ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ
ବ୍ରହ୍ମପୁର ୧୧।୭: ପୁଣି ଟ୍ରେନରେ ଅଗ୍ନିକାଣ୍ଡ ଧୂଆଁ ଦେଖି ଓହ୍ଲାଇପଡ଼ିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ରେଳ ଷ୍ଟେଶନ ପୂର୍ବରୁ । ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟରେ ଟ୍ରେନରୁ ଓହ୍ଲାଇ ପଡିଥିଲେ। ବ୍ରହ୍ମପୁର ରେଳ…
ସ୍ବାମୀ, ମହିଳା ଅଧିକାରୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ
ରାୟଗଡ଼ା,୧୧।୭ (ଆଶିଷ ରଞ୍ଜନ ପଣ୍ଡା): ପରକୀୟା ପ୍ରୀତିକୁ ନେଇ ଜଣେ ଶିକ୍ଷକ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ପତ୍ନୀ ଜଣକ ଶିକ୍ଷକ ସ୍ବାମୀ, ଶାଶୁ ଓ ଜଣେ ମହିଳା ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେବା…
ବିଶାଖାପାଟଣା-କିରାଣ୍ଡୁଲ ରେଳ ଲାଇନକୁ ଖସିଲା ପଥର
ନନ୍ଦପୁର/କୋରାପୁଟ, ୧୧ା୭ (ଶଙ୍କର ପୂଜାରି/ଅମିତାଭ ବେହେରା): ବିଶାଖାପାଟଣା କିରାଣ୍ଡୁଲ ରେଳ ଧାରଣାର କୋତାବାଲସା ଓ ବରା ଷ୍ଟେଶନ ମଝିରେ ସୋମବାର ଅପରାହ୍ନରେ ପାହାଡ ଉପରୁ ଏକ ବିରାଟ ପଥର ରେଳ ଧାରଣାକୁ ଖସିଛି। ଫଳରେ ଏହି ରୁଟ୍ରେ ସମସ୍ତ ରେଳ ଚଳାଚଳ…
ବିଦ୍ୟାଳୟ ପରିସରରୁ ବାହାରିଲା ୬ ଫୁଟ ଲମ୍ବର ନାଗ
କୋରୁକୋଣ୍ଡା,୧୧।୦୭(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ୬ ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ପିଲାମାନେ ପଡ଼ିଆରେ ଖେଳୁଥିବା ବେଳେ ବିଦ୍ୟାଳୟ ପାଚେରୀ ମଧ୍ୟରେ ଏହି ସାପଟିକୁ ଦେଖି…
ଓଡ଼ିଶା ସୀମା ଦେଖାଇବାରେ ଦ୍ୱନ୍ଦ୍ୱରେ ପଡିଲେ ତହସିଲଦାର
ନନ୍ଦପୁର, ୧୧ା୭ (ଶଙ୍କର ପୂଜାରି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତରେ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିବା ଏବଂ ଶୋଭାପୁଟସ୍ଥିତ ବିଜୁ ସେତୁ ଦୁଇ ପାର୍ଶ୍ୱରେ ଆନ୍ଧ୍ରର ନିର୍ମାଣ ଖବର ପ୍ରକାଶନ ପରେ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ…
ଯୋରନ୍ଦାର ବିକାଶ ପାଇଁ ୯୩ କୋଟି ମଞ୍ଜୁର
ଢେଙ୍କାନାଳ,୧୧ା୭(ରତନ ନାୟାର): ଢେଙ୍କନାଳ ଜିଲା ଯୋରନ୍ଦାସ୍ଥିତ ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ପୀଠ ମହିମାଗାଦିକୁ ଆନ୍ତର୍ଜାତିକସ୍ତରର ପର୍ଯ୍ୟଟନସ୍ଥଳୀ କରିବା ଏବଂ ଇଣ୍ଟିଗ୍ରେଟେଡ୍ ଡେଭେଲପମେଣ୍ଟ ଅଫ୍ ହେରିଟେଜ୍ ଆଣ୍ଡ ମନୁମେଣ୍ଟ ଆଣ୍ଡ ଟୁରିଷ୍ଟ ଡେଷ୍ଟିନେଶନର ୨୦୨୩-୨୪ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର…
ହାତୀପଲ ଉପରକୁ ଚଢିଗଲା ଟ୍ରେନ
କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ ଖଣ୍ଡ ଅଧୀନ ଦଇତାରୀ ରେଞ୍ଜ ବ୍ରାହ୍ମଣୀପାଳ ନିକଟ ଟ୍ରେନ୍ ଲାଇନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଯଖପୁରା-ବାଂଶପାଣି ମଝି ରେଳ ଲାଇନ୍ରେ ଏକ ହାତୀପଲ ପାର ହେଉଥିବା ବେଳେ ଏକ ମାଲବାହୀ…
ପାଖରୀରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ
ହାଟଡିହୀ,୧୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ସମ୍ମୁଖ ପୋଖରୀରୁ ମଙ୍ଗଳାବର ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଦୀପ ବେହେରା l ମିଳିଥିବା ସୂଚନା ମୁତାବକ, ୧ ମାସ ତଳେ ପ୍ରଦୀପ କେନ୍ଦୁଝରରୁ…
ଜୁରୁଡ଼ି-ବାମେବାରି ରାସ୍ତା ମରଣଯନ୍ତା
ଯୋଡ଼ା,୧୧ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ଜୁରୁଡ଼ି ବାମେବାରି ରାସ୍ତା ମରଣଯନ୍ତା ପାଲଟିଛି। ଜରିବାହାଲ, ଆନ୍ତରାମାନ୍ତର ଛକ ନିକଟରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ଖଣିଜ ପରିବହନ କରିଥାଆନ୍ତି।…
ଛିଣ୍ଡା ପଲିଥିନ ତଳେ ଅସହାୟ ବୃଦ୍ଧାଙ୍କ ଜୀବନ
ମହାକାଳପଡ଼ା, ୧୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ବିକାଶ କଥା କହୁଥିବା ବେଳେ ତୃଣମୂଳ ସ୍ତରରେ ବିକାଶର ବାସ୍ତବ ଚିତ୍ର ଠିକ୍ ଓଲଟା। ବୟସର ଅପରାହ୍ନରେ ଆଖିକୁ ଭଲ ଭାବେ ଦିଶୁନାହିଁ।…
ମୌସୁମୀ ବର୍ଷାର ଲୁଚକାଳି ଖେଳ, ଚିନ୍ତାରେ ଚାଷୀ
ମହାକାଳପଡ଼ା,୧୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚଳିତବର୍ଷ ଜୁନ୍ ମାସ ତୃତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଆଶାନୁରୂପକ ବର୍ଷା ହେଉନାହିଁ। ଫଳରେ ସ୍ଥାନୀୟ ଚାଷୀମାନଙ୍କ ଜମିରେ ପାଣି ନ ଥିବାରୁ ତଳି ଧାନ ନଷ୍ଟହେବାକୁ ବସିଲାଣି।…
ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାଙ୍କୁ ମିଳିବ ଚାଉଳ
ଜଗତ୍ସିଂହପୁର, ୧୧ା୭ (ପ୍ରମୋଦ କୁମାର ନାୟକ): ପାଠ ପଢିବା ସମୟରେ ଅନେକ ପିଲା ଭିନ୍ନକ୍ଷମ ଓ ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟ ଯାଇପାରୁ ନାହାନ୍ତି। ଏଥିଯୋଗୁ ସେମାନେ ପ୍ରଚଳିତ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚତ୍ତ ହେଉଛନ୍ତି। ଏହା ଉପରେ ମଣ୍ଟୁ ଦାସ ନାମକ ବ୍ୟକ୍ତି…
Archives


