ବରଗଡ଼ରେ ଚାଞ୍ଚଲ୍ୟ: ଗାଡ଼ି ଡିକିରୁ ଲୁଟିନେଲେ ୧୧ଲକ୍ଷ ଟଙ୍କା
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲିରେ ଚାଷୀଙ୍କ ସ୍କୁଟି ଡ଼ିକିରୁ ୧୧ ଲକ୍ଷ ୬୩ ହଜାର ଟଙ୍କା ଲୁଟ ଘଟଣାରେ ବରଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ପକାଲାପାଲି…
ଜାତୀୟ ପତାକା ଉତ୍ତୋଳନ କଲେ ୯୦ ବର୍ଷୀୟା ବୃଦ୍ଧା, ବଖାଣିଲେ ସ୍ବାଧୀନତା ପୂର୍ବର କାହାଣୀ
ଦାରିଙ୍ଗବାଡି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତର ସିକରମାହା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଉକ୍ତ ଅଞ୍ଚଳର…
ଚାଲିଥିଲା ପତକା ଉତ୍ତୋଳନ: ଏପଟେ ଗୋଟିଏ ଛାତ୍ର ଆର ଛାତ୍ରକୁ ଭୁସୁଥିଲା ଛୁରି….
ଭବାନୀପାଟଣା,୧୫।୮(ଉତ୍ତମ କୁମାର ଦାଶ): ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଶୁକ୍ରବାର ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପ୍ୟାରେଡ଼ ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨ ଘରୋଇ ସ୍କୁଲର ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଥିବାରୁ ଜଣେଛାତ୍ର ଅନ୍ୟ…
ସୁନ୍ଦରଗଡ ଜିଲା ସ୍ତରୀୟ ସ୍ବାଧୀନତା ଦିବସ: ସ୍ବାସ୍ଥ୍ୟମନ୍ତ୍ରୀ କଲେ ପତାକା ଉତ୍ତୋଳନ
ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମାମଲା ମେଣ୍ଡୁଳି): ୭୯ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ସ୍ଥାନୀୟ ସରକାରୀ କଲେଜ ନିକଟ ଯତରା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମାରୋହରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲକ୍ଟୋଟ୍ରିନ୍ସ ଓ…
ଭୁଷଣ୍ଡପୁର ପାଇଁ ଖୁସିଖବର : ଷ୍ଟେଶନରେ ଭୁବନେଶ୍ୱର ଜଗଦଳପୁର ଦୃତଗାମୀ ରେଳ ରହଣିକୁ ସ୍ବାଗତ
ନିରାକାରପୁର,୧୫।୮(ମାନସ ଚନ୍ଦ୍ର ପଟ୍ଟନାୟକ): ୭୯ ସ୍ବାଧୀନତା ଦିବସ ଅବସରରେ ଭୁଷଣ୍ଡପୁର ଷ୍ଟେଶନରେ ଭୁବନେଶ୍ୱର ଜଗଦଳପୁର ଦ୍ରୁତଗାମୀ ରେଳ ଗାଡିର ରହଣିକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ଏହି ରେଳ ଗାଡି ରହଣି ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଭୁଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ,…
ନିଯୁକ୍ତି ତାଲିକାରୁ ବାଦ୍ ପଡ଼ିଲେ ହୋମଗାର୍ଡ ଆଶାୟୀ, ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଗଜପତି,୧୫ା୮(ଗିରିଧାରୀ ପରିଚ୍ଛା): ନିଯୁକ୍ତି ତାଲିକାରୁ ବାଦ୍ ପଡ଼ିଥିବା ହୋମଗାର୍ଡ ଆଶାୟୀ ଶୁକ୍ରବାର ଗଜପତି ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ବେଆଇନ ଭାବେ ହୋମଗାର୍ଡ ନିଯୁକ୍ତି ତାଲିକା ପ୍ରକାଶ ପାଇଥିବା ଅଭିଯୋଗ କରି ଆଶାୟୀମାନେ ବିକ୍ଷୋଭ କରିଛନ୍ତି। ଗତକାଲି ୧୨୮ଜଣ ହୋମଗାର୍ଡ…
ରାଇକିଆରେ ୭୯ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ
ରାଇକିଆ,୧୫।୮(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆଠାରେ ଶୁକ୍ରବାର ୭୯ତମ ବ୍ଲକ ସ୍ତରୀୟ ସାଧୀନତା ଦିବସ ପାଳିତ ହୋଇଯାଇଛି । ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ ବିଡିଓ ଡଃ ସବ୍ୟସାଚୀ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟର…
ସ୍ବାଧୀନତା ଆନ୍ଦୋଳନରେ ଭଦ୍ରକର ଅବଦାନ ଅତୁଳନୀୟ: ମନ୍ତ୍ରୀ
ଭଦ୍ରକ,୧୫ା୮(ସନାତନ ରାଉତ): ଭଦ୍ରକ କଲେଜ ପଡ଼ିଆରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା…
ଗାଁ ନିକଟରେ ବୁଲୁଛି ଭାଲୁ: ଲୋକେ ଆତଙ୍କିତ
ପାଟଣା,୧୫।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଖିରେଇଟାଙ୍ଗିରୀ ଟୋଲ ଗେଟ ନିକଟରେ ଶୁକ୍ରବାର ଏକ ଆହତ ବଣୁଆ ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଭାଲୁକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଭାଲୁଟି…
ଛେଳିକୁ ଗିଳୁଥିଲା ୧୦ ଫୁଟ ଲମ୍ବର ଅଜଗର, ବନକର୍ମଚାରୀ ପହଞ୍ଚି କଲେ ଏମିତି କାମ…
ପାଟଣା,୧୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ନର୍ଥ ବିଟ୍ ଅସ୍ତଯୋଡ଼ି ଗ୍ରାମ ନିକଟରେ ଥିବା ନାଳ ନିକଟରୁ ଶୁକ୍ରବାର ବନବିଭାଗ ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି। ସାପଟି ଏକ ଛେଳିକୁ ଗିଳୁଥିବା ସମୟରେ…
କର୍ଲାମୁଣ୍ଡାର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ
କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୭୯ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍ ପଡ଼ିଆଠାରେ ଆୟୋଜିତ ବ୍ଲକସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ…
ପ୍ରଥମଥର ପାଳିତ ହେଲା ବ୍ଲକସ୍ତରୀୟ ସ୍ବାଧୀନତା ଦିବସ: ଅଞ୍ଚଳର ବିକାଶ ପାଇଁ ବାର୍ତ୍ତା ବାଣ୍ଟିଲେ ବିଡିଓ-ତହସିଲଦାର
ପୁରୁଷୋତ୍ତମପୁର,୧୫ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ସ୍ବାଧୀନ ହେବାର ଦୀର୍ଘବର୍ଷ ପରେ ଚଳିତବର୍ଷ ପ୍ରଥମଥର କରି ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ଏନ୍ଡି ହାଇସ୍କୁଲ ପରିସରରେ ପାଳିତ ହୋଇଛି। ଏଥିଲାଗି ସହରବାସୀଙ୍କ ମଧ୍ୟରେ ଏକ ଉସାହ ଦେଖାଦେଇଛି। ତହସିଲଦାର ବିନୋଦ କୁମାର…

