ଇନ୍ଦ୍ରାବତୀ ଉତ୍ପତ୍ତିସ୍ଥଳ ମର୍ଦ୍ଦିଗୁଡାରେ ପ୍ରଥମ ଥର ଆରମ୍ଭ ହେଲା ‘ପର୍ଯ୍ୟଟନ ମହୋତ୍ସବ ୨୦୨୫’
ଥୁଆମୂଳ ରାମପୁର,୫।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମର୍ଦ୍ଦିଗୁଡା ଗ୍ରାମରେ ମଙ୍ଗଳବାର ଐତିହ୍ୟବାହୀ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତିସ୍ଥଳକୁ କେନ୍ଦ୍ର କରି ପ୍ରଥମ ଥର ଅନୁଷ୍ଠିତ ହୋଇଛି ‘ପର୍ଯ୍ୟଟନ ମହୋତ୍ସବ ୨୦୨୫’। ମା’ ଇନ୍ଦ୍ରାବତୀ ଯୁବକ ଅନୁଷ୍ଠାନ…
ଗାଁରେ ପଡ଼ିଛି ବାଘ ପାଦଚିହ୍ନ, ଗ୍ରାମବାସୀ ଆତଙ୍କିତ
ଆନନ୍ଦପୁର,୫ା୧୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବନଖଣ୍ଡ ଅଧୀନ ଷଡ଼ଙ୍ଗୀ ଗ୍ରାମରେ ବାଘ ପାଦଚିହ୍ନ ସ୍ପଷ୍ଟ ପରେ ଭୟଭୀତ ଅବସ୍ଥାରେ ଗାଁ ଲୋକେ। ସେପଟେ ବାଘର ପାଦଚିହ୍ନ ସ୍ପଷ୍ଟ ହେବା ପରେ ତୀକ୍ଷ୍ଣ ନଜର ରଖିଛି ବନ ବିଭାଗ। ଗାଁର ଜଣେ ଯୁବକ…
ମହାଦେବଙ୍କ ଦର୍ଶନ ସାରି ଫେରୁଥିଲେ, ମହାନଦୀରେ ଓଲଟିଲା ଡଙ୍ଗା
କଟକ,୫ା୧୧: ମହାନଦୀରେ ଓଲଟିପଡ଼ିଲା ଡଙ୍ଗା। ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅମଙ୍ଗେଇକୁଦର ଯାତ୍ରୀ ମହାଦେବଙ୍କ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। କନ୍ଦରପୁର ଗାଁ ପାଖ ମହାନଦୀ ମଧ୍ୟଭାଗରେ ଥିବା ଶୈବପୀଠକୁ ବୁଧବାର କାର୍ତ୍ତିକ ପୂର୍ଣ୍ଣିମା…
ମୋବାଇଲ ପାଇଁ ବଢୁଛି ସାଇବର ଠକେଇ, ଅପରାଧୀମାନେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରି…
ଗଞ୍ଜାମ,୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼ାଇ ସଭାପତିତ୍ୱ କରିଥିଲେ। ଥାନା ଆଇଆଇସି ସୁମିତ୍ରା ପାତ୍ର ସଂଯୋଜନା ଓ…
ଟ୍ରେନିଂକୁ ଯାଉଥିଲେ ଫରେଷ୍ଟର, ବାଟରେ ଚାଲିଗଲା ଜୀବନ
ନବରଙ୍ଗପୁର,୫ା୧୧(ସଦାଶିବ ପ୍ରହରାଜ): କାର୍ ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଫରେଷ୍ଟର ଗୁରୁତର ହୋଇଛନ୍ତି। ଅନ୍ୟପଟେ ପିକ୍ଅପ୍ ଡ୍ରାଇଭର ମଧ୍ୟ ଗୁରୁତର ରହିଛନ୍ତି। ଗୁରୁତର ୩ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ସ୍ତ୍ରୀଙ୍କ ସହ ଶାଶୁ-ଶ୍ୱଶୁରଙ୍କୁ କଟୁରିରେ ଆକ୍ରମଣ କଲେ ଜ୍ୱାଇଁ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…
ବାଙ୍କୀ,୫ା୧୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା କାଣ୍ଡ। ଜ୍ବାଇଁଙ୍କ ଆକ୍ରମଣରେ ଶାଶୁ-ଶ୍ୱଶୁର ଏବଂ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ଜ୍ବାଇଁଙ୍କୁ ବି ପୋଲିସ ଗିରଫ କରିଛି।…
ଡିଜେରେ ଦୁଲୁକିଲା ଘର, ଚାଲିଗଲା ବାପାଙ୍କ ଜୀବନ, ଏମିତି ଅଭିଯୋଗ ଆଣି ଦେବୀ ରଥଙ୍କ ପୁଅ କହିଲେ…
ପାରାଦୀପ,୫ା୧୧: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା। ଯେଉଁଥିରେ କି ଆମ ଘର ଦୁଲୁକିଥିଲା। କାହାକୁ କହିଲେ ବି କେହି…
ପଥର ସନ୍ଧିରେ ମହିଳାଙ୍କ ଜୀବନ: ଉଦ୍ଧାର ପାଇଁ ଲାଗିଛି ବନବିଭାଗ
ସମ୍ବଲପୁର,୫।୧୧:ପାହାଡ଼ ମଝିରେ ପଥର ଭିତରେ ଫସିଲେ ଜଣେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଯୁଯୁମୁରା ବ୍ଲକ ଭଣ୍ଡାରୀମାଲ ପାହାଡ଼ରେ। ପୂର୍ଣ୍ଣିମାରେ ମନ୍ଦିର ଦର୍ଶନ ପାଇଁ ଯିବା ବେଳେ ସଂକୀର୍ଣ୍ଣ ଗୁମ୍ଫାରେ ଫସିଯାଇଛନ୍ତି। ମହିଳାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ…
ଠିକାକାମକୁ ନେଇ ଭାଜପାରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ
ଦିଗପହଣ୍ଡି,୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକାକାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବାଦବିବାଦ ହିଂସାକାଣ୍ଡରେ ପରିଣତ ହୋଇଛି। ଦିଗପହଣ୍ଡି ବିଧାୟକ ଡ.…
ମନ୍ଦିର ଦର୍ଶନ ସାରି ଫେରୁଥିଲେ,ପଥରରେ ପିଟିହେଲା ବାଇକ୍, ଚାଲିଗଲା ଜୀବନ
ଚିକିଟି,୫ା୧୧(ପ୍ରକାଶ ଚନ୍ଦ୍ର ସାହୁ): ଧାନଘରଠାରୁ ପ୍ରାୟ ୧୨ କିମି ଦୂର କେରାଣ୍ଡି ମାଳ ପର୍ବତ ଶିଖରେ ଅବସ୍ଥିତ ମା’ ବାଳକୁମାରୀ। ଘାଟିରେ ବୁଧବାର ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଜଣକ ହେଲେ ଶିବ…
ନାବାଳିକା ପ୍ରେମିକାଙ୍କ ବାପାଙ୍କ ବେକ କାଟିଦେଲେ ଯୁବକ, ଆଉ ତା’ ପରେ…
ବାସୁଦେବପୁର,୫ା୧୧(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମର ଏକ ଅଭାବନୀୟ କାଣ୍ଡ ଘଟିଛି। ଜନୈକା ନାବାଳିକାଙ୍କ ବାପାଙ୍କ ବେକକୁ ବିଷ୍ଣୁବିନ୍ଧା ଗ୍ରାମରେ ଜଣେ ଯୁବକ କାଟି ଦେବା ଫଳରେ ରାଜେନ୍ଦ୍ର ରାଉତ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ…
କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ: ମନେ ପଡ଼ିଲା ନୌବାଣିଜ୍ୟ ପରମ୍ପରା
ପାଟଣା,୬।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ମଙ୍ଗଳବାର ୪ଟାରୁ ପାଟଣା ବୈତରଣୀ ନଦୀର ପରମେଶ୍ୱର ଶିବ ମନ୍ଦିର ସଲଗ୍ନ ଅନୁସୟା ଘାଟ ଓ ରାଜନ ଗର…
Archives


