ଆମ ଜିଲା ଖବର

ଗାଁ କୋଠଘରକୁ ଟିଭି ଦେଖିବାକୁ ଯାଇ ଫେରିଲେନି ବୃଦ୍ଧ: ଆଉ ଫେରିଲେନି…

ପରଜଙ୍ଗ୨୮।୯(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୁର ତଳସାହିର ଜଣେ ବୃଦ୍ଧ ଘୋଡାଡିଆଁ ନାଳରେ ବୁଡି ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବସନ୍ତ ବିଶ୍ବାଳ(୬୭)। ସୂଚନା ମୁତାବକ ଗୁରୁବାରରେ ବେଳେ ବୃଦ୍ଧ ଜଣଙ୍କ ଗ୍ରାମକୋଠ ଘରେ ଟିଭି ଦେଖୁଥିଲେ।…

ଡାକ୍ତରଖାନାରୁ ପୁଅ ସହ ଫେରିବାବେଳେ ବାଟରେ ଛକିଥିଲା ଯମ, ଚାଲିଗଲା ଅତିରିକ୍ତ IICଙ୍କ ଜୀବନ

ଭଦ୍ରକ,୨୮ା୯: ସଡ଼କ ଦୁର୍ଘଟଣାରେ ପୁରୁଣା ବଜାର ଥାନା ଅତିରିକ୍ତ ଆଇଆଇସିଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ହେଲେ ଅତିରିକ୍ତ ଆଇଆଇସି ବବୃବାହନ ନାୟକ। ସେ କଟକରେ ସ୍ବାସ୍ଥ୍ୟ ପରୀକ୍ଷା କରି ପୁଅ ସହ ବାଇକ୍‌ରେ ଫେରିବା ସମୟରେ କୁଆଖିଆ ନିକଟରେ ସଡ଼କ…

ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାରେ ଚଞ୍ଚକତା ଅଭିଯୋଗ: କମିଟି ଓ ଗ୍ରାମବାସୀ ବଡିଓଙ୍କ ଦ୍ୱାରସ୍ଥ

ଦାରିଙ୍ଗବାଡି,୨୮।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାକୁ ଚଞ୍ଚକତା କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ଜଗନ୍ନାଥ ପରିଚାଳନା କମିଟିର ଏକାଧିକ କର୍ମକର୍ତ୍ତା ବଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ପୂର୍ବତନ ସରକାରଙ୍କ ସମୟରେ…

ଖତ ଖାଉଛି ପୂର୍ତ୍ତ ବିଭାଗ ଗାଡି: ନୂଆଁ ପ୍ରଭାବରେ ପୁରୁଣା ଅଲୋଡ଼ା

ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ): ସମୟ ବଦଳିବା ସହ ଗାଡ଼ି ମଧ୍ୟ ବଦଳୁଛି। ସରକାରୀ ବାବୁ ମାନେ ଦିନେ ବିନା ଏସି ଗାଡିରେ କର୍ମକ୍ଷେତ୍ରରେ ବ୍ୟବହାର କରୁଥିଲେ। ବର୍ତ୍ତମାନ ଅଧିକାଂଶ ବିଭାଗରେ ଅତ୍ୟାଧୁନିକ ଏସି ଗାଡ଼ି ବ୍ୟବହାର ହେଉଛି। ଏଥିପାଇଁ ରାଜକୋଷରୁ ବିପୁଳ ପରିମାଣର…

ସରକାରୀ ବାସଭବନରେ ପଶି ବିଡିଓଙ୍କୁ ମାଡ଼

ଉଲୁଣ୍ଡା,୨୭ା୯(ଗୌରଚନ୍ଦ୍ର ପରିଛା):ସୁବର୍ଣ୍ଣପୁର ଜିଲାର ଉଲୁଣ୍ଡା ବିଡ଼ିଓଙ୍କ ସରକାରୀ ବାସଭବନରେ ଶନିବାର କେତେଜଣ ବ୍ୟକ୍ତି ପଶି ତାଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ଅପରାହ୍ନ ପ୍ରାୟ ସାଢେ ୫ଟା ସମୟରେ ବିଡ଼ିଓ ଚିନ୍ମୟ ମହାନନ୍ଦ ସରକାରୀ ବାସଭବନରେ ଥିଲେ।…

ଝିଅ ଘରକୁ ବୁଲିବାକୁ ଆସିଥଲେ ମା’ : ଏମିତି ହେଲା ଏକାବେଳକେ ଆଖିବୁଜିଦେଲେ…

ପାଟଣା,୨୮।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡବିଲ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ମା’ ଝିଅ ଘର ଅଗଣା ତଳେ ଶୋଇଥିବ ବେଳେ ଚିତି ସାପ କାମୁଡାରେ ୨ଜଣଙ୍କ ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବଡବିଲ…

ଓଟିଇଟି ପରୀକ୍ଷା ଦେଲେ ଗଣଶିକ୍ଷାମନ୍ତ୍ରୀଙ୍କ ସ୍ତ୍ରୀ, ବିଧାୟକଙ୍କ ସ୍ତ୍ରୀ

ନବରଙ୍ଗପୁର,୨୮।୯ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଶନିବାର ଓଟିଇଟି ପରୀକ୍ଷା ହୋଇଛି। ଏଠାରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ତ୍ରୀ ଚୈଇତି ଗଣ୍ଡ ଓ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ସ୍ତ୍ରୀ ତରୁଣୀ ମାଝୀ ପରୀକ୍ଷା ଦେଇଛନ୍ତି। ଚୈଇତି ଉମରକୋଟ ବ୍ଲକ୍‌ ଡଙ୍ଗରିଗୁଡ଼ା…

ନବରାତ୍ରିରେ ମା’ଙ୍କୁ ବି ଛାଡିଲେନି: ଡୋକରି ବୁଡିଙ୍କ ଦାନବାକ୍ସ ଭାଙ୍ଗି ନେଇଗଲେ..

ଜୟପାଟଣା,୨୮।୯(ଓମ ପ୍ରକାଶ ବୈଠାରୁ): ଭଗବାନଙ୍କଙ୍କୁ ବି ଛାଡୁ ନାହାନ୍ତି ଦର୍ବୃତ୍ତ। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ତାଲଗୁଡ ମା’ ଡୋକରି ବୁଡିଙ୍କ ପୀଠରୁ ଶନିବାର ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ଦାନବାକ୍ସ ଭାଙ୍ଗି ବାକ୍ସରେ ଥିବା ଟଙ୍କା ଏବଂ ସମସ୍ତ ସାମଗ୍ରୀ…

ସ୍ତ୍ରୀ ପିଇଦେଲେ ହାଣ୍ଡିଆ, ସ୍ବାମୀ ନପାଇ କଲେ ଏମିତି କାଣ୍ଡ , ଏକା ବେଳକେ ମାମଲା…

ଉଦଳା, ୨୮।୯(ସନ୍ତୋଷ କୁମାର ବାଚ୍ଛିନୀ): ଘରେ ଥିବା ହାଣ୍ଡିଆ ପିଇଦେବାରୁ ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କୁ କାଠଫାଳିଆ ପିଟି ହତ୍ୟା କରିବା ଘଟଣା ମୟୂରଭଞ୍ଜ ଜିଲା ଉଦଳା ଥାନା ଉପର ତାଳଡିହା ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଏକ ମାମଲା(ନଂ.…

ବରଗଡ଼ର ଗୌରବ:OPSC ପ୍ରଥମ ପ୍ରୟାସରେ ସଫଳତା ପାଇଲେ ଅଭିଳାଷ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)- ଓଡିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବରଗଡ଼ର ଅଭିଳାଷ ଦାଶ ସଫଳ ହୋଇଛନ୍ତି । ସେ ତାଙ୍କ ପ୍ରଥମ ପ୍ରୟାସରେ ସଫଳ ତାଲିକାର ୧୮୮ ସ୍ଥାନରେ ରହି ଏହି ସଫଳତା ଆଣିଛନ୍ତି ।…

ହାତଗୋଡ଼ ବାନ୍ଧି ଗର୍ଭବତୀଙ୍କୁ ମାଡ଼ମାରି ଲୁଟିନେଲେ ସୁନାଗହଣା

ସୋର,୨୮।୯(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଟେଣ୍ଟେଇ ପଞ୍ଚାୟତ ବିରିପଡା ଗ୍ରାମରେ ଶୁକ୍ରବାର ରାତିରେ ଦୁଇଟି ଘରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଜଣେ ଗର୍ଭବତୀ ମହିଳାଙ୍କ ହାତଗୋଡ ବାନ୍ଧି ମାଡ଼ ମାରି ସୁନାଗହଣା ଓ ନଗଦ ଟଙ୍କା ଲୁଟି…

ମା’ ପାଟଖଣ୍ତାଙ୍କ ବଳିଯାତ୍ରାରେ ପଡ଼ିଲା ବଳି

ରିଷିଡ଼ା,୨୭ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ତେରେସିଂହାଠାରେ ମା’ ପାଟଖଣ୍ତାଙ୍କ ବଳିଯାତ୍ରା ଶନିବାର ସମ୍ପନ୍ନ ହୋଇଛି। ଭକ୍ତଙ୍କ ମାନସିକ ପୂରଣ ହୋଇଥିବାରୁ ଏଠାରେ ବୋଦା, କୁକୁଡ଼ା ଆଦି ବଳି ପଡ଼ିଥିଲା। ଏହି ଯାତ୍ରା ପୂର୍ବ ପାର୍ଶ୍ୱରେ ତେରେସିଂହା ଓ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?