ଆମ ଜିଲା ଖବର

କୋମ୍ବିଂ ବେଳେ ମହିଳା ମାଓବାଦୀଙ୍କ ମୃତ୍ୟୁ

ଫୁଲବାଣୀ ଅଫିସ, ୧୨।୧୦: କିଛି ଦିନର ନୀରବତା ପରେ କନ୍ଧମାଳ ଜିଲାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ବାଲିଗୁଡା ଥାନା ଅଞ୍ଚଳର ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଏସ୍‌ଓଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ…

ଚାର୍ଜଫ୍ରେମ୍‌ ପାଇଁ କୋର୍ଟରେ ହାଜର ହେଲେ ୬ ଅଭିଯୁକ୍ତ

ଭଦ୍ରକ ଅଫିସ,୧୨।୧୦: ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କୁ ଚାର୍ଜଫ୍ରେମ୍‌ ପାଇଁ ମଙ୍ଗଳବାର ଭଦ୍ରକ ଜିଲା ଅଦାଲତରେ ହାଜର କରାଯାଇଛି। ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ…

ନଭେମ୍ବର ୨୩ରୁ ଦଶମ ଏସ୍‌ଏ-୧ ପରୀକ୍ଷା

କଟକ ଅଫିସ, ୧୨।୧୦ : ଆସନ୍ତା ନଭେମ୍ବର ୨୩ରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଥମ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷା ଆରମ୍ଭ ହେବ। ଏହା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ମିଳିଛି।…

ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ

ବୌଦ୍ଧ/ମନମୁଣ୍ଡା/କଣ୍ଟାମାଳ,୧୨।୧୦(ସ୍ବ.ପ୍ର./ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ଗୁନ୍ଦୁଲିଆ ପଞ୍ଚାୟତର ସାଲେଇପଡା ଗ୍ରାମରେ ବେଆଇନ ଭାବେ ଚାଲିଥିବା ଏକ ବନ୍ଧୁକ କାରଖାନା ଉପରେ ମନମୁଣ୍ଡା ପୋଲିସ ଚଢ଼ାଉ କରି ଦେଶୀ ବନ୍ଧୁକ, ପିସ୍ତଲ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି।…

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଏକକାଳୀନ କେନ୍ଦୁଝର, ତେଲକୋଇ ସମେତ…

ମା’ ଗାଧୋଇ ଆସି ଦେଖିଲେ ଜଳୁଛି ସପ୍ତମ ଶ୍ରେଣୀର ପୁଅ

ଯାଜପୁର ଅଫିସ,୧୧।୧୦: ଯାଜପୁର ଜିଲା ଦାନଗଦି ବ୍ଲକ କିଆଝର ପଞ୍ଚାୟତର ସମରପିଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନ ଥିବା ବେଳେ ମା’ ଗାଧୋଇ ଆସି ଦେଖିଲା ବେଳକୁ ତାଙ୍କ ସପ୍ତମ ଶ୍ରେଣୀର ପୁଅ ଜଳୁଛି ।…

ବର୍ଷା- ଅନୁଭବ ପାରିବାରିକ ମାମଲା : ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଅସନ୍ତୋଷ

କଟକ ଅଫିସ,୧୧।୧୦: ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ମଙ୍ଗଳବାର ପରିବାର ଅଦାଲତରେ ହଜାର ହୋଇଛନ୍ତି । ହେଲେ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆଜି ଜେରା କରିପାରିନାହାନ୍ତି, ବରଂ ତାଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ପିଟିସନ…

ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭଦ୍ରକ ଅଫିସ,୧୧।୧୦: ଧାମନଗର ଉପନିର୍ବାଚନ ପାଇଁ ମଙ୍ଗଳବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ମଙ୍ଗଳବାର ପ୍ରାର୍ଥୀ ଘୋଷଣା ପରେ ସେ ୧୪ରେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ,…

ଭାଜପାର ନାମାଙ୍କନ ପରେ ବିଜେଡି, କଂଗ୍ରେସ ପ୍ରାର୍ଥୀ ଉପରେ ନଜର

ଭଦ୍ରକ ଅଫିସ,୧୧।୧୦: ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ମଙ୍ଗଳବାର ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ ବାପା ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବର ଭାବେ ନାମାଙ୍କନ ଭରିଥିବା ଦେଖିବାକୁ ମିଳିଛି।…

ଭାଇ ଜିଉଁନ୍ତିଆ ଓଷା ସାରି ଫେରୁଥିଲେ ଘରକୁ : ହାଇଓ୍ବା ଧକ୍କାରେ ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ

ବଲାଙ୍ଗୀର ଅଫିସ,୧୧।୧୦: ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ। ମଙ୍ଗଳବାର ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର-ଟିଟିଲାଗଡ ରାସ୍ତାର ସିଂହଖମନ ଛକଠାରେ । ବାଇକରେ ବଲାଙ୍ଗୀରରୁ କଳାହାଣ୍ଡି ଯାଉଥିବା ସମୟରେ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ତ୍ରୀ…

ଏଥର ରୋଗୀ ହେବେ ଉପକୃତ: ଛତ୍ରପୁର ହସ୍ପିଟାଲରେ ଲାଗିଲା ଅଲଟ୍ରାସାଉଣ୍ଡ ମେଶିିନ

ଛତ୍ରପୁର,୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ମଙ୍ଗଳବାର ଏକ ଅଲଟ୍ରାସାଉଣ୍ଡ ମେଶିିନ ଲାଗିଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ,…

ବର୍ଷକରେ ଲଣ୍ଡା ପାହାଡ଼ ହେଲା ସବୁଜ ବନାନୀ

ସମ୍ବଲପୁର,୧୧ା୧୦(ବ୍ୟୁରୋ): ପତରା ଜଙ୍ଗଲ କିସମ ହୋଇଥିଲେ ସୁଦ୍ଧା ଲଣ୍ଡା ହୋଇ ପଡ଼ିରହିଥିଲା। ବନ ବିଭାଗ ପ୍ରଚେଷ୍ଟାରେ ଏକବର୍ଷ ଭିତରେ ଏବେ ସବୁଜ ବନାନୀରେ ପରିଣତ ହୋଇଛି। ବନ ବିଭାଗ ପକ୍ଷରୁ ଆଗକୁ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା କରାଯିବ। ପ୍ରାୟ ୭୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?