଙ୍ଗଲକୁ ଚାଲିଯାଇଥିଲା। ସୋମବାର…
ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ
ମାଲକାନଗିରି, ୧୭।୧ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଯୋଗାଣ ବିଭାଗ ଚଢାଉ କରି ମଣ୍ଡିରୁ ୯୨ କୁଇଣ୍ଟାଲ ଧାନ ଜବତ କରିଛି। ଫଳରେ ଜିଲାରେ ଯେ ମଣ୍ଡି ସୁରୁଖୁରୁରେ ଚାଲିନି ଏହା ସ୍ପଷ୍ଟ ହୋଇଛି। ଜିଲାର ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ସମୟରେ…
ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଅଙ୍କକଷା
ନବରଙ୍ଗପୁର,୧୭।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ। ଏବେଠୁ ନେତା ଗଡ଼ ଜଗିବା ଆରମ୍ଭ କଲେଣି। ବିଶେଷ ଭାବେ ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ପଦ ଅକ୍ତିଆର କରି ଅଧ୍ୟକ୍ଷ ପଦ ଦଖଲ ପାଇଁ ଭାଜପା,…
ବର୍ଷାରେ ଗଜା ହେଲା ଶତାଧିକ ବସ୍ତା ଧାନ
ବିଷମକଟକ,୧୭।୧(ଡି.ଏନ୍.ଏ.) ଖରିଫ ଋତୁରେ ଚାଷୀ ଜମିରେ ଫଳାଇଥିବା ଧାନ ମଣ୍ଡିରେ ବିକ୍ରିକରି ଭଲ ଟଙ୍କା ପାଇବାର ଆଶା ରଖିଥିଲେ। ଅଦିନିଆ ବର୍ଷା ଚାଷୀଙ୍କ ଆଶାକୁ ମାଟିରେ ମିଶାଇ ଦେଇଛି। ମଙ୍ଗଳବାରଠାରୁ ହୋଇଥିବା ଲଗାଣ ବର୍ଷାରେ ଜମିରେ ପଡ଼ିଥିବା ଧାନଫସଲ ଭିଜି ଗଜା…
ଘର ଉପରକୁ ବୋମାମାଡ଼
ବାଳକାଟି,୧୭।୧(ଡି.ଏନ୍.ଏ): ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ସୋମବାର ବୋମାମାଡ଼ ହୋଇଛି । ଜାଗାବାଡ଼ିକୁ କେନ୍ଦ୍ର କରି ବାଲିଅନ୍ତା ଥାନା ସରକଣାରେ ଏଭଳି ଘଟିଥିବା ଜଣାପଡ଼ିଛି। ଏଥିରେ ଘରର ଟିଣ ଉଡିଯାଇଛି। ସୂଚନାଯୋଗ୍ୟ, ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ କିଛି ଦୁର୍ବୃତ୍ତ…
ଏମ୍ଜିଏନ୍ଆର୍ଇଜିଏସ୍ରେ ଦୁର୍ନୀତି
ଢେଙ୍କାନାଳ ଅଫିସ,୧୭।୧: ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ହୋଇଥିବା ପ୍ରକଳ୍ପ କାର୍ଯ୍ୟରେ ମହାଦୁର୍ନୀତି କରାଯାଇଥିବା ଉଦୟଭାନୁ ଦାସ ଅଭିଯୋଗ ଆଣିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କ…
ଅଚଳ ଷ୍ଟ୍ରିଟ୍ ଲାଇଟ ମରାମତି ହେଉନି
ବଇଣ୍ଡା,୧୭।୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତରେ ଥିବା ବଇଣ୍ଡା ଛକ ଓ ଆଠମଲ୍ଲିକ ରୋଡ୍ ଓଭରବ୍ରିଜ୍ ନିକଟରେ ଲାଗିଥିବା ଷ୍ଟ୍ରିଟ ଲାଇଟଗୁଡିକ ଦୀର୍ଘ ୧ ବର୍ଷ ହେବ ଅଚଳ ହୋଇପଡିଛି। ପଞ୍ଚାୟତ ଅଧୀନରେ ଏହି ଷ୍ଟ୍ରିଟ ଲାଇଟ ଥିଲେ…
ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ
ବଅଁରପାଳ,୧୭।୧(ଡି.ଏନ.ଏ.) କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ବଅଁରପାଳଠାରୁ ଅନୁଗୋଳ ସହର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବଡ଼ବଡ଼ ଖାଲଖମା ସହ ଅନେକ ସ୍ଥାନରେ ଗର୍ତ୍ତମାନ ସୃଷ୍ଟି ହୋଇଛି। ଫଳରେ ଦୈନିକ ଦୁର୍ଘଟଣାମାନ ଘଟି ଧନଜୀବନ ହାନି ହେଉଛି। ବିଶେଷକରି ବାଇକ୍…
ପ୍ରତୀକ୍ଷାରେ କଟିଲାଣି ୪ ବର୍ଷ
ଆରଡ଼ି,୧୭।୧(ଡି.ଏନ.ଏ.) ପ୍ରତି ଘରକୁ ବିନା ମୂଲ୍ୟରେ ପାନୀୟ ଜଳ ଯୋଗାଇ ଦିଆଯିବ। ଆଉ ଜଳକଷ୍ଟ ରହିବ ନାହିଁ। ଭୂତଳ ଜଳ ବି ଖର୍ଚ୍ଚ ହେବନି। ନଦୀ ପାଣିକୁ ବିଶୁଦ୍ଧ କରାଯାଇ ପାନୀୟ ଜଳରେ ପରିଣତ କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ…
ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା
ପରଜଙ୍ଗ, ୧୭।୧(ଡି.ଏନ୍.ଏ.) ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ୍ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଆମ୍ବପଳାସ ବିଟ୍ ଅନ୍ତର୍ଗତ ଖେସରା ଜଙ୍ଗଲରେ ଅସୁସ୍ଥ ହୋଇ ବିଚରଣ କରୁଥିବା ଏକ ମାଈ ହାତୀକୁ ରବିବାର ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରାଯାଇଛି। କପିଳାସର ଡାକ୍ତର ଅସିତ୍…

