ମା’ ସମଲେଶ୍ବରୀଙ୍କ ସ୍କନ୍ଧମାତା ବେଶ, ଦର୍ଶନ ପାଇଁ ଭକ୍ତଙ୍କ ସମାଗମ
ବରଗଡ଼,୨୬।୯(ପ୍ରେମାନନ୍ଦ ଖମାରୀ)- ଶାରଦୀୟ ପୂଜା ଉତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀ ଶୁକ୍ରବାର ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ...
ବାଲିଯାତ୍ରା ପ୍ଲଟ ଆବଣ୍ଟନ: ଆଜିଠୁ ପଞ୍ଜୀକରଣ, ଜାଣନ୍ତୁ କେମିତି କରିପାରିବେ ଆବେଦନ
କଟକ,୨୬ା୯(କାର୍ତ୍ତିକ ସାହୁ):ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆବଣ୍ଟିତ ହେବାକୁ ଥିବା ପ୍ଲଟ ନିଲାମ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଓ ସର୍ତ୍ତାବଳୀ ଲାଗୁ କରାଯାଇଛି। ଅତିରିକ୍ତ...
ବିଗୁଡୁଛି ଆଇନ ଶୃଙ୍ଖଳା: ସ୍ବେଚ୍ଛାସେବୀଙ୍କୁ ସଂଘବଦ୍ଧ ଆକ୍ରମଣ
ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ନିଶା କାରବାରରୁ ଅପରାଧ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଗୁରୁବାର ଦିନ ଦ୍ବିପ୍ରହରରେ ଜିଲାର ଜଣେ ଆଗଧାଡିର ସ୍ବେଚ୍ଛାସେବୀ ତଥା ସଂକଳ୍ପ ପରିବାରର ସଭାପତି...
ଯନ୍ତ୍ରଣା ବଢ଼ାଉଛି ଜଗନ୍ନାଥ ସଡ଼କ, କଷ୍ଟ ଦେଉଛି ରାସ୍ତା ଗର୍ତ୍ତ
ଧର୍ମଶାଳା ୨୫।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ୧୬ ଜାତୀୟ ରାଜପଥ ବୁଦ୍ଧଛକଠାରୁ ଧର୍ମଶାଳା ବଜାର ଦେଇ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି। ୪ ଥାକିଆ ରାସ୍ତା ପାଇଁ ଦୀର୍ଘ ଦିନ ହେବ କାମ ଆରମ୍ଭ ହୋଇଥିଲେ...
ପାଳିତ ହେଲା ଜାତୀୟ ସେବା ଯୋଜନା ଦିବସ
କେସିଙ୍ଗା,୨୫ା୯(ତୁମେଶ୍ବର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ବାରିକ...
ଆର୍ଏସ୍ଏସ୍ର ଶତାବ୍ଦୀ ବର୍ଷ ପାଳିତ
ଦାରିଙ୍ଗବାଡ଼ି,୨୫ା୯ (ଅରୁଣ ସାହୁ): ଦାରିଙ୍ଗବାଡ଼ିର ରାଶିପଦା ପଡିଆଠାରେ ଆର୍ଏସ୍ଏସ୍ର ଶହେ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ପଥ ସଞ୍ଚଳନ କାର୍ଯ୍ୟକ୍ରମ ପେଟ୍ରୋଲ ଟାଙ୍କି ଛକ ନିକଟରୁ ବାହାରି ବଜାର ଦେଇ ଘୋଷ ବାଦ୍ୟ ତାଳେତାଳେ ରାଶିପଦା...
ପ୍ରେମରେ ମିଳିଲା ଧୋକା, ବିଏସ୍ସି ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା
ମାଲକାନଗିରି,୨୫।୯: ମାଲକାନଗିରି ଜିଲାର ଏମ୍ଭି-୧୩ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରେମରେ ପ୍ରତାରଣାର ଶିକାର ହୋଇ ଜଣେ ୨୧ ବର୍ଷୀୟ ବିଏସ୍ସି ନର୍ସିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣଙ୍କ ମାଲକାନଗିରି ଥାନା ଅନ୍ତର୍ଗତ ଏମ୍ଭି-୩୬ ଗ୍ରାମର...
ପରିତ୍ୟକ୍ତ ଝାଟି ମାଟି ଘରେ ୧୭୬ ରାଶନ କାର୍ଡ, କିଏ -କାହିଁକି ଫିଙ୍ଗିଛି ତାହା ଏବେ ବଡ଼ ପ୍ରଶ୍ନବାଚୀ
ତୁମୁଡିବନ୍ଧ,୨୫।୯,(ଦୀପକ କୁମାର ପରାସେଠ): ପରିତ୍ୟକ୍ତ ଝାଟି ମାଟି ଘରୁ ରାଶନ କାର୍ଡ ମିଳିବା ପରେ ଏବେ ଅନେକ ପ୍ରଶ୍ନ ଉଠିଛି। କିଏ ଆଉ କେଉଁ ଉଦ୍ଦେଶ୍ୟରେ ଏହାକୁ ଫିଙ୍ଗିଛି ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ପଡିରହିଥିବା କାର୍ଡ଼କୁ...
ସାର ପାଇଁ ତେଜିଲା ଚାଷୀ ଆନ୍ଦୋଳନ
ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଅଭାବ ଦେଖାଦେଇଛି। ଏନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟ ରଘୁନନ୍ଦନ ଟ୍ରେଡ଼ର୍ସ ଘରୋଇ ଡିଲରଙ୍କ ଗୋଦାମ ସମ୍ମୁଖରେ ତୁରନ୍ତ ୟୁରିଆ...
ଆଇପିଏଲ ନାଁରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ଅଭିଯୋଗ
ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ, ସ୍ଥାନୀୟ ଖମାର ନାଳରେ ଦୂଷିତ କେମିକାଲ ପାଣି ଛାଡୁଥିବା ଓ ନିଷ୍କାସିତ ହେଉଥିବା ଗ୍ୟାସ...
ହାଇୱା ଟ୍ରକ ମାଡ଼ିଯିବାରୁ ଚାଲିଗଲା ୩ ଜୀବନ: କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ
ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନମ୍ବର ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏକ ହାଇୱା ଟ୍ରକ(ନଂ.ଓଡି୦୫ଏଫ-୯୦୦୧) ମାଡ଼ି ଯିବାରୁ ଦିଗପହଣ୍ଡିର ୩ଜଣ ବାଇକ୍ ଆରୋହୀ ଏମ୍. ଅଶ୍ୱିନୀ କୁମାର...
ତୁଡୁକିବାଡିରେ ଗଜଲଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ତୁଡୁକିବାଡି ଗ୍ରାମରେ ଚଳିତ ଗଜଲଷ୍ମୀ ପୂଜା ବଡ଼ ଧୂମଧାମରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଗୁରୁବାର ଅପରାହ୍ନରେ ଗ୍ରାମରେ ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଗଜଲଷ୍ମୀଙ୍କ ପୂଜା ପାଇଁ...
Archives


