ପଞ୍ଚାୟତ କାମ ସାରି ଫେରୁଥିଲେ, ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍; ଉନ୍ନୟନ ଅଧିକାରୀ…
ଦିଗପହଣ୍ଡି, ୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଆହତ ଜଣକ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ନୀଳକଣ୍ଠ ନଗରରେ ରହୁଥିବା…
ଫଳକରେ ନାଁ ନ ଥିବାରୁ ତେଜିଲା ଅସନ୍ତୋଷ
କେସିଙ୍ଗା,୨୧ା୧୧ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା କେନ୍ଦ୍ରୀୟ କେନ୍ଦୁପତ୍ର କାର୍ଯ୍ୟାଳୟ ନିକଟରେ ଆଦିବାସୀ କନ୍ଧ ସମାଜ ଭବନକୁ ଶୁକ୍ରବାର ଜିଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହାସହ ତିନିକୋଣିଆ ଛକଠାରୁ…
ଭିଜିଲାନ୍ସ ଜାଲରେ କାଦୋପଡା ପେକ୍ସ ସମ୍ପାଦକ: ୪୦.୭୧ ଲକ୍ଷ ଟଙ୍କା ହେରଫେର …
ଦେବଗଡ,୨୧|୧୧(ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଜିଲା କାଦୋପଡା ପେକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ୪୦.୭୧ ଲକ୍ଷ ଟଙ୍କା ହେରଫେର ମାମଲାରେ ପେକ୍ସ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ଗିରଫ କରାଯାଇଛି। ଚାଷୀ ଫେରସ୍ତ କରୁଥିବା ଋଣ ଟଙ୍କା ହେରଫେର…
ଭୋଜିକୁ ଯାଇଥିଲେ ମା’ ବାପା: ନାବାଳିକଙ୍କୁ ଭୟଭୀତ କରି କରିଥିଲେ ବଳତ୍କାର: ରାୟ ପ୍ରକାଶ
ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ):ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ସାକ୍ଷ୍ୟ ପ୍ରମାଣ ଆଧାରରେ ସେ ଆସିକା ଥାନା ଅଞ୍ଚଳର କ୍ରିଷ୍ଣା ନାଇକ (୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ…
ଶିଶୁ ବୈଜ୍ଞାନିକଙ୍କୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟରେ
ଭଞ୍ଜନଗର,୨୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ କାହ୍ନୁ ରାଉତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଭଞ୍ଜନଗର ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ମେଳାକୁ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର…
ଭବାନୀପାଟଣା ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ, ଟୁଇଟ୍ କରି ବିଧାୟକ କହିଲେ…
ଭବାନୀପାଟଣା,୨୧।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ବିଧାୟକ ସାଗର ନିଜ ଏକ୍ସରେ ଟୁଇଟ କରି ସୂଚନା ଦେଇଛନ୍ତି। ଭବାନୀପାଟଣା ଦେପୁର ଯୋନ ସଭାପତି ଉଦେପୂର୍ ଗ୍ରାମର…
ରେଙ୍ଗାଲି, ଘଣ୍ଟୁପଡ଼ା ବିଦ୍ୟାଳୟରେ ସ୍ବତନ୍ତ୍ର ଗ୍ରାମ ସଭା ବିଦ୍ୟାଳୟକୁ ସ୍ଥାୟୀ …
କର୍ଲାମୁଣ୍ଡା,୨୧ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଅନେକ ବିଦ୍ୟାଳୟରେ ସ୍ଥାୟୀ ଜମି ପଟ୍ଟା ନାହିଁ। ଶୀଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ବ୍ଲକ ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ସ୍ବତନ୍ତ୍ର ଗ୍ରାମସଭା ଶୁକ୍ରବାର ଅନୁଷ୍ଠିତ…
ରତ୍ନଭଣ୍ଡାର ଗଣତିମଣତି ନେଇ ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ଯେଉଁ ସମୟରେ ଶ୍ରୀମନ୍ଦିରରେ ଅଧିକ…
ପୁରୀ,୨୧ା୧୧: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିକୁ ନେଇ କହିଛନ୍ତି, ଶ୍ରୀମନ୍ଦିରରେ ଯେତେବେଳେ ନୀତିକାନ୍ତି ଅଧିକ ନ ଥିବ, ସେହି ସମୟରେ ଗଣତିମଣତି ହେବ।…
ପରମ୍ପରା-ସଂସ୍କୃତି-ସାମାଜିକ ଶିକ୍ଷା ପ୍ରତି ଗୁରୁତ୍ୱ, ଛାତ୍ରୀଛାତ୍ର ଶିଖିଲେ ପରିବେଶ ସୁରକ୍ଷା
ଦାରିଙ୍ଗବାଡ଼ି,୨୧ା୧୧: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ମନ୍ଦିରର ବନ ବିହାର କାର୍ଯ୍ୟକ୍ରମ ଡୁଲୁରୀ ପାଇନବଣଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଭାପତି ଯୁଧିଷ୍ଠିର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ମଞ୍ଚ ସଂଯୋଜନା…
ରଙ୍ଗତୂଳୀରେ ହ୍ୟୁମାନଙ୍କୁ ମନେ ପକାଇଲେ ଫ୍ୟାନ୍, ଜୀବନ୍ତ ଚିତ୍ର କରି ଚର୍ଚ୍ଚାରେ ସୁନୀଲ
ଦାରିଙ୍ଗବାଡ଼ି,୨୧ା୧୧(ଅରୁଣ ସାହୁ): ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ବିୟୋଗ ପରେ ତାଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ଅନେକ ଚିନ୍ତା ବଢ଼ିଛି। ତାଙ୍କ ସଙ୍ଗୀତକୁ ସମସ୍ତେ ମନେ ପକାଉଥିବାବେବେଳେ ତାଙ୍କ ସମସ୍ତ ସ୍ମୃତିକୁ ସାଉଁଟିବାରେ ଲାଗିଛନ୍ତି ତାଙ୍କ ସମର୍ଥକ ଓ ଫ୍ୟାନମାନେ।…
ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାରଙ୍କ ପରଲୋକ
ବଲାଙ୍ଗୀର,୨୧ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଜଣାଶୁଣା ସମାଜସେବୀ ତଥା ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାର (୬୩)ଙ୍କ ଶୁକ୍ରବାର ପରଲୋକ ହୋଇଛି। ସ୍ଥାନୀୟ ମହାରାଣୀ ସାଗର ଆଡ଼ିବନ୍ଧରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଯାଉଥିବା ବେଳେ ସେ ପଡ଼ିଯାଇ ଗୁରୁତର ହୋଇଥିଲେ।…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢିଲା ପୁରୀ ସେବାୟତଙ୍କ ପେନସନ ରାଶି, ଜାଣନ୍ତୁ କେତେ…
ଭୁବନେଶ୍ୱର,୨୧।୧୧: ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ…
Archives


