ଆମ ଜିଲା ଖବର

ଏମ୍ସ ସ୍ଥାନାନ୍ତର ହେଲେ ଅଭିଜିତ୍‌ ମଜୁମ୍‌ଦାର

କଟକ,୪ା୯: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଏହା ସଙ୍ଗୀତପ୍ରେମୀଙ୍କୁ ଚିନ୍ତାରେ…

ଚିଙ୍ଗୁଡ଼ି ଘେରି ପାଇଁ ପ୍ରଭାବିତ ହେଉଛି ଜଳ, ସ୍ଥଳ

କେନ୍ଦ୍ରାପଡ଼ା,୪ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ବେଆଇନ ଚିଙ୍ଗୁଡ଼ି ଘେରି ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ୨୦ ହଜାରରୁ ଊର୍ଦ୍ଧ୍ୱ ଏକର ଅଞ୍ଚଳରେ ହେଉଥିବା ଚାଷ ପାଇଁ ଜଳ ଓ ସ୍ଥଳଭାଗ ପ୍ରଭାବିତ ହେଉଛି। ଜାତୀୟ ଉଦ୍ୟାନ ଭିତରକନିକା ଜୈବ…

ଜୀବନ ଯୁଦ୍ଧରେ ହାରିଗଲେ ତିଳୋତ୍ତମା, ନିଜ ଦେହରେ କିରୋସିନ ଢାଳି…

ସାଲେପୁର, ୪।୯(ଅରବିନ୍ଦ ଭୂୟାଁ): ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ତିଳୋତ୍ତମା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଜପକୂଦ ଫାଣ୍ଡି ଅଧିନ କଙ୍କରାଇଲୋ ଗ୍ରାମର ମହିଳା ଜଣଙ୍କ ହେଉଛନ୍ତି ଅଜୟ…

ଉପକୂଳରେ ଅନୁପ୍ରବେଶ ରୋକିବ ସାଗର କବଚ

ମହାକାଳପଡ଼ା,୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳରେ ସୁରକ୍ଷା ପାଇଁ ସାଗର କବଚର ଏକ ଏନଫୋର୍ସ ଟିମ୍‌ର ୨ ଦିନିଆ ସମରାଭ୍ୟାସ ବୁଧବାରଠାରୁ ଆରମ୍ଭ ହୋଇଛି। ସମୁଦ୍ର ମଧ୍ୟରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି, ବେଆଇନ ଚାଲାଣ ଓ…

ଔଷଧ ଦୋକାନର ଭ୍ରମ ସୃଷ୍ଟି କରୁଛି ସରକାରୀ ଔଷଧ ଭଣ୍ଡାର , ମିଳୁଛି ସବୁ ପ୍ରକାରର ଔଷଧ

ଦାରିଙ୍ଗବାଡି, ୪।୯ (ଅରୁଣ ସାହୁ ): ରାଜ୍ୟରେ କେହିବି ରୋଗୀସେବାରୁ ବଞ୍ଚିତ ନ ହେବା ପାଇଁ ସରକାର ପ୍ରତି ପଞ୍ଚାୟତରେ ଆରୋଗ୍ୟ କେନ୍ଦ୍ର ସମେତ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଆଦି କରି ରୋଗୀଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେଉଛନ୍ତି। ଏଥିପାଇଁ…

OSRTC ବସକୁ ବନ୍ଧକ ରଖିଲେ ଗ୍ରାମବାସୀ: ଦାବି ଆମକୁ ବସ ଦିଅ ତମ ବସ ନିଅ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଓଏସଆର୍‌ଟିସି (ମୁଖ୍ୟମନ୍ତ୍ରୀ ବସ ସେବା) ବସକୁ ବନ୍ଧକ ରଖିଛନ୍ତି ଗ୍ରାମବାସୀ l ଦୀର୍ଘ ଦିନ ହେବ ଗୋବିନ୍ଦପୁର ପଞ୍ଚାୟତବାସୀ ତାଙ୍କ ଗ୍ରାମକୁ ତତ୍କାଳୀନ ଲକ୍ଷ୍ମୀ…

ସଜେଇ ହେଉଛି ପ୍ରାଥମିକ ବିଦ୍ୟାଳୟ, ଦୁର୍ଗମ ୩ ପଞ୍ଚାୟତ ଗସ୍ତ କଲେ ବିଡ଼ିଓ

ଦାରିଙ୍ଗବାଡି, ୪।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ବୁଧବାର ୩ଟି ପଞ୍ଚାୟତକୁ ଗସ୍ତ କରିଛନ୍ତି। ସେ ଉକ୍ତ ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ରହିଥିବା କାଟିଙ୍ଗିଆ, କୁମ୍ଭାରୀଗାଁ ଏବଂ ବ୍ରାହ୍ମଣୀଗାଁ ପଞ୍ଚାୟତ ବୁଲିଥିଲେ। ଉକ୍ତ…

ଉପଡାକଘରେ ପଶିଲା ପାଣି, ଭାସିଲା ଟଙ୍କା

ବାଲେଶ୍ୱର, ୪।୯(ବାଞ୍ଛାନିଧି ଦେ): ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଫଳରେ ବାଲେଶ୍ୱର ସହର ବେହାଲ୍‌ ହୋଇପଡ଼ିଛି। ଦୁଇଦିନ ଧରି ସହରର ବିଭିନ୍ନ ରାସ୍ତା ଓ ଛକଗୁଡ଼ିକରେ ବର୍ଷା ଜଳ ଜମି ରହିବା ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ନୂଆସାହି ଛକଠାରେ ଥିବା…

ମହଜୁଦ ସତ୍ତ୍ୱେ ମିଳୁନି ୟୁରିଆ ସାର

ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହେବାର ୨ମାସ ବିତି ଯାଇଛି। କିନ୍ତୁ ଆବଶ୍ୟକ ସମୟରେ ଚାଷୀଙ୍କୁ ୟୁରିଆ ସାର ମିଳୁ ନାହିଁ । ଏହି ସାର ପାଇଁ ଚାଷୀମାନଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ଜିଲାରେ ୟୁରିଆ…

ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା : ପ୍ରତାରକ କୋର୍ଟ ଚାଲାଣ

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ୨ ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି । ପୀଡିିତାଙ୍କ ଅଭିଯୋଗ ଆଧାରରେ ଦେବଗଡ ଥାନା ନୀଳବର୍ଣ୍ଣୀ ସାହିର ମାନସ…

ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଠକେଇ, ଅଭିଯୋଗ ପରେ ମାପ ଓ ଓଜନ ବିଭାଗ ଚଢ଼ାଉ କରି…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଥିବା ସାଇକୃପା ପେଟ୍ରୋଲ ପମ୍ପରେ ବୁଧବାର ଦିନ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତଦନ୍ତ କରାଯାଇଛି। ବିଭାଗର ଯୁଗ୍ମ ନିୟନ୍ତ୍ରକ ସୁରସେନ ଜାନି, ନୀରିକ୍ଷିକା…

ଅଟୋରେ କରୁଥିଲେ ଗଞ୍ଜେଇ ଚାଲାଣ, ଅଭିଯୁକ୍ତ ସୁନୀଲ କୁମାରଙ୍କୁ…

ଦିଗପହଣ୍ଡି/ପାଟପୁର,୩।୯(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ) :ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଏକ ଗଞ୍ଜେଇ ବୋଝେଇ ଅଟୋ ଜବତ କରିଛନ୍ତି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଗଜପତି ଜିଲା ମୋହନା ଗ୍ରାମର ସୁନୀଲ କୁମାର ନାୟକଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?