ଆମ ଜିଲା ଖବର

ସରକାରୀ ଆଇଟିଆଇରେ ସିଟ ସଂଖ୍ୟା ସୀମିତ:ବହୁ ଛାତ୍ରୀଛାତ୍ର ହେଉଛନ୍ତି ଶିକ୍ଷାରୁ ବଞ୍ଚିତ

ଦାରିଙ୍ଗବାଡି, ୨୯।୫ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଶିଳ୍ପ ନ ଥିଲେ ମଧ୍ୟ ବହୁ ଛାତ୍ରୀଛାତ୍ର ଏବେ ନିଜ ଦକ୍ଷତା ବୃଦ୍ଧି ଓ ସ୍ବରୋଜଗାର ପାଇଁ ସରକାରୀ ଆଇଟିଆଇରେ ପାଠ ପଢିବାକୁ ପସନ୍ଦ କରୁଛନ୍ତି। ଏହି ଶିକ୍ଷା ମାଧ୍ୟମରେ ଛାତ୍ରୀଛାତ୍ର ଶୀଘ୍ର ସ୍ବାବଲମ୍ବୀ…

ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରୋଗୀ: ସେବା ପାଇଁ ଆଗେଇ ଆସିଲେ ୩ ଯୁବକ, ସାଉଁଟୁଛନ୍ତି ପ୍ରଶଂସା

ଦାରିଙ୍ଗବାଡି,୨୯।୫(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏବେ ପ୍ରଚଣ୍ଡ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଜାରି ରହିଛି। ଗତ ୨ ଦିନ ହେଲା କାଳ ବୈଶାଖୀର ପ୍ରଭାବରେ ଅଞ୍ଚଳରେ ବିଦ୍ୟୁତ ବାରମ୍ବାର ଅଚଳ ହୋଇପଡୁଛି। ଫଳରେ ସାଧାରଣ ରେ ଜନଜୀବନ…

ନୂତନ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ IPS ହରିଶ ବିଶି, ଆସୁ ଆସୁ ନେଲେ ବଡ଼ ନିଷ୍ପତ୍ତି

ଛତ୍ରପୁର,୨୯।୫( ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଆଜି ଏକ ନୂତନ ପ୍ରଶାସନିକ ଅଧ୍ୟାୟ ଆରମ୍ଭ ହୋଇଛି। ଜିଲାର ନୂତନ ଆରକ୍ଷୀ ଅଧୀକ୍ଷକ (SP) ଭାବେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୨୦ ବ୍ୟାଚର ଦକ୍ଷ ଆଇପିଏସ (IPS) ଅଫିସର…

୨ ମାସ ହେଲା ୬ ହଜାର ଡିବିଟି ହିତାଧିକାରୀଙ୍କୁ ମିଳିନି ଭତ୍ତା: ବ୍ଲକ କାର୍ଯ୍ୟାଳୟ ଯାଇ ମଧ୍ୟ ନିରାଶ

କେସିଙ୍ଗା,୨୯।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତର ହିତାଧିକାରୀଙ୍କୁ ୨ ମାସ(ଏପ୍ରିଲ, ମେ) ହେଲା ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା (ଡିବିଟି) ମିଳିନାହିଁ । ଯାହା ଫଳରେ ଡିବିଟି ଭତ୍ତା ଟଙ୍କା ପାଉଥିବା ଗରିବ ଶ୍ରେଣୀର ହିତାଧିକାରୀଙ୍କ ମନରେ…

କାଳବୈଶାଖୀର ତାଣ୍ଡବ: ୨ ବିଦ୍ୟାଳୟର ଛପର ଉଡ଼ିଲା…

ନନ୍ଦପୁର/ପାଡୁଆ,୨୯।୫( ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ହାତୀବାରୀ ପଞ୍ଚାୟତରେ ଥିବା ବାରି ଆଶ୍ରମପୁଟ ସେବାଶ୍ରମ ବିଦ୍ୟାଳୟ ଓ ନନ୍ଦୀଗୁଡା ପ୍ରାଥମିକ ବିଦ୍ୟାଳୟର ଟିଣ ଆଜବେଷ୍ଟସ ଛପର ଉଡ଼ିଯାଇଛି। ଖରା ଛୁଟି ଯୋଗୁ ୨…

ମନ୍ଥର ଉଠାଣ, ଚିନ୍ତାରେ ଚାଷୀ: ମଣ୍ଡିରେ ପଡିଛି ୨ଲକ୍ଷ ୩୦ହଜାରରୁ ଅଧିକ ପ୍ୟାକେଟ ଧାନ

ପଦ୍ମପୁର, ୨୯।୫(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଚଳିତ ରବିଧାନ କିଣାବିକା ଅତି ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଉପଖଣ୍ଡରେ ଚାଷୀଙ୍କ ଅବସ୍ଥା ଶୁଣିବାକୁ କେହି ନାହାନ୍ତି। ଗୋଟିଏ ପଟେ ଧାନ ମଣ୍ଡିରେ ପଡିଥିବାବେଳେ ଧାନ ବିକ୍ରି ପାଇଁ ମିଲର୍ସମାନଙ୍କୁ…

ବିଲରୁ ଘରକୁ ଫେରିବା ବେଳେ ହେଲା ବଜ୍ରପାତ, ସ୍ଵାମୀ ଆଗରେ ଗଲା ସ୍ତ୍ରୀର ଜୀବନ

କାଲିମେଳା,୨୯।୫(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତ ସଦର ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମହାରାଜପଲ୍ଲୀ ଗ୍ରାମର ଭୀମା ମାଡକାମି…

ଯନ୍ତ୍ରୀ ସତ୍ୟନାରାୟଣ ବେହେରାଙ୍କ ପୁନଃ ନିଯୁକ୍ତି ଦାବି: ୧୨ ଗ୍ରାମର ଜନସାଧାରଣଙ୍କ ଚେତାବନୀ, ବିଡ଼ିଓ ନିରବ

ଥୁଆମୂଳ ରାମପୁର,୨୯।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଗ୍ରାମ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ (ଜେଇ) ସତ୍ୟନାରାୟଣ ବେହେରାଙ୍କ ଅକାରଣ ବଦଳିକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଜଣେ ଦକ୍ଷ ଓ ସ୍ୱଚ୍ଛ ଅଧିକାରୀ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ…

ଆମ୍ବଚାଷ କର୍ମୁଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ: ବର୍ଷକୁ ରୋଜଗାର କରୁଛନ୍ତି…

ଅମରପାଲି,୨୯ା୫(ପୀତାମ୍ବର ସାହୁ):ବର୍ତ୍ତମାନ ଯୁବପିଢ଼ି ସରକାରୀ ଚାକିରି ପାଇଁ ଦୌଡ଼ ଲଗାଉଥିବା ବେଳେ କେତେଜଣ ଯୁବକ କୃଷିକୁ ନିଜର ଜୀବିକା ଓ ପରିଚୟର ମାଧ୍ୟମ କରି ସଫଳତାର ନୂଆ କାହାଣୀ ଲେଖୁଛନ୍ତି। ସେହିପରି ଜଣେ ସଫଳ ଚାଷୀ ହେଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର…

ମଣ୍ଡିରୁ ଉଠୁନି ଧାନ, ମାଡ଼ି ଆସିଲା ଝଡ଼ବର୍ଷା: ଚାଷୀଙ୍କ ଚିନ୍ତା ବଢିଲା

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ):ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ସବୁଠାରୁ ଅଧିକ। ଜିଲାରେ ବର୍ତ୍ତମାନ ଚାଲିଛି ରବିଋତୁର ଧାନ କିଣାବିକା। ଆଉ ୩ଦିନ ପରେ ଧାନ ସଂଗ୍ରହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ ଏନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ପାଣ୍ଡେଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?