ଆମ ଜିଲା ଖବର

ଯୁବକଙ୍କୁ ଚାପି ଦେଇ ଚମ୍ପଟ ମାରିଲା ମାଇନିଂ ଟ୍ରକ, ଘଟଣାସ୍ଥଳରେ…

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ ଡୁବୁଲି ଛକ ସ୍ଥିତ ତଟରକ୍ଷୀବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମାଇନିଂ ଟ୍ରକ ଚପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ମାଟିଖାଲ ଗ୍ରାମର ନାରାୟଣ ପ୍ରଧାନ (୩୩) ।…

ରାୟଗଡ଼ା ଜିଲା ପାଇଁ ସଭାପତି ଘୋଷଣା କଲା ବିଜେଡି, ଜଗନ୍ନାଥ ସାରକାଙ୍କୁ ଗୁରୁଦାୟିତ୍ୱ

ରାୟଗଡା,୪।୯ (ରଞ୍ଜନ ପଣ୍ଡା): ବିଜେଡି ରାୟଗଡ଼ା ଜିଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ଏନେଇ ଗୁରୁବାର ବିଧିବଦ୍ଧ ଘୋଷଣା କରିଛନ୍ତି। ତେବେ ଜିଲାରେ ଦଳୀୟ କାର୍ଯ୍ୟକୁ ସୁରୁଖୁରୁ ଭାବେ…

ସାମାନ୍ୟ ବର୍ଷାରେ ରାସ୍ତାରୁ ଉଠିଲା ପିଚୁ: ନୀରବଦ୍ରଷ୍ଟା ସାଜିଛନ୍ତି ଶାସକ-ବିରୋଧୀ, ସମସ୍ୟାରେ…

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଜିଲାର ସଦର ମହକୁମା। ଏଠାରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପୋଲିସ ସମେତ ସବୁ ବିଭାଗର ଜିଲା ମୁଖ୍ୟାଳୟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ରହିଛି। ସେହିପରି ସବୁ ବିଭାଗର ଅଧିକାଂଶ ଜିଲାସ୍ତରୀୟ କାର୍ଯ୍ୟକ୍ରମ…

ଗୁଣିଗାରେଡ଼ି ସନ୍ଦେହରେ ପୁଣି ଏକ ହତ୍ୟାକାଣ୍ଡ: ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୫ ଅଭିଯୁକ୍ତଙ୍କୁ…

ଲାଞ୍ଜିଗଡ଼,୪।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମେରାଙ୍ଗପଦର ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ୫ ଅଭିଯୁକ୍ତକୁ ଗୁରୁବାର କୋର୍ଟଚାଲାଣ କରିଛି ବିଶ୍ୱନାଥପୁର ପୋଲିସ । ଅଭିଯୁକ୍ତ ମାନେ ମେରାଙ୍ଗପଦର…

ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ଭଞ୍ଜନଗର ବିଧାୟକ: ଡିସେମ୍ବରରେ ହେବ…

ଭଞ୍ଜନଗର,୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ହେବ କୁର୍ମୀ କ୍ଷତ୍ରିୟ ସଂସ୍ଥାର ପ୍ରଦେଶ ମହାସଭା । ଏଥିପାଇଁ ଡିସେମ୍ବର ମାସ ଶେଷ ସପ୍ତାହକୁ ଚୟନ କରାଯାଇଛି । ମହାସଭାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପ୍ରତିନିଧି ଯୋଗ…

ପିଲାଙ୍କୁ ପାଠ ପଢ଼ାଇଲେ ଡେପୁଟି ଡାଇରେକ୍ଟର

ପାଟଣା,୪।୯(ବୀର କିଶୋର ଦାଶ): ସାହାର ପଡ଼ା ବ୍ଲକ ବିଲା ହାଇସ୍କୁଲରେ ଗୁରୁବାର ଡେପୁଟି ଡାଇରେକ୍ଟର ହିମାଂଶୁ ଶେଖର ଓଝା ପରିଦର୍ଶନରେ ଆସି ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇନ୍ତି। ଏହି ପରିଦର୍ଶନ ସମୟରେ ସେ ବିଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ…

ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ନୂଆମୋଡ଼: ଥାନାରେ ଏତଲା ଦେଲେ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ, ନ୍ୟାୟ ନ ମିଳିଲେ…

ଭବାନୀପାଟଣା/ ଜୁନାଗଡ, ୪ ।୯ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ବୁଧବାର ଜୁନାଗଡ଼…

ସାର ପାଇଁ ଠେଲାପେଲା: ଚେତା ଶୂନ୍ୟ ହୋଇପଡିଲେ ମହିଳା ଚାଷୀ, ଘଟଣାସ୍ଥଳରେ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଭୋରରୁ ସାର ପାଇଁ ୫ ଶହରୁ ଊଦ୍ଧର୍‌ବ ଚାଷୀଙ୍କ ଭିଡ଼ ଲାଗିରହିଥିଲା। ସେମାନେ ନିଜ ନିଜର ଆଧାରକାର୍ଡକୁ ତଳେ ଲାଇନରେ ରଖି…

କୁଣ୍ଡା ବସ୍ତା ଭିତରେ ନେଉଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ, ଆଉ ତା’ପରେ…

ମୋହନା,୪।୯( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା କଲେଜ ଛକ – ତାରିଣୀ ମନ୍ଦିର ନିକଟରୁ ଏକ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ପୋଲିସକୁ ଦେଖି…

ରାଜ୍ୟରେ ବୃଦ୍ଧି ପାଉଛି ସାଇବର ଠକେଇ: ସଚେତନତା ସୃଷ୍ଟି କରିବା ପାଇଁ ଛାତ୍ରୀଛାତ୍ରଙ୍କୁ…

ଥୁଆମୂଳ ରାମପୁର,୪।୯(ଦୁର୍ଗା କୀର୍ତ୍ତି): ରାଜ୍ୟରେ ସାଇବର ଠକେଇ ଅଘଟଣ ଦିନକୁ ଦିନେ ବୃଦ୍ଧି ପାଉଛି। ଏହା ଦ୍ବାରା ଲୋକେ ବିଭିନ୍ନ ସମୟରେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଶୁଣିବା ମିଳୁଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ସଚେତନତା ଘୋର…

ଭୀଷ୍ମଗିରି କଲେଜରେ ଶକ୍ତିଶ୍ରୀ ଯୋଜନା ସମ୍ପର୍କିତ ଆଲୋଚନା: ଛାତ୍ରୀଛାତ୍ରମାନଙ୍କୁ ଦିଆଗଲା…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଗୁରୁବାର ନବସୃଜନ ,ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଓ “ଶକ୍ତିଶ୍ରୀ” ଯୋଜନା ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ…

ଗୁରୁ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା,୪।୯(ପ୍ରଦୀପ କୁମାର ସାହୁ): ଗୁରୁ ଦିବସ ଅବସରରେ ଭାରତର ପ୍ରଥମ ଉପରାଷ୍ଟ୍ରପତି, ମହାନ ଶିକ୍ଷlବିତ, ଦାର୍ଶନିକ ତଥା ଭାରତ ରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ l ଶିଳ୍ପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?