ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତତ୍ପରତା: ୬୬ ଲକ୍ଷର…
ନୂଆପଡ଼ା,୨୫ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତତ୍ପରତା ପ୍ରକାଶକରି ଯାଞ୍ଚ ଅଭିଯାନ ଜୋର୍ଦାର କରିଛି। ସୀମାନ୍ତ ଅଞ୍ଚଳ ତଥା ଛକରେ ଚେକ୍ପୋଷ୍ଟ କରି ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି। ଶୁକ୍ରବାର ବିଭାଗୀୟ ଅଧିକାରୀ ଯାଞ୍ଚ ସମୟରେ ୧୪୬…
ସାମ୍ଭାବ୍ୟ ବାତ୍ୟାକୁ ନେଇ କୋରାପୁଟ ଜିଲାପାଳ ନେଲେ ବଡ଼ ନିଷ୍ପତ୍ତି
କୋରାପୁଟ,୨୫।୧୦(ଅମିତାଭ ବେହେରା ): ସମ୍ଭାବ୍ୟ ବାତ୍ୟା ମନ୍ଥା ପାଇଁ ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ନେଇ ଶନିବାର ସନ୍ଧ୍ୟାରେ ଜିଲାପାଳ ଏକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଜିଲାପାଳଙ୍କ ବିନା…
ରାତିସାରା ବାଲିଘାଟ ଜଗିଲେ ଗ୍ରାମବାସୀ
ହାଟଡ଼ିହୀ,୨୫।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଆମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲିଘାଟରୁ ବାଲି ଚୋରାଚାଲାଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ଶୁକ୍ରବାର ବେଆଇନ ବାଲି ପରିବହନକୁ ବିରୋଧ କରି ସ୍ଥାନୀୟ ଲୋକେ, ଭାଜପା ନେତା…
ଗୋପାଳପୁର ବନ୍ଦରକୁ ଏକ ନମ୍ବର ବିପଦ ସଂକେତ : ୨୬ ରୁ ୩୦ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଗୋପାଳପୁର,୨୫ା୧୦(ନବୀନରାଜ୍ ଆଚାରୀ): ଗଞ୍ଜାମ ଜିଲାରେ ଅକ୍ଟୋବର ମାସରେ ବାତ୍ୟାର ଭୟ ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ଅବପାତ ରୂପ ନେଇ ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଜିଲାରେ…
ବିଜେଡି ବ୍ଲକ ସଭାପତିଙ୍କୁ ଆଜିବି ଝୁରୁଛି ଗାଁ ମାଟି
ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡି ସଭାପତି ତଥା ନିମଖଣ୍ଡି ପେଣ୍ଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ସମିତସଭ୍ୟ ରହିଥିବା ବିଭୂତି ଭୂଷଣ ମହାପାତ୍ରଙ୍କ ଦ୍ବାଦଶାହ ସ୍ମୃତି ସଭା ଶନିବାର ପନାଡ ଗ୍ରାମ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ…
ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ: ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ
ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲାରେ ଛୁଟି ବାତିଲ କରାଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲାପାଳ। ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ ହୋଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।…
ଖବର ପ୍ରକାଶ ପରେ ଚେତିଲେ ବ୍ୟବସାୟୀ, ବର୍ଜ୍ୟବସ୍ତୁରେ ନିଆଁ ଲଗାଇ ପଡ଼ିଆ କଲେ ସଫା
ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ହେଲିପ୍ୟାଡ୍ ପଡ଼ିଆଠାରେ ଚଳିତ ବର୍ଷ ଦୀପାବଳି ପାଇଁ ବାଣ ଦୋକାନ ଖୋଲାଯାଇଥିଲା। ଏଥିରେ ଲାଇସେନ୍ସପ୍ରାପ୍ତ ୫ ଜଣ ବ୍ୟବସାୟୀ ସ୍ବତନ୍ତ୍ର ଭାବେ ଦୋକାନ ଖୋକିଥିଲେ। ତେବେ ଦୀପାବଳି ସରିବା ପରେ ବାଣ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିଲା। ସେଠାରେ ଅସ୍ଥାୟୀ…
ଜମିବାଡ଼ି ବିବାଦରୁ ଗାଁରେ ବୁଲିଲା ଖଣ୍ଡା, ଭୟଭୀତ ହୋଇ ଲୋକେ…
ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ତନ୍ତିଆ ପାଳ ଥାନା ଅଧୀନ ସ୍ଥାନୀୟ ଜମ୍ବୁ-ବାବର ମୁଖ୍ୟ ରାସ୍ତା କଣ୍ଟିଲୋ ଛକଠାରେ ଶନିବାର ଅପରାହ୍ନରେ ଜମିଜମା ସମସ୍ୟାକୁ ନେଇ ଖଣ୍ଡା ବୁଲିଛି। ଏଥିରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ମୁଖ୍ୟରାସ୍ତାରେ ଟାୟାର…
ବସ୍ ଚକାତଳେ ପଶିଗଲା ବାଇକ୍, ଆଉ ତା’ ପରେ…
ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ନରେନ୍ଦ୍ରପୁର ନିକଟରେ ଥିବା ନୟାରା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏକ ମିନି ବସ୍ ବାଇକ୍କୁ ସମ୍ମୁଖ ପଟୁ ଧକ୍କା ଦେବା ଫଳରେ ବାଇକ୍ଆରୋହୀ…
ଟ୍ରେନ୍ ଧକ୍କାରେ ଚାଲିଗଲା ମହିଳା ମତ୍ସ୍ୟଜୀବୀଙ୍କ ଜୀବନ
ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଟ୍ରେନ୍ ଧକ୍କାରେ ଜଣେ ମହିଳା ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ମତ୍ସ୍ୟଜୀବୀ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ବି. ଦାନାମ୍ମା ବୋଲି (୫୬) ବୋଲି ସୂଚନା ମିଳିଛି।…
ବାଣ ବିକ୍ରିକଲେ ଭୁଲିଗଲେ ହିତାହିତ ଜ୍ଞାନ : ବାରୁଦ ଲାଗିଥିବା ବର୍ଜ୍ୟବସ୍ତୁକୁ ଗୋରୁ ଖାଇ
ଦାରିଙ୍ଗବାଡି, ୨୫।୧୦ (ଅରୁଣ ସାହୁ): ଚଳିତ ବର୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ବଡ଼ ଧୁମ ଧାମରେ ଦୀପାବଳୀ ପାଳନ ହୋଇଛି। ଏଥିପାଇଁ ବାଣ ବ୍ୟବସାୟୀ ମାନେ ଲାଇସନ୍ସ କରି ପୋଲିସ ଅଗ୍ନିଶମ ବିଭାଗର ଅନୁମତି କ୍ରମେ ସହର ଠାରୁ ଦୂରରେ ହେଲିପ୍ୟାଡ଼ ପଡିଆରେ…
ଦୀର୍ଘବର୍ଷ ପରେ ଗାଁ ଲୋକ ଦେଖିବାକୁ ପାଇଲେ କଂକ୍ରିଟ୍ ରାସ୍ତା, ଖେଳିଗଲା ଆନନ୍ଦ
ଧର୍ମଶାଳା,୨୫ା୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଉତ୍ତରପ୍ରତାପ ପଞ୍ଚାୟତର ଜଳେଶ୍ୱରପୁର ଗାଁରେ ସ୍ବାଧୀନତାର ଦୀର୍ଘବର୍ଷ ପରେ ନୂଆ କରି କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଲୋକେ ବେଶ୍ ଆନନ୍ଦିତ ହୋଇଛନ୍ତି। କହିଛନ୍ତି, ରାସ୍ତାର…
Archives


