ଆଶ୍ ପାଇପ ଫାଟି ରାସ୍ତା ଅବରୋଧ
କଣିହାଁ,୩୦।୬(ସଚିଦାନନ୍ଦ ପ୍ରଧାନ): କଣିହାଁ ବ୍ଲକସ୍ଥିତ ଏନ୍ଟିପିସି ପ୍ରକଳ୍ପର ଏକ ଆଶ୍ ପାଇପ ଫାଟି ଯିବାରୁ ଗୁରୁବାର ଅଧଘଣ୍ଟାରୁ ଅଧିକ ସମୟ ଧରି କଣିହାଁକୁ ସଂଯୋଗ କରୁଥିବା କାକୁଡିଆ-ଡେରେଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟତ ବ୍ୟାହତ ହୋଇଥିଲା। ଖବରପାଇ ପ୍ରକଳ୍ପ କର୍ତ୍ତୃପକ୍ଷ ପାଉଁଶ…
ନିର୍ମାଣ ହେଉନି ପକ୍କାରାସ୍ତା, ବଢୁଛି ଅସନ୍ତୋଷ
ବଇଣ୍ଡା,୩୦।୬(ପରିକ୍ଷିତ ସାହୁ): ପ୍ରତ୍ୟେକ ଗ୍ରାମକୁ ଗମନାଗମନ କିଭଳି ସଦୃଢ଼ ହେବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏସବୁ ଯୋଜନା ସିଧାସଳଖ ଭାବେ ଅନେକ ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ। କେଉଁଠି ରାସ୍ତା ଦୀର୍ଘଦିନ…
ସ୍ଥିତି ସୁଧାରିଲା ପ୍ରଶାସନ
ମାଧପୁର,୩୦ା୬(ମନୋଜ ପ୍ରଧାନ): ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳି ରେଞ୍ଜ ଅଫିସ ଠାରୁ ନୂଆଗାଁ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ସୋରିଷପଙ୍କ କୁଡ଼ାସାହି ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ନଳକୂଅ ବର୍ଷା ପାଣି ଘେରରେ ରହିଥିଲା। ଫଳରେ କୁଡ଼ାସାହିରେ…
ନାଲ୍କୋ ସିପିପିରେ ବିଦ୍ୟୁତ୍ ଉତ୍ପାଦନ ହ୍ରାସ
ବଅଁରପାଳ,୩୦ା୬(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋର ସିପିପିରେ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ଷ୍ଟକୟାର୍ଡରେ ବର୍ଷା ପାଣି ପଶିଯିବାରୁ କୋଇଲା ଫିଡିଂରେ ସମସ୍ୟା ହେଉଥିବା ଓ ବଏଲର ଷ୍ଟାର୍ଟ ପାଇଁ ଆବଶ୍ୟକ ପଡ଼ୁଥିବା ହେଭି…
ପୋଲିସ ବେଶରେ କରୁଥିଲେ ଡକାୟତି
ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ଏକ ୧୩ଜଣିଆ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗଙ୍କୁ ଧରିଛି। ୧୩ ଡକାୟତଙ୍କ ମଧ୍ୟରୁ ୧୦ଜଣ କଳାହାଣ୍ଡି ଓ ୩ଜଣ ବଲାଙ୍ଗୀର ଜିଲାର ବୋଲି ଜଣାପଡିଛି। ସେମାନେ ହେଲେ ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ରେଙ୍ଗାଲି…
ଏସ୍ଏଚ୍ଜି ସଭ୍ୟାଙ୍କୁ ମିଳୁନି ସାଇକେଲ
ବ୍ରହ୍ମପୁର,୩୦ା୬(ସ୍ମୃତି ରଞ୍ଜନ ମହାଲିକ): ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏପରିକି ସହରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ…
‘ସୁନା ନୁହେଁ, ପିତ୍ତଳ ଥାଳିରେ ଖାଉଛନ୍ତି ମହାପ୍ରଭୁ’
ପୁରୀ, ୩୦ା୬(ଅଜିତ୍ ମହାନ୍ତି): କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ପିତ୍ତଳ ଥାଳିରେ ଖାଉଛନ୍ତି ଏବଂ ପୁରୁଣା ଅଳଙ୍କାର ପରିଧାନ କରୁଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରଚୁର ରତ୍ନଅଳଙ୍କାର ଗଚ୍ଛିତ ରହିଥିଲେ ମଧ୍ୟ ଜଗତ ଠାକୁରଙ୍କ ବ୍ୟବହାରରେ ତାହା ଲାଗିପାରୁନାହିଁ। ଏହାଠୁ…
ସରୁନି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ: ଯାତାୟାତରେ ଅସୁବିଧା
ନାଉଗାଁ,୩୦ା୬ (ସୁଧା ବେହୁରା): ଗ୍ରାମାଞ୍ଚଳରେ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବସୁଧା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ପାଇପ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି।…
ଆବାସ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ
ନୂଆଗାଁ,୩୦।୬(ଧନେଶ୍ୱର ସାହୁ): ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନୟମିତତା ହୋଇଛି । ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବାଦ୍ ଦିଆଯାଇଛି । ହିତାଧିକାରୀ ଚୟନର ପ୍ରତିବାଦ କରି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ…
ଜଙ୍ଗଲ ଜମିରେ କୋଟଗଡ଼ ପାର୍କ
ନୟାଗଡ଼ ଅଫିସ,୩୦ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ରଣପୁର ତହସିଲ କୋଟଗଡ଼ ରାଜସ୍ବ ମୌଜାରେ ସରକାରୀ ଜମି, ମୁଣ୍ଡିଆ ଜମି, ରକ୍ଷିତ ଜଙ୍ଗଲ କିସମ ଜମିରେ ବେଆଇନ ଭାବେ କୋଟଗଡ ପାର୍କ, ରିସୋର୍ଟ, କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି ବୋଲି ଅଭିଯୋଗ ହୋଇଛି…
ଜମି ଦେଇ ଗାଁକୁ ରାସ୍ତା ନିର୍ମାଣ କଲେ ବୃଦ୍ଧ
ନୂଆଗାଁ,୩୦।୬ (ଧନେଶ୍ୱର ସାହୁ): ଆଦିବାସୀ ଗାଁକୁ ରାସ୍ତାଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ନେତା , ବ୍ଲକ ପ୍ରଶାସନକୁ ଗ୍ରାମବାସୀ ବାରମ୍ବାର ଗୁହାରୀ କରିଥିଲେ। ହେଲେ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ହେଲେ ସମ୍ପୃକ୍ତ ଗ୍ରାମର ମନେଇ କହଁର ନାମକ…
ଟମାଟୋ କିଣିବାକୁ ଡର, କିଲୋ ୧୦୦ରୁ ଅଧିକ
ପାରଳାଖେମୁଣ୍ଡି,୩୦ା୬(ଗିରିଧାରୀ ପରିଛା): ବଢୁଛି ପରିବା ଦର। ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ। ନିମ୍ନ ଓ ମଧ୍ୟବିତ୍ତ ପରିବାରର ଲୋକେ ପରିବା କିଣିବା ଆଗରୁ ଦଶ ଥର ଭାବୁଛନ୍ତି। ପାରଳାଖେମୁଣ୍ଡି ସହରରେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି। ମାସକ ତଳେ…
Archives


