ଆମ ଜିଲା ଖବର

ପୁରୀବାସୀଙ୍କ ପାଇଁ ଖୋଲିଲା ପଶ୍ଚିମଦ୍ୱାର

ପୁରୀ ଅଫିସ,୨୫ା୭(ଅଜିତ ମହାନ୍ତି):ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ବିଭିନ୍ନ ସଂଗଠନଠାରୁ ଆରମ୍ଭ କରି ରାଜନେତା, ପରିଚାଳନା କମିଟି ସଦସ୍ୟ, ସେବାୟତଙ୍କ ପକ୍ଷରୁ ଦାବି କରାଯିବା ପରେ ଶେଷରେ ମୁଣ୍ଡ ନୁଆଁଇଛି ପ୍ରଶାସନ। ପ୍ରାଥମିକତା ଦୃଷ୍ଟିରୁ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର…

୪୫୫ ବର୍ଷ ହେବ ଜଳୁଛି ଧୁନି

ପୁରୀ,୨୫ା୭(ଅଜିତ ମହାନ୍ତି):ବ୍ରହ୍ମଗିରି ସାତପଡା ରାସ୍ତା ଦେଇ ଯିବାବେଳେ ବାଟରେ ମାଣିକପାଟଣା ପଡ଼େ। ଏହି ମାଣିକପାଟଣା ରାସ୍ତାରେ ରହିଛି ବ୍ରହ୍ମପଡ଼ା ମଠ। ଉକ୍ତ ମଠରେ ଆଜକୁ ଦୀର୍ଘ ୪୫୫ ବର୍ଷ ହେବ ଏକ ଧୁନି ଜଳୁଥିବା ଗ୍ରାମବାସୀ କହିଛନ୍ତି। ମଠ ପରିସରରେ ୪…

ପାଟଣା ଅବକାରୀ ଥାନାରେ ତାଲା

ପାଟଣା,୨୫ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ାସ୍ଥିତ ପାଟଣା ଅବକାରୀ ଥାନା ବାହାର ଓ ଭିତର ଗେଟ୍‌ରେ ଦୀର୍ଘ ଦିନ ହେବ ତାଲା ଝୁଲୁଛି। ସୋମବାର କେତେକ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଅବକାରୀ ଥାନା ଅଧିକାରୀଙ୍କୁ ଭେଟିବାକୁ…

ଦିନକରେ ୭୫ ଫୌଜଦାରି ମାମଲାର ରାୟ ପ୍ରକାଶ

କଟକ,୨୫ା୭ (କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ସୁଦୀର୍ଘ ଗରିମାମୟ ଇତିହାସରେ ଯୋଡ଼ିହୋଇଛି ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ। ହାଇକୋର୍ଟ ବିଚାରପତି ଦେବବ୍ରତ ଦାଶ ଓ ଡ. ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସୋମବାର ଗୋଟିଏ ଦିନରେ ୭୫ଟି ଫୌଜଦାରି…

ମାଓବାଦୀ ନେତା ସବ୍ୟସାଚୀଙ୍କୁ ଜାମିନ

ଗୁଣପୁର,୨୫।୭ (ପ୍ରଦୀପ କୁମାର ପାଢ଼ୀ): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି। ରାୟଗଡା ଜିଲା ଗୁଣପୁର ସବ୍‌ଜଜ୍‌ଙ୍କ କୋର୍ଟରେ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ଗୁଣପୁରଠାରେ ଚାଲିଥିବା ଏହି ମାମଲାରେ ଜାମିନ…

‘ବାଘ ନୁହେଁ ଫିଶିଂକ୍ୟାଟ୍‌’

ଚାନ୍ଦବାଲି, ୨୫।୭ (ଅଶୋକ କୁମାର ପଣ୍ଡା)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ୩ କଲେଜ ସମ୍ମୁଖ ପଡ଼ିଆରେ ଦୁଇଟି ଚିତାବାଘ ଥିବା ଖବର ସୋମବାର ପ୍ରଚାରିତ ହୋଇଥିଲା। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା। ଖବରପାଇ…

ଖୋଲିଲା ହୀରାକୁଦର ଆଉ ୩ ଗେଟ୍‌

ସମ୍ବଲପୁର,୨୫ା୭(ଶୁଭାଶିଷ ପାଢ଼ୀ):ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ଆଉ ୩ ଗେଟ୍‌ ସୋମବାର ଖୋଲାଯାଇଛି। ଫଳରେ ଏବେ ମୋଟ ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଡ୍ୟାମ୍‌କୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ପୁଣି ଗେଟ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ।…

ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୫ା୭ (କାର୍ତ୍ତିକ ସାହୁ):ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ସୋମବାର କେନ୍ଦ୍ରାପଡ଼ା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁ ମାମଲାର ଶୁଣାଣି କରି ଟିଟୋ ହାଇକୋର୍ଟଙ୍କ ସର୍ତ୍ତ ଖିଲାପ କରିଥିବାରୁ…

ଦୋଷୀ ଜେଜେବାପାଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ 

ବାରିପଦା,୨୫।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ସୋମବାର ଏକ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସୁମିତା ଜେନା ମାମଲାର ବିଚାର କରି ଅଭିଯୁକ୍ତ ଝାରପୋଖରିଆ ଥାନା…

ଭିଜିଲାନ୍ସ କୋର୍ଟରେ ପୂର୍ବତନ ମେଡିକାଲ ଅଫିସର ଦଣ୍ଡିତ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଅଜିତ କୁମାର ନେଗୀ ସୋମବାର ଭିଜିଲାନ୍ସ ମାମଲାରେ ଦଣ୍ଡିତ ହୋଇଛନ୍ତି। ୨୦୧୪ରେ ଜଣେ ବ୍ୟକ୍ତିଙ୍କଠାରୁ ଏକ ପ୍ରସବ ମାମଲାରେ ଲାଞ୍ଚ ନେଉଥିବା ବେଳେ…

ଗଣତାନ୍ତ୍ରିକ ମୂଲ୍ୟବୋଧରେ ନିରପେକ୍ଷ ଗଣମାଧ୍ୟମ ଆବଶ୍ୟକ

ବ୍ରହ୍ମପୁର ଅଫିସ,୨୪ା୭(ସ୍ମୃତିରଞ୍ଜନ ମହାଲିକ/ସୁବାସଚନ୍ଦ୍ର ପାଢୀ)- ଗଣତନ୍ତ୍ରରେ ଯୁବପିଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ଓ ବଳିଷ୍ଠ ଗଣତନ୍ତ୍ର ସେତେବେଳେ ପ୍ରତିଷ୍ଠା ହେବ, ଯେତେବେଳେ ଯୁବପିଢି ସତ୍ୟ ଅସତ୍ୟକୁ ବୁଝିବା ସହ ଠିକ ପଦକ୍ଷେପ ନେବା ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ।…

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବହିଷ୍କାର ଦାବିରେ ସ୍କୁଲ ଘେରାଉ : ପ୍ରଧାନ ଶିକ୍ଷୟିତ୍ରୀ ଚେତା ଶୁନ୍ୟ

କେସିଙ୍ଗା,୨୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବୋରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସବିତା ସେଠି ୧୦ ବସ୍ତା (୫) କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ନେଉଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?