ଦିଲ୍ଲୀ ବାଣିଜ୍ୟ ମେଳାରେ କେସିଙ୍ଗାର ଘୁମୁରା ନୃତ୍ୟ ପ୍ରଶଂସିତ
କେସିଙ୍ଗା,୨୨ା୧୧ (ତୁମେଶ୍ୱର ସାହୁ): ଦିଲ୍ଲୀରେ ଚାଲିଥିବା ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଅବସରରେ ଅନୁଷ୍ଠିତ ଓଡ଼ିଶା ଦିବସରେ କଳାହାଣ୍ଡି କେସିଙ୍ଗାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ଉଚ୍ଚ ପ୍ରଶଂସିତ ହୋଇଛି। ଏହି ଦିବସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି…
ଏକୁଟିଆ ଥିବା ବେଳେ ଘରେ ପଶି ଆସି ଗୁପ୍ତାଙ୍ଗକୁ କାମୁଡିଲା କୁକୁର, ଦିବ୍ୟାଙ୍ଗ ଶିଶୁ…
ମୋହନା,୨୨ା୧୧(ମନ୍ମଥ ମିଶ୍ର)- ମୋହନା ବ୍ଲକ ଅନ୍ତର୍ଗତ ଗରଡ଼ମା ପଞ୍ଚାୟତର ମୋବିଲି ଗାଁରେ ଶନିବାର ସକାଳ ସାଢ଼େ ୭ଟାରେ ଏକ ଦିବ୍ୟାଙ୍ଗ ଶିଶୁଙ୍କୁ କୁକୁର କାମୁଡି ଗୁରୁତର କରିଛି। ସେ ହେଲେ ଗ୍ରାମର ବାପି ସିଂଙ୍କ ଦିବ୍ୟାଙ୍ଗ ପୁଅ ଗଡ଼ସନ (୯)। ମା’…
ମହିଳାଙ୍କୁ ଘରେ ପଶି ଅସଦାଚରଣ, ଗାଁରେ ଖଣ୍ଡା ଧରି ବୁଲିଲେ; ଶେଷରେ ଅଭିଯୁକ୍ତଙ୍କୁ …
ଦିଗପହଣ୍ଡି,୨୨।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ବରପଲ୍ଲୀ ଗ୍ରାମର ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଗ୍ରାମର ଅଭିଯୁକ୍ତ ସଂଗ୍ରାମ ଭୁଁୟା ଖଣ୍ଡା ଧରି ମହିଳାଙ୍କ ସ୍ବାମୀ ଓ ଦେଢ଼ଶୁରଙ୍କୁ ଜୀବନରେ…
ଝିଅ ଦେହ ଖରାପ ଖବର ପାଇ ଯାଇଥିଲେ ଦିଲ୍ଲୀ: ନିଖୋଜ ହେବାର ୪ ବର୍ଷ ପରେ ଜୀବିତ ଫେରିଲେ ବୃଦ୍ଧ
ଉମରକୋଟ, ୨୨।୧୧(ସନ୍ତୋଷ ଶତପଥୀ): ୪ ବର୍ଷ ତଳେ ଦିଲ୍ଲୀରୁ ନିଖୋଜ ଥିବା ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ଦଶରାପଦା ସାହିର ଲାଲୁ ହରିଜନ (୬୫) ଘରକୁ ଫେରିଛନ୍ତି। ବାପାଙ୍କୁ ପାଇବା ଆଶା ହରାଇ ଦେଇଥିବା ତାଙ୍କ ପିଲାମାନେ ଲାଲୁଙ୍କୁ ପାଖରେ ପାଇ…
ଗଞ୍ଜାମ-କନ୍ଧମାଳ ସୀମାରେ ମାଓବାଦୀ ଦମନ ଯୋଜନା, ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ଡିଜି
ଭଞ୍ଜନଗର,୨୨।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ସୀମାଠାରୁ ୫ କି.ମି. ଭିତରେ ଥିବା କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗତ ସେପ୍ଟେମ୍ବର ୧୮ ତାରିଖରେ ଏସ୍ଓଜି ପକ୍ଷରୁ କମ୍ବିଂ ଅପରେଶନ ଚାଲିଥିଲା। ଏହି ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ…
ଗୁଗୁଲ୍ ଦେଖି ଆସୁଥିଲେ, ଘାଟି ତଳକୁ ଖସି ପଡ଼ିଲା ପରିବା ବୋଝେଇ ଟ୍ରକ୍; ଚାଳକଙ୍କ ସହ ୨ଜଣ…
ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଯାଉଥିବା ଏକ ପରିବା ବୋଝେଇ ଟ୍ରକ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ୨…
ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ
ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ସେମାନଙ୍କ ମଧ୍ୟରେ ଛତିଶଗଡ଼ ମାଓବାଦୀ ସଂଗଠନର ୨ ଟପ୍ ମାଓବାଦୀ ନେତା…
ଉପରେ ଧାନ କୁଣ୍ଡା ବସ୍ତା, ଭିତରେ ବୋଝେଇ ହୋଇଛି ଶାଳ କାଠ; ମାଡ଼ି ବସିଲା ତୁମୁଡ଼ିବନ୍ଧ ବନ ବିଭାଗ…
ତୁମୁଡିବନ୍ଧ,୨୧।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳର କୁର୍ତୁମ ଗଡ଼ ସେକ୍ସନର କରକୁଡୁପା ପାଞ୍ଚାୟତର ଜାକିଙ୍ଗିଆ ଜଙ୍ଗଲରେ ଶାଳକାଠ ବୋଝେଇ ଏକ ୪୦୭ ଗାଡ଼ିକୁ ଜବତ କରିବାରେ ତୁମୁଡିବନ୍ଧ ବନ ବିଭାଗ ସଫଳ ହୋଇଛି । ସୂଚନା ଅନୁସାରେ ଶୁକ୍ରବାର…
ଶିରୋଲ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ଅକାଳ ବିୟୋଗ, ଶୋକବ୍ୟକ୍ତ କଲେ…
କେସିଙ୍ଗା,୨୨।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଶିରୋଲ ଗ୍ରାମପଞ୍ଚାତର ନାଏବ ସରପଞ୍ଚ ପଙ୍କଜ ମାଝୀ(୫୫)ଙ୍କ ଶନିବାର ଅକାଳ ବିୟୋଗ ହୋଇ ଯାଇଛି। ସେ କିଛି ଦିନ ଧରି ଜ୍ବରରେ ପୀଡ଼ିତ ଥିଲେ। ଶନିବାର ସକାଳେ ଜ୍ୱର ବଢ଼ିବାରୁ ତାଙ୍କୁ…
ପୋଖରୀ ପୁନରୁଦ୍ଧାର ନାମରେ ଅର୍ଥ ଆତ୍ମସାତ୍ ଅଭିଯୋଗ
ଥୁଆମୂଳ ରାମପୁର,୨୨ା୧୧(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦରଠାରେ ରାଜାରାଜୁଡ଼ା ଅମଳର ପୁରୁଷୋତ୍ତମ ସାଗର ଓ ଆଡିବନ୍ଧ ସାଗର ନାମରେ ୨ ପୋଖରୀ ରହିଛି। ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି…
ବିର୍ସା ମୁଣ୍ଡା କପ ଫୁଟ୍ବଲ: ତୁଷରା ଚାମ୍ପିୟନ
ରିଷିଡ଼ା,୨୨ା୧୧(ସୁଶାନ୍ତ ମଲ୍ଲିକ)- ଚତୁର୍ଥ ବାର୍ଷିକ ବିର୍ସା ମୁଣ୍ଡା କପ ଫୁଟ୍ବଲ ଟୁର୍ନାମେଣ୍ଟ ୨୦୨୫ କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଶିରାବାହାଲ ବିର୍ସା ମୁଣ୍ଡା ଖେଳପଡିଆରେ ଶନିବାର ଉଦ୍ଯାପିତ ହୋଇଯାଇଛି। ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଏଥିରେ…
୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ
ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରାଯାଇଛି। ହିନ୍ଦୋଳ ସବ୍ ଟ୍ରେଜରିର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ…
Archives


