ଆମ ଜିଲା ଖବର

ପୋଲିସ ଜୁଲୁମକୁ ବିରୋଧ: ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଚେତାବନୀ

ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ନିର୍ମାଣ ପ୍ରତିଷ୍ଠାକୁ ନେଇ ପ୍ଲାଣ୍ଟ ବିରୋଧୀ ଓ ସପକ୍ଷବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସର୍ବଦା ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳୁଛି। ରବିବାର ସକାଳେ...

ଚାଲିଛି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର: ଶ୍ରୀମନ୍ଦିର ଭିତରକୁ ଗଲେ…

ପୁରୀ,୨୩।୯: ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି। ରତ୍ନ ଅଳଙ୍କାର ସ୍ଥାନନ୍ତର...

ମିଳୁନି ଦରମା , ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲେ ଇସି ସଦସ୍ୟା

ବଲାଙ୍ଗୀର,୨୩।୯(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକର ମିଶନ ଶକ୍ତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି (ଇସି) ସଦସ୍ୟାଙ୍କୁ କମିଟି ବୈଠକକୁ ଡକାଯାଉନଥିବା ଏବଂ ମାସିକ ଦରମା ଦିଆଯାଉନଥିବା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି...

ଜନଜାତି ଯୁବତୀ-ଯୁବକଙ୍କ ଦକ୍ଷତା ବଢାଇବାକୁ ଅଣ୍ଟା ଭିଡ଼ିଲେ ବିଡିଓ

ଦାରିଙ୍ଗବାଡି, ୨୩।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁସୂଚିତ ଜନଜାତି ଯୁବତୀ ଏବଂ ଯୁବକ ମାନଙ୍କର ଦକ୍ଷତା ତଥା କ୍ଷମତାକୁ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା ଆଦି କର୍ମଯୋଗୀ ଅଭିଯାନର ଏକ ୨ ଦିନିଆ କର୍ମଶାଳା...

ମାନମୁଣ୍ଡାକୁ NAC ଘୋଷଣା ଦାବି: ୧୨ ଘଣ୍ଟିଆ ବନ୍ଦ ଡାକରା, ଯାତାୟାତ ଠପ୍‌

କଣ୍ଟାମାଳ,୨୩।୯( ଆଦିତ୍ୟଶ୍ୱେର ମିଶ୍ର): ବୌଦ୍ଧ ଜିଲା ମାନମୁଣ୍ଡାକୁ ଏନଏସି ଘୋଷଣା ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ନିର୍ବାଚନ ପୂର୍ବରୁ ମାନମୁଣ୍ଡାକୁ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପରେ ବର୍ତ୍ତମାନର ରାଜ୍ୟର ଅନେକ ସ୍ଥାନକୁ...

ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶରୀ ମଙ୍ଗଳବାର ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ହୋଇଛି । ଭକ୍ତମାନେ ଧୂପ, ଦୀପ, ଫୁଲ...

ଅଜଣା ମୃତଦେହ ସଂସ୍କାରବେଳେ ମାଡ଼ିବସିଲା ପୋଲିସ: ବଢୁଛି ଚର୍ଚ୍ଚା

ଅମରପାଲି,୨୩/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବଡ଼ମାଳ ଗ୍ରାମରେ ସୋମବାର ଏକ ଅଜଣା ମୃତଦେହ ସଂସ୍କାର ବେଳେ ଗ୍ରାମବାସୀ ବିରୋଧ କରିବା ସହ ପ୍ରତିବାଦ କରିଛନ୍ତି। ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି।...

ବନ୍ଦ ଥିବା ମାଳିଦାଦର ସ୍କୁଲ ଖୋଲିବାକୁ ଦାବି: ଜିଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା

ଅମରପାଲି,୨୩/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଉପାନ୍ତ ମାଳିଦାଦର ଗ୍ରାମରେ ବନ୍ଦ କରାଯାଇଥିବା ୟୁପି ସ୍କୁଲ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ସୋମବାର ଦିନ ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇ...

ତିନିମୁହାଣି ଫେରିଘାଟରେ ୨୫ ଫୁଟ୍‌ର ବଉଳା କୁମ୍ଭୀର: ପଦା କଲାଣି ଛେଳି, ମେଣ୍ଢା, ବତକ

ମହାକାଳପଡ଼ା, ୨୩ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ମାଉଥ ୱାନ୍‌ ବଉଳକଣି -ଜମ୍ବୁ – କେବି ଦାଣ୍ଡୁଆ ପଞ୍ଚାୟତର ସଙ୍ଗମସ୍ଥଳ ତିନି ମୁହାଣି ଫେରିଘାଟରେ ଏକ ୨୫ ଫୁଟ୍‌ରୁ ଅଧିକ ଲମ୍ବର ବିଶାଳ ବଉଳା କୁମ୍ଭୀର ଆତଙ୍କ...

ଆଜି ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଅଳଙ୍କାର

ପୁରୀ,୨୩ା୯(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀବିଗ୍ରହମାନଙ୍କ ଅଳଙ୍କାର ତଥା ମୂଲ୍ୟବାନ୍‌ ସାମଗ୍ରୀ ୨୩ ତାରିଖ ମଙ୍ଗଳବାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ଏହି ସମୟରେ ଅର୍ଥାତ୍‌...

ନିଆରା ତିଳତର୍ପଣ: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନଡ଼ିଆ ଗଛ ରୋପଣ କଲେ ଗ୍ରାମବାସୀ

ବରଗଡ଼ ୨୨।୯(ପ୍ରେମାନନ୍ଦ ଖମାରୀ): ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଉଥିବାବେଳେ ବରଗଡ଼ ଜିଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗ୍ରାମବାସୀ ନିଆରା ଶୈଳୀରେ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗ୍ରାମର ବୋହୂ ଓ ଝିଅମାନେ ସମବେତ ହୋଇ...

ପୌର ଉପାଧ୍ୟକ୍ଷାଙ୍କ ଅନାସ୍ଥା ଭୋଟିଂ ପାଇଁ ଜାରି ହେଲା ନୋଟିସ, ଅକ୍ଟୋବର ୯…

ରାୟଗଡ଼ା,୨୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଘଟଣାରେ ଆସନ୍ତା ଅକ୍ଟୋବର ୯ ତାରିଖରେ ଭୋଟିଂ ପାଇଁ ସୋମବାର ନୋଟିସ ଜାରି ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପୌର ପରିଷଦରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri