ଜି.ଉଦୟଗିରି ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ସହର: ୧୧ ଡିଗ୍ରୀ ସେଲ୍ସିୟସ ରେକର୍ଡ
ଜି.ଉଦୟଗିରି,୮ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଦୈନନ୍ଦିନ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢ଼ୁଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଶନିବାର ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ୧୧ ଡିଗ୍ରୀ…
୨ଦିନ ହେଲା ଆଖଣ୍ଡଳମଣୀ ପୂଜଜଙ୍କ ମିଳୁନି ପତ୍ତା
ଗଞ୍ଜାମ,୮ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଦାମୋଦରପୁର ଗ୍ରାମ ସ୍ଥିତ ବାବା ଆଖଣ୍ଡଳମଣୀ ମନ୍ଦିର ପୂଜକ ତ୍ରିନାଥ ସାହୁ (୭୦) ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ଯଦି କେହି…
ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ
ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ ନେଇ ମୂଲ୍ୟବାନ ଶତାଧିକ ଗଛ କଟା ଚାଲିଛି। ଏହାକୁ ବିରୋଧ କରି ଗଛକଟା ବନ୍ଦ…
ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ
ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ ନେଇ ମୂଲ୍ୟବାନ ଶତାଧିକ ଗଛ କଟା ଚାଲିଛି। ଏହାକୁ ବିରୋଧ କରି ଗଛକଟା ବନ୍ଦ…
ନୂଆପଡ଼ାରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ଆଦିବାସୀ ପରିବାରର ତେଣୁ…
ନୂଆପଡ଼ା,୮ା୧୧(ମକାରୁ ବେମାଲ): ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ରୋଡ୍ ଶୋ’ କରିଛନ୍ତି। ନୂଆପଡ଼ାରୁ ଖରିଆର ରୋଡ୍ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍ ଶୋ’ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ାରେ…
ପ୍ରତିଭା ସମ୍ମାନ ସମାରୋହ: ପ୍ରତିଭାକୁ ଖୋଜିଖୋଜି…
ବଲାଙ୍ଗୀର,୮।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ସ୍ବତନ୍ତ୍ର ପ୍ରତିଭା ସମ୍ମାନ ସମାରୋହ ଶନିବାର ଜିଲା ସିଭିଲ କୋର୍ଟ ବାର ହଲଠାରେ ଅନୁଷ୍ଠିତ ହୋଇଛି। ଜିଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଭା ସମ୍ମାନ…
ପୀତବାସଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା: ସ୍ତ୍ରୀଙ୍କ ଅଭିଯୋଗ ପରେ…
ବ୍ରହ୍ମପୁର, ୮।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା ଦିଆପିବ। ପୀତବାସଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ ହେବେ। ତାଙ୍କ ସ୍ତ୍ରୀଙ୍କ ପ୍ରେସମିଟ ପରେ ସୁରକ୍ଷା ଦେବାକୁ ପଦକ୍ଷେପ ନିଆଯାଇଛି। ଅଭିଯୁକ୍ତ ମାନଙ୍କ…
ନୂଆପଡ଼ାରୁ ନବୀନଙ୍କୁ ନିଶାନା କଲେ ମୋହନ: କହିଦେଇଗଲେ ଭିତିରି କଥା..
ନୂଆପଡ଼ା,୧୧।୮(ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ମାଝି ଶନିବାର ନୂଆପଡ଼ା ଗସ୍ତରେ ଆସିଛନ୍ତି। ସେଠାରୁ ସେ ସିଧା ନବୀନଙ୍କୁ ନିଶାନା କରିଛନ୍ତି। ସେ କହିଛନ୍ତି, ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି। ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ା ଗାଁରେ ମୁଖ୍ୟମନ୍ତ୍ରୀ ଏହା…
ନୂଆପଡ଼ା ରୋଡ୍ରେ ହୋଟେଲ ଯାଞ୍ଚ
ନୂଆପଡ଼ା,୮ା୧୧(ମକାରୁ ବେମାଲ): ନୂଆପଡ଼ା ଓ ଖରିଆର ରୋଡ୍ରେ ଶନିବାର ବିଭିନ୍ନ ହୋଟେଲରେ ଯାଞ୍ଚ ଚାଲିଛି। ନିର୍ବାଚନ ପ୍ରଚାର ସରିବାକୁ ଗୋଟିଏ ଦିନ ବାକିଥିବାବେଳେ କଡ଼ାକଡ଼ି ଯାଞ୍ଚ ଚାଲିଛି। ଆୟକର ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଯାଞ୍ଚ ଚାଲିଛି। ସେହିପରି ଆଜି…
କ୍ଲାସ ସାରି ଘରକୁ ଫେରୁଥିଲେ ୨ ଛାତ୍ରୀ: ବାଟରେ ଘଟିଲା ବଡ଼ ଦୁର୍ଘଟଣା, ଆଉ ତା’ପରେ
ଆନନ୍ଦପୁର ୮।୧୧(ସୁଶାନ୍ତ କୁମାର ସାହୁ) କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡ଼ା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ରାସ୍ତାରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣ କଲେଜ ଛାତ୍ରୀଙ୍କ…
ଘୁମୁସର ବନଖଣ୍ଡରେ ୧୫ରୁ ବାଘ ଗଣନା, ଜଙ୍ଗଲରେ ଲାଗିବ ଟ୍ରାପ୍ କ୍ୟାମେରା
ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ପ୍ରତି ୪ ବର୍ଷକୁ ଥରେ ଦେଶରେ ବାଘ ଗଣନା ହେଉଛି। ତେଣୁ ଚଳିତ ବର୍ଷ ଦେଶରେ ବାଘ ଗଣନା ପ୍ରକ୍ରିୟା ଚାଲିଛି। ଏହିଭଳି ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ବନଖଣ୍ଡରେ ବାଘ ଗଣନା…
ବିଜେଡି ନେତାଙ୍କ ଘରେ IT ରେଡ
ନୂଆପଡ଼ା,୧୧।୮(ମକାରୁ ବେମାଲ): ନୂଆପଡ଼ା ଖରିଆର ରୋଡରେ ବିଜେଡି ନେତାଙ୍କ ଘରେ IT ରେଡ ହୋଇଛି। ନୂଆପଡ଼ା ଖରିଆର ରୋଡରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ IT ରେଡ ହୋଇଥିବା ସୂଚନା ମିଳିଛି। କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ଜୁନେଦ।…
Archives


