ଜୀବନ, ଜୀବିକା ସୁରକ୍ଷା ଦାବିରେ ବିକ୍ଷୋଭ
ବାଲେଶ୍ୱର ଅଫିସ, ୨୯।୮-ବାଲେଶ୍ୱର ଫକୀରମୋହନ ଗୋଲେଇରେ କରୋନା ମହାମାରୀ ସମୟରେ ଜୀବନ ଓ ଜୀବିକାର ସୁରକ୍ଷା ଦାବିରେ ଉତ୍କଳ ମହିଳା ସମିତି, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ନ୍ୟାଶନାଲ୍ ଫେଡେରେଶନ ଅଫ୍ ଇଣ୍ଡିଆନ ଓମେନ୍ସ୍ ତରଫରୁ ଶତାଧିକ...
ଶାରିଶୂଆକୁ ସଜେଇବାକୁ ନିଆଗଲା ପଦକ୍ଷେପ : ସ୍ଥାନ ଅନୁଧ୍ୟାନ ପାଇଁ ପହଞ୍ଚିଲେ ଇଞ୍ଜିନିୟରିଂ ଟିମ୍
ଖଇରା, ୨୯।୮(ଡି.ଏନ.ଏ)-ବଦଳିବ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ସୌନ୍ଦର୍ଯ୍ୟ। ଖଣି ମାଫିଆମାନଙ୍କ ଲୋଲୁପ ଦୃଷ୍ଟିରୁ ବାହାରି ଏବେ ପର୍ଯ୍ୟଟକମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି ା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି...
ଅନୁମୋଦନରେ ବିଳମ୍ବ କରୁଛି ତାମଡ଼ା
ଅନୁଗୋଳ ଅଫିସ, ୨୯ା୮ ଜମି କିସମ ପରିବର୍ତ୍ତନ ପାଇଁ ଆସୁଥିବା ଫାଇଲ ପଡ଼ିରହୁଛି। ଏହାକୁ ମାସେ ମଧ୍ୟରେ ଅନୁମୋଦନ ଦେବାର ନିୟମ ରହିଥିଲେ ବି ତାହାକୁ ପାଳନ କରାଯାଉ ନାହିଁ। ଦୁର୍ନୀତିକୁ ପ୍ରଶ୍ରୟ ଦେବାକୁ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)...
ଟ୍ରକ୍ ଧକ୍କାରେ ବାପା, ପୁଅଙ୍କ ମୃତ୍ୟୁ
ଜହ୍ନାପଙ୍କ, ୨୯।୮ (ଡି.ଏନ.ଏ.) ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅଧୀନ ୫୭ନଂ. ଜାତୀୟ ରାଜପଥ ର ସିଙ୍ଗାରୀ ଢାବା ନିକଟରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ୍ ଓ ଏକ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା...
ଗାଡି ଯାଞ୍ଚବେଳେ ଏସ୍ଆଇଙ୍କୁ ପିଟିଲେ: ୨ଗିରଫ
ଗଞ୍ଜାମ,୨୮ା୮(ଡି.ଏନ୍.ଏ.)-ଗଞ୍ଜାମ ଥାନାରେ କାର୍ଯ୍ୟରତ ଏସ୍ଆଇ ଚନ୍ଦନ ବେହେରା ଶୁକ୍ରବାର ଗାଡି ଯାଞ୍ଚ କରୁଥିବାବେଳେ ୨ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରମ୍ଭା ଥାନା ନିଳାଦ୍ରୀପୁର ଗ୍ରାମର ସତୀଶ ସ୍ବାଇଁ (୩୦) ଓ...
ଟିଟିଲାଗଡ଼ରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସପ୍ତାହାନ୍ତ ଶଟ୍ ଡାଉନ
ଟିଟିଲାଗଡ଼, ୨୮।୮ (ଡି.ଏନ.ଏ.)-ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଟିଟିଲାଗଡ଼ ଉପଜିଲାପାଳ ସୌମେଶ ଉପାଧ୍ୟାୟ ପୁଣି ଥରେ ସପ୍ତାହାନ୍ତ ଶଟ୍ଡାଉନ ଘୋଷଣା କରିଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ...
କଟକରୁ ୨୦୪ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୭୪ ସ୍ଥାନୀୟ ସଂକ୍ରମିତ
କଟକ ଅଫିସ,୨୮।୮-କଟକ ସହରରୁ ଶୁକ୍ରବାର ପୁଣି ୨୦୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୭୪। ସିଡିଏ ସେକ୍ଟର-୬ରୁ ୫, କଲେଜ ସ୍କୋୟାରରୁ ୫, ବକ୍ସି...
ହୀରାକୁଦ ଡ୍ୟାମରୁ ୩୨ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ: ସମ୍ବଲପୁର- ସୋନପୁର ରାଜପଥ ଯାତାୟତ ଠପ୍
ସମ୍ବଲପୁର, ୨୮ା୮ (ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମରୁ ଶୁକ୍ରବାର ୩୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ୬ଲକ୍ଷ ୩୮ ହଜାର ୩୦୬ କ୍ୟୁସେକ ପାଣି ପ୍ରବେଶ କରୁଛି । ସେହିପରି ୫ ଲକ୍ଷ ୨୩...
ଭିଜିଲାନ୍ସ ଜାଲରେ କୋଟିପତି ଜିଆର୍ଏସ୍
ପୁରୀ ଅଫିସ,୨୮।୮: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ଗ୍ରାମ ରୋଜଗାର ସେବକ (ଜିଆରଏସ୍)। ପୁରୀ ଜିଲା ଗୋପ ବ୍ଲକ ଛଇତନା ପଞ୍ଚାୟତର ଜିଆରଏସ୍ ଗୋବିନ୍ଦ ଚନ୍ଦ୍ର ପରିଡ଼ାଙ୍କ ନଁାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ତେଣୁ ଭିଜିଲାନ୍ସ...
କୁତୁରୀ, ମଣିପୁର ବାହ୍ୟଜଗତରୁ ବିଚ୍ଛିନ୍ନ
ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୨୮।୮: ମହାନଦୀରେ ଜଳସ୍ତର ବଢ଼ିବାରୁ ନୟାଗଡ଼ ଜିଲାର ଗଣିଆ ଓ ଭାପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗୁରୁବାର ରାସ୍ତାରେ ମହାନଦୀର ବନ୍ୟାଜଳ ଲହଡି ମାରିଥିଲା। ବଡମୂଳ-କୁତୁରୀ ରାସ୍ତାରେ ୩ରୁ ୬ ଫୁଟ ଓ ଭାପୁର...
ବୈତରଣୀରେ ବନ୍ୟା ସ୍ଥିତି ଗମ୍ଭୀର
ଯାଜପୁର ଅଫିସ/ କୋରେଇ/ ବିଞ୍ଝାରପୁର/ ଯାଜପୁର ଟାଉନ/ବରୀ/ ଧର୍ମଶାଳା, ୨୭ା୮ (ସ୍ବ.ପ୍ର./ଡି.ଏନ୍.ଏ.) ତିନିଦିନ ଧରି ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ଜିଲାର କୋରେଇ, ଯାଜପୁର, ଦଶରଥପୁର...
ଟ୍ରକ୍କୁ ପଛରୁ ଧକ୍କା ଦେଲା ଟ୍ରକ୍, ଚାଳକଙ୍କ ଜୀବନ ଗଲା
ଛତ୍ରପୁର,୨୮।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ସୀତା ନଗର ନିକଟ ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରକକୁ ପଛପଟୁ ଆଉ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...
Archives


