ପଡ଼ିଆରେ ଖେଳ ପ୍ରତି ଆଗ୍ରହ କମୁଛି: ମୋବାଇଲ ଗେମ୍ରେ ବିତୁଛି ସମୟ
ନୂଆପଡ଼ା,୨୨/୧୧ (ମକାରୁ ବେମାଲ):ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଖେଳପଡିଆରେ ଖେଳିବାକୁ ରୁଚି ରଖୁନାହାନ୍ତି। ହାତରେ ମୋବାଇଲ ଥିବାରୁ ସେମାନେ ବିଭିନ୍ନ ପ୍ରକାର ଗେମ୍ ଖେଳି ସମୟ ବିତାଉଛନ୍ତି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଯାହା ହାତରେ ଦେଖିବ ମୋବାଇଲ। ପୂର୍ବରୁ ପିଲା ସ୍କୁଲରୁ…
ପୁଣି ଚଢିଲା ତାପମାତ୍ରା: ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡି,୨୨।୧୧(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ପାରଦ ଉପରମୁହାଁ। ଗତ ୩ ଦିନ ତଳେ ପାରଦ ୭ ଡିଗ୍ରୀ ରହିଥିବାବେଳେ ହଠାତ ତାପମାତ୍ରା ଉପରମୁହାଁ ହୋଇ ଶନିବାର ସର୍ବନିମ୍ନ ୧୪ ଡିଗ୍ରୀରେ ପହଞ୍ଚିଛି । ଫଳରେ ଶୀତ ଅନୁଭୂତ…
ମତ୍ସ୍ୟଜୀବୀଙ୍କ ପାଇଁ କରାଯିବ ସମସ୍ତ ବ୍ୟବସ୍ଥା
ଗଞ୍ଜାମ,୨୨।୧୧(ବିଦ୍ୟାଧର ସାହୁ): ମତ୍ସ୍ୟ ଦିବସ ଉପଲକ୍ଷେ ହୁମା ଶୁଖୁଆ ହାଟ ନିକଟରେ ଥିବା ମତ୍ସ୍ୟ ହଲଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l ଉପଜିଲାପାଳ ଶିବାଶିଷ ବରାଳ,ଉପମତ୍ସ୍ୟ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା,ଜିଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ଯେ…
ସପ୍ତାହକରେ କିଡ୍ନୀ ରୋଗରେ ଗଲାଣି ୪ ଜୀବନ: ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ
ଅମରପାଲି,୨୨ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ସପ୍ତାହକ ମଧ୍ୟରେ ୪ ଜୀବନ ନେଲାଣି କିଡ୍ନୀ ରୋଗ। ହେଲେ ଏନେଇ ପ୍ରଶାସନ ପାଖରେ କିନ୍ତୁ କୌଣସି ଖବର ନାହିଁ। ବହଳପଦର ପଞ୍ଚାୟତରେ ୨ଜଣ, ଦୁର୍ଜନତୈଲା ପଞ୍ଚାୟତରେ ଜଣେ ଓ କୋଟସମଲାଇ ପଞ୍ଚାୟତରେ…
ମା’ବାପାଙ୍କୁ ଛୁରୀରେ କାଟିଦେଲେ ପୁଅ, ହତ୍ୟା କରି ସ୍ତ୍ରୀ’ଙ୍କୁ କଲ୍ କରି କହିଲେ…
କଟକ,୨୨।୧୧: କଟକ ଦରଘା ବଜାର ଅଞ୍ଚଳରେ ଡବଲ ମର୍ଡର । ଦରଘା ବଜାର ଓଲ୍ଡ ଜେଲ କଲୋନୀରେ ବାପା ଓ ସାବତ ମା’କୁ ଅତି ନିର୍ମମ ଭାବେ ହତ୍ୟା କଲେ ପୁଅ । ଶୁକ୍ରବାର ରାତି ୯ଟା ସମୟରେ ବାପା ମା’ଙ୍କୁ…
ଥଇଥାନ ପୂର୍ବରୁ ଉଠାଦୋକାନୀଙ୍କୁ ଉଚ୍ଛେଦ: ଲୋକଙ୍କ ପେଟପାଟଣା ପ୍ରଭାବିତ
ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ଗତ କିଛିଦିନ ହେଲା ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଏଥିରେ ଅଧିକାଂଶ ଠେଲା ଦୋକାନୀ ଏବଂ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଛନ୍ତି। ରାସ୍ତାପାର୍ଶ୍ୱ ପ୍ରଶସ୍ତୀକରଣ ଏବଂ ଡ୍ରେନ ନିର୍ମାଣ ପାଇଁ ଉଚ୍ଛେଦ…
ଧାନ ବିକ୍ରି ଆରମ୍ଭରୁ ଅଚଳାବସ୍ଥା ଆଶଙ୍କା: ଖୋଲା ଆକାଶ ତଳେ ପଡ଼ିରହିଛି ଧାନ
ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଚଳିତ ମାସ ପହିଲାରୁ ଜୋର୍ ଧରିଛି। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ହୋଇନାହିଁ। ପୂର୍ବରୁ ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲାରେ ଧାନ କିଣାବିକା ଆରମ୍ଭ…
ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀପଲ
ନୂଆପଡ଼ା,୨୧ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଓ ବୋଡେନ ବ୍ଲକର ବିଭିନ୍ନ ଗାଁରେ ୩୦ ଟିକିଆ ହାତୀପଲ ଆତଙ୍କ ଦେଖାଦେଇଛି। ଶୁକ୍ରବାର ହାତୀମାନେ କୋମନା ବ୍ଲକର ଦେଓଦର୍ହା ଗାଁରେ ଅନେକ ଲୋକଙ୍କ ଧାନଫସଲ ଖାଇବା ସହ ମାଡି ନଷ୍ଟ କରିଛନ୍ତି।…
ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର
କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧ ବର୍ଷୀୟ ଶ୍ରମିକ ନିଖୋଜ ହୋଇଯାଇଥିବା ଖବର ମିଳିଛି। ଘଟଣାକୁ ନେଇ ପରିବାର ସଦସ୍ୟମାନେ ଅତ୍ୟନ୍ତ…
କୋରାପୁଟରେ ହେବ ଜିଲା ସଂସ୍କୃତି ଭବନ
କୋରାପୁଟ,୨୧।୧୧(ଅମିତାଭ ବେହେରା): କୋରାପୁଟ ସହରର ଭବାନୀନଗରଠାରେ ୧୦ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜିଲା ସଂସ୍କୃତି ଭବନ ଓ କାର୍ଯ୍ୟାଳୟ ନିର୍ମାଣ କରାଯିବ। ଏ ନେଇ ଶୁକ୍ରବାର ଭିତ୍ତି ୟପ୍ରସ୍ତର ସ୍ଥାପନ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ…
ଘରେ ପଶି ଚୋରି କରୁଥିବା ବେଳେ ପଡ଼ିଲେ ଧରା: ସୁନା, ରୂପା ଅଳଙ୍କାର ସହ ଟଙ୍କା ଜବତ କଲା ପୋଲିସ
ଗଜପତି,୨୧।୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦୁଇ ଦୁର୍ବୃତ୍ତଙ୍କୁ ଚୋରୀ କରୁଥିବା ସମୟରେ ଧରିଥିବା ଜଣାପଡିଛି । ସେମାନଙ୍କଠାରୁ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ ହୋଇଛି। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୩୩୧/୨୫ରେ…
ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ
ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ ଶୁକ୍ରବାର ଅପରାହ୍ନରେ ଅନ୍ୟ ଜଣେ ଛାତ୍ର ଲିଙ୍ଗରାଜ ମହାପାତ୍ରଙ୍କ ମୃତଦେହ ମିଳିଛି। ୩ ଦିନ…
Archives


