ଆମ ଜିଲା ଖବର

କଂଗ୍ରେସରେ ଯୋଗଦେଲେ ବିକଳ୍ପ ଓଡିଶା ସଭାପତି

ଭୁବନେଶ୍ୱର,୧୩।୯(ସୁନିତ୍‌ ମିଶ୍ର): ‘ବିକଳ୍ପ ଓଡିଶା’ ସଭାପତି କୈଳାଶ ମିଶ୍ର ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏଆଇସିସି ଓଡିଶା ପ୍ରଭାରୀ ଅଜୟ ଲାଲୁଙ୍କ ପୌରୋହିତ୍ୟରେ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ କୈଳାଶ ମିଶ୍ର ୨ ଶହରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଆସି…

ମିଳୁନି ନ୍ୟାୟ: ଥାନାଧିକାରୀ, ବିଇଓଙ୍କ ନାଁରେ ଲିଖିତ ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ…

ଭବାନୀପାଟଣା, ୧୩।୯ (ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ ଦ୍ୱାରା ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲେ।…

ନିର୍ମାଣାଧୀନ କଲ୍ୟାଣ ମଣ୍ଡପକୁ ଡାକି ନାବାଳକଙ୍କ ସହ ରଖିଥିଲେ ଅପ୍ରାକୃତିକ ଯୌନ ସମ୍ପର୍କ, ୧୯ ବର୍ଷୀୟ ଯୁବକଙ୍କୁ ବାନ୍ଧିଲା…  

ଧରାକୋଟ,୧୩।୯:ଜଣେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ଗଞ୍ଜାମ ଜିଲା ଧରାକୋଟ ପୋଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଧରାକୋଟ ଥାନା ଅନ୍ତର୍ଗତ କୁସପଡା ଗ୍ରାମ…

ପୋଲ କାମ ସାରିବାକୁ ବିଧାୟକଙ୍କ ସହ ଆଲୋଚନା

ଖଜୁରିପଡ଼ା,୧୩ା୯ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅଧୀନସ୍ଥ ଗାଡ଼ିଆପଡ଼ା ଘାଟି ଶେଷରେ ଥିବା ସେବାଶ୍ରମ ବିଦ୍ୟାଳୟ ନିକଟ ନାଳରେ ପୋଲ ନିର୍ମାଣ ଚାଲିଛି। ଫୁଲବାଣୀ ଭୁବନେଶ୍ୱର ମୁଖ୍ୟରାସ୍ତା ଏବଂ ଘାଟିରହିଥିବା ଗାଡ଼ିଆପଡା ଗ୍ରାମରେ ଏହି ପୋଲ ନିର୍ମାଣ ହେଲେ ଯାନବାହନ ଯିବା…

ରାଷ୍ଟ୍ରୀୟ ଲୋକ ଅଦାଲତ: ୩ ଲକ୍ଷ ୯୭ ହଜାର ୭୫୦ ଟଙ୍କା ଆଦାୟ

ଦିଗପହଣ୍ଡି,୧୩ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଜୁଡ଼ିସିଆଲ କମ୍ପ୍ଲେକ୍ସରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ୩ଟି ଦେୱାନି ମାମଲାର ଚୂଡାନ୍ତ ଫୈସଲା କରିଥିବା ବେଳେ ସ୍ଥାନୀୟ ପ୍ରଥମ…

ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ: ଚାପିହୋଇ ଚାଲିଗଲା ଦୋକାନ ମାଲିକଙ୍କ ଜୀବନ

କୋରାପୁଟ,୧୩ା୯(ଅମିତାଭ ବେହେରା): କୋରାପୁଟ ସହରର ବସ୍‌ଷ୍ଟାଣ୍ଡ ନିକଟ ତଥା ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସର ୨ଟି ଦୋକାନ ଘର ଭୁଶୁଡ଼ି ଶନିବାର ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦୋକାନ ମାଲିକ ଲୋକନାଥ ପାତ୍ର(୬୨)। ଅନ୍ୟ…

ଟ୍ରାକ୍ଟରରେ ମାଟି ନେଲାବେଳେ ଯୁବତୀଙ୍କୁ ଅସଦାଚରଣ: ପରେ …

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଅନୁସୂଚିତ ଜାତି ବର୍ଗର ଯୁବତୀଙ୍କୁ ଅସଦାଚରଣ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଶନିବାର ତଦନ୍ତକାରୀ ଅଧିକାରୀ ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି ବ୍ରହ୍ମପୁର ଜିଲା…

ବାପା ହୋଇ ଝିଅକୁ କଲେ ଗର୍ଭବତୀ: ପେଟରେ ଏବେ ୫ ମାସର ପିଲା…

ଧର୍ମଶାଳା,୧୩।୯(ଶିବପ୍ରାସାଦ ମହାନ୍ତି): ବାପ ଝିଅ ପବିତ୍ର ସମ୍ପର୍କରେ କଳଙ୍କ। ଏଭଳି ଏକ ଲଜ୍ଜା ଜନକ ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ଜଣେ ବାପା ପୋଷ୍ୟ ଝିଅ ସହିତ ଶାରିରୀକ ସମ୍ପର୍କ ରଖି ତାଙ୍କୁୁ ଅନ୍ତସତ୍ତ୍ୱା କରିଦେଇଥିବା ଘଟଣା ସମଗ୍ର ଧର୍ମଶାଳା ଅଞ୍ଚଳରେ…

୩ଦିନ ହେଲା ନିଖୋଜ ଥିଲେ: ମିଳିଲା ମୃତଦେହ

କେନ୍ଦୁଝର,୧୩ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ନଦୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସଦର ଥାନା ଅନ୍ତର୍ଗତ ଖଜୁରୀମୁଣ୍ତି ଗ୍ରାମର ଧରଣୀଧର ପ୍ରଧାନ(୫୫)। ମିଳିଥିବା ସୂଚନା ମୁତାବକଳ ଧରଣୀଧର ଗୁରୁବାର ଅପରାହ୍ନରେ ନିକଟସ୍ଥ…

ବାକ୍ସ ଭିତରୁ ଉଦ୍ଧାର ହେଲେ ତୃତୀୟ ଶ୍ରେଣୀ ଛାତ୍ର 

ବଣାଇଁ,୧୩।୯(ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡାର ଏକ ବିଦ୍ୟାଳୟ ଛାତ୍ରାବାସରେ ଶୁକ୍ରବାର ଏକ ଅଘଟଣ ଘଟିଛି । ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କ ଅନ୍ୟଜଣେ ସହପାଠୀ ସହ ଝଗଡା ହେବା କାରଣରୁ ସାଙ୍ଗତାଙ୍କୁ ଏକ ବାକ୍ସ…

ଚର୍ଚ୍ଚାରେ ପୂର୍ବତନ ଆଇଆଇସି: ହେଡ୍‌କ୍ୱାଟର ବଦଳି ପରେ ଏବେ ନିଲମ୍ବନ ….

ବଡ଼ଚଣା,୧୩।୯: ପୂର୍ବତନ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କୁ ନିଲମ୍ବନ କରାଯାଇଛି। ମଧୁସ୍ମିତା ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପଦର ଅପବ୍ୟବହାର କରିବା ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ନିକଟରେ ପୂର୍ବତନ ଆଇଆଇସି…

 ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର:  ମୁହାଁମୁହିଁ ହେବେ…

ନୂଆପଡ଼ା,୧୩।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ଉପନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀରେ ହେବ ସୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ରବିବାର ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?