ଆମ ଜିଲା ଖବର

ଶ୍ରମିକଙ୍କ ଦୁଃଖ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଧାୟକ ମକରନ୍ଦ

ରାୟଗଡ଼ା,୧।୫(ସ୍ବ.ପ୍ର.): ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସୋମବାର ସରକାରଙ୍କ ଉପରେ ଖୋଲାଖୋଲି ବର୍ଷିଛନ୍ତି। ମଞ୍ଚ ଉପରେ ନିଜର ଅଭିଭାଷଣ ରଖି ରାଜ୍ୟ ଓ କେନ୍ଦ୍ର ସରକାର ସମେତ ଜିଲା ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ଶ୍ରମିକ ଦିବସ…

ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ପାଳିଲେ ସାମ୍ବାଦିକ

କୋରାପୁଟ,୧।୫(ସ୍ବ.ପ୍ର.): ଓଡ଼ିଶା ସାମ୍ବାଦିକ ୟୁନିୟନ ଆହ୍ବାନ କ୍ରମେ ସୋମବାର ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ରୂପେ କୋରାପୁଟ ଜିଲା ସାମ୍ବାଦିକ ସଂଘ ପାଳନ କରିଛି । ଏଥିସହ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ଦିଲୀପ…

ଗଞ୍ଜାମ ଜ଼ିଲାରେ ଆରମ୍ଭ ହେଲା ପଛୁଆ ବର୍ଗଙ୍କ ସାମାଜିକ, ଶିକ୍ଷାଗତ ସ୍ଥିତି ସର୍ଭେ

ଛତ୍ରପୁର,୧।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାରଠାରୁ ପଛୁଆ ବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହୋଇଛି। ସର୍ଭେ କାର୍ଯ୍ୟ ଯେପରି ଠିକ୍‌ ହେବ ସେଥିନିମନ୍ତେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜିଲାର ପଛୁଆ ବର୍ଗ…

ଶିମିଳିପାଳରୁ କଳାବାଘର ମୃତଦେହ ଜବତ: ସନ୍ଦେହରେ ଶିକାରୀ ଓ କର୍ମଚାରୀ

ବାରିପଦା ଅଫିସ,୧।୫: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଳା ବାଘର ଶିକାର ଘଟଣାର ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭୁବନେଶ୍ୱର ପିସିସିଏଫ୍‌ ସୁଶୀଲ କୁମାର ପୋପଲି ପ୍ରକାଶ କରିବା ସହ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ…

ଗାଁ ପରିଦର୍ଶନ ପୂର୍ବରୁ ହୋଇଥିଲା ରାସ୍ତା ଅବରୋଧ: କାର୍ଯ୍ୟକ୍ରମ ଜାରି ରଖିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପଟ୍ଟାଙ୍ଗୀ,୧।୫(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଅନୁପ୍ରବେଶ କରି ତାଙ୍କ ରାଜ୍ୟ ସରକାରୀ ଯୋଜନାକୁ ନେଇ ଘରେ ଘରେ ବୁଲି ସଚେତନତା କରୁଥିବା ବେଳେ ଓଡ଼ିଶା ଜିଲା ପ୍ରଶାସନ ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ କରି ଜଗିଥିଲା।…

ଋଣ ଶୁଝି ସୁନା ଆଣିବାକୁ ଯାଇଥିଲେ: ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତ ନେଇଗଲେ ୧ଲକ୍ଷ ୯୯ ହଜାର

ଭଦ୍ରକ ଅଫିସ,୧।୫: ବ୍ୟାଙ୍କ ଋଣ ଶୁଝି ସୁନା ଆଣିବାକୁ ଯାଉଥିଲେ। ବାଇକ୍‌ ଡିକିରେ ଟଙ୍କା ରଖି ମେଡିସିନ ଦୋକାନକୁ ଯାଇଥିଲେ । ହେଲେ ଫେରିଲା ବେଳକୁ ଡିକିରୁ ଟଙ୍କା ନେଇ ଦୁର୍ବୃତ୍ତ ଫେରାର। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧୂଷୁରୀ…

ଅବକାଶ କାଳୀନ ହୋମଓ୍ବର୍କ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ସୁନ୍ଦରଗଡ୧।୫(ଡିଏନଏ): ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଗ୍ରୀଷ୍ମ ଅବକାଶ କାଳୀନ ହୋମଓ୍ବର୍କ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି। ଯାହାକି ମେ ୧ରୁ ଆରମ୍ଭ ହୋଇ ଗ୍ରୀଷ୍ମ ଅବକାଶ ସମାପ୍ତ ହେବା…

ବିବାହ ପୂର୍ବରୁ ଭାଇରାଲ ହେଲା ଭିଡିଓ: କପଲ୍‌ ଡ୍ୟାନ୍ସ କରୁଛନ୍ତି ବହୁଚର୍ଚ୍ଚିତ ଯୋଡ଼ି

ସମ୍ବଲପୁର,୧।୫(ବ୍ୟୁରୋ): ଆଉ କିଛି ସମୟର ଅପେକ୍ଷା ପରେ ବିବାହ ବନ୍ଧରେ ବାନ୍ଧି ହେବେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାଶ ଓ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା । ଆସାମ ଗୁଆହାଟୀରେ ଏକ ବିଳାସମୟ ହୋଟେଲରେ ଉଭୟଙ୍କର ବାହାଘର ହେବ। ହେଲେ ତା’…

ଦୁଇ ମିଲିସିଆ ଗିରଫ, ମାଓ ବ୍ୟାନର ଓ ପୋଷ୍ଟର ଜବତ

ନବରଙ୍ଗପୁର,୧।୫(ବି.ପ୍ର.): ଡିଭିଏଫ୍‌ ଫୋର୍ସ ୩୦ତାରିଖରେ ଦୁଇ ମିଲିସିଆଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ହେମାଲାଲ ନାଗେଶ(୩୧) ଓ ପ୍ରକାଶ ମାର୍କମ(୨୦)। ହେମାଲାଲ ଏବଂ ପ୍ରକାଶ ମେନପୁର, ନୂଆପଡା ଉଦନ୍ତୀ ମାଓ ସଂଗଠନର ମିଲିସିଆ ଭାବେ କାମ କରୁଥିଲେ। ଉଦନ୍ତୀ ଏଲୋସି,…

ବଳାତ୍କାର ଉଦ୍ୟମ ଘଟଣା: ୪ ବର୍ଷ ପରେ ମିଳିଲା ଦଣ୍ଡ

କେନ୍ଦୁଝର,୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍‌ ଏସ୍‌. ତ୍ରିପାଠୀ ସୋମବାର ଜଣେ ନାବାଳିକା ବଳାତ୍କାର ଉଦ୍ୟମ ଅଭିଯୋଗର ଶୁଣାଣି କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଅଜୟ ନାୟକ ନାମକ ଜଣେ ଯୁବକଙ୍କୁ ୪ବର୍ଷ ଜେଲ ଦଣ୍ଡାଦେଶ…

ବିଜେଡି କର୍ମୀଙ୍କୁ ଗୁଳିକରି ହତ୍ୟା

ବଡ଼ବିଲ,୧ା୫(ସ୍ବ.ପ୍ର.): ବଡ଼ବିଲରେ ପୁଣି ଗୁଳିକାଣ୍ଡ ଘଟିଛି। ସୋମବାର ମନି ଟାୱାର ନିକଟ ଛକରେ ଯୁବକଙ୍କୁ ଗୁଳିକରି ହତ୍ୟାକାଣ୍ଡ ଭିଆଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତକ ହେଉଛନ୍ତି ସୁନୀଲ ସିହ୍ନା ଓରଫ ଭୋଲା। ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ସାଢେ ୯ଟା…

ଟ୍ରକ୍‌ ଚାପାରେ ମହିଳାଙ୍କ ମୃତ୍ୟୁ

ଅନୁଗୋଳ, ୧।୫: ଅନୁଗୋଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଣେଶ ରାଉତଙ୍କ ପତ୍ନୀ ଊର୍ମିଳା ରାଉତ। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?