ଆମ ଜିଲା ଖବର

କାର୍ତ୍ତିକ ବ୍ରତ: ହବିଷିଆଳିଙ୍କ ପାଇଁ ହେବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି): ଚଳିତ ବର୍ଷ କାର୍ତ୍ତିକ ବ୍ରତ ଅବସରରେ ପୁରୀରେ ହବିଷିଆଳି ମା’ମାନଙ୍କ ଆଗମନ ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶାନୁସାରେ,…

ପୋଖରୀରେ ବୁଡ଼ିଗଲେ ଆଦର୍ଶ ବିଦ୍ୟାଳୟ ଛାତ୍ର: ଚାଲିଛି ଖୋଜାଖୋଜି

ହାଟଡିହୀ,୩୦।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବଲକ ସୁନ୍ଦରାପାଳଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମଙ୍ଗଳବାର ପୋଖରୀରେ ବୁଡି ନିଖୋଜ ହୋଇଯାଇଛନ୍ତି। ଦମକଳ ବାହିନୀ ଦ୍ୱାରା ପୋଖରୀରେ ଖୋଜାଖୋଜି ଜାରି…

ମାଟି ନେବାକୁ ନେଇ ଦାଦାଙ୍କୁ କୋଦାଳରେ ହାଣିଦେଲା ପୁତୁରା, ଆଉ ତା’ପରେ…

କେନ୍ଦୁଝର,୩୦ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଳକ ନୟାକୋଟ ଥାନା ଅନ୍ତର୍ଗତ ଦୁଧପୋଶି ଗ୍ରାମରେ ଘଟିଛି ଅଘଟଣ। ରାସ୍ତାରେ ପକାଯାଉଥିବା ମାଟିକୁ ଆଣିବାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇ ଭୁଲବୁଝାମଣାରୁ ଦାଦାଙ୍କୁ କୋଦାଳରେ ହାଣି ହତ୍ୟା କରିଛନ୍ତି…

ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ, ପାଦ ଚିହ୍ନ ଠାବ ପରେ ଭୟରେ ଲୋକେ

ଦେବଗଡ,୩୦।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ । ଗତ କିଛି ଦିନ ହେଲା ବାଘ ବୁଲୁଥିବା ସୂଚନା ରହିଥିବା ବେଳେ ପ୍ରଥମଥର ପାଇଁ ବାଘ ପାଦ ଚିହ୍ନ ଲୋକ ଲୋଚନକୁ ଆସିଛି । ବାବାଜି…

ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ କାର୍‌କୁ ପଛପଟୁ ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ଦେବଗଡ,୩୦।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ପଂଚାୟତରାଜ ଓ ପାନୀୟ ଜଳ ଓ ଗ୍ରାମ ଉନ୍ନୟତନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ କାର୍‌କୁ ଧକ୍କା ଦେଇ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି ।…

ପଦାରେ ପଡ଼ିଲା SI ପରୀକ୍ଷା ଜାଲିଆତି! ଶତାଧିକ ପରୀକ୍ଷାର୍ଥୀ ଅଟକ

ବ୍ରହ୍ମପୁର,୩୦।୯: ଓଡ଼ିଶା ପୋଲିସ SI ପଦବୀର ବଡ଼ ଜାଲିଆତି ପଦାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ SI ପରୀକ୍ଷାର୍ଥୀ ଅଟକ ରଖାଯାଇଥିବା ସୂଚନା ମିଳିଛି । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିଥିବା ଜଣାପଡ଼ିଛି। SI ପରୀକ୍ଷା…

ଆଜି ମା’ ଜଗତଜନନୀଙ୍କ ମହାଷ୍ଟମୀ ପୂଜା: ଗାଁଠୁ ସହର ଚଳଚଞ୍ଚଳ

ଭୁବନେଶ୍ୱର,୩୦।୯: ଦଶହରା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ରଙ୍ଗୀନ ଆଲୋକମାଲାରେ ଝଲସୁଛି ପୀଠ ଓ ମଣ୍ଡପ। ସୋମବାର ମା’ଙ୍କ ସପ୍ତମୀ ପୂଜା ହୋଇଥିବା ବେଳେ ମଙ୍ଗଳବାର ମହାଷ୍ଟମୀରେ ମା’ଙ୍କ ନୀତିପୂଜା ଆରମ୍ଭ ହୋଇଛି। ଚାଲିଛି ହୋମଯଜ୍ଞ ସହ ସ୍ବତନ୍ତ୍ର…

ଲକ୍ଷ୍ମୀପୂଜା ପୂର୍ବରୁ ମଦକୋଠି ବନ୍ଦ କର, ନ ହେଲେ ଆନ୍ଦୋଳନ

ନୂଆପଡ଼ା,୩୦ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ମାନିଗୁଡା ଗାଁରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରୟକୁ ବିରୋଧ କରି ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାନିଗୁଡା ସମିତି ସଭ୍ୟ କୃଷ୍ଣଚନ୍ଦ୍ର ବେମାଲଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟାସଭ୍ୟ…

ବୁରାଙ୍ଗିଆ-ବୁଡ଼ାଗୁଡା ରାସ୍ତା କର୍ଦ୍ଧମାକ୍ତ: ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଗ୍ରାମବାସୀ

ଦାରିଙ୍ଗବାଡି,୩୦।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚକଭାବେ ଜଣାଶୁଣା କିରିକୁଟି ପଞ୍ଚାୟତର ବୁରାଙ୍ଗିଆ-ବୁଡ଼ାଗୁଡା ରାସ୍ତା କର୍ଦ୍ଧମାକ୍ତ ଯୋଗୁ ଯାତାୟତରେ ବାଧାପ୍ରାପ୍ତ ଦେଖାଯାଇଛି। ପ୍ରକାଶ ଯେ, ଅଞ୍ଚଳରେ ଦୈନିକ ବର୍ଷା ଲାଗିରହିଥିବା ବେଳେ ଗତ କିଛି ଦିନ ହେଲା…

ଆରମ୍ଭ ହେଲା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ମନ୍ଦିର ଅଭିମୁଖେ ମା’

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ)-ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଭବାନୀପାଟଣା ସହରରେ ମହାସମାରୋହରେ ଆରମ୍ଭ ହୋଇଛି। ଜେନାଖାଳରେ ସ୍ବତନ୍ତ୍ର ଗୁପ୍ତ ରୀତିନୀତି ରେ ପୂଜାର୍ଚ୍ଚନା ଓ ବଳୀ ପରେ ଭୋର ୪ଟା ୧୫ରେ ସ୍ଥିରକତ ଲଗ୍ନାନୁଯାୟୀ ମା’ଙ୍କ ଛତର ମନ୍ଦିର ଅଭିମୁଖେ…

ଟ୍ରକ୍‌ ଚେସିସ୍‌ରେ ୬ଫୁଟ ଲମ୍ବା ଅଜଗର ସାପ 

ରାୟଗଡ଼ା,୨୯।୯(ଆଶିଷ ରଞ୍ଜନ ପଣ୍ଡା): ଏକ ୬ ଫୁଟ ଲମ୍ବ ଅଜଗର ସାପ ଟ୍ରକ ଭିତରୁ ଉଦ୍ଧାର ହୋଇଛି। ସାପଟିର ଓଜନ ପ୍ରାୟ ୩୦ କେଜି ପାଖାପାଖି ରହିଥିବା ନେଇ କୁହାଯାଉଛି। ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ…

ତାରାତାରିଣୀ, ଦକ୍ଷିଣକାଳୀଙ୍କ ପୀଠରେ ମହାଷ୍ଟମୀ: ମହାଗୌରୀ, ମହାକାଳୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୯ା୯( ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ସୋମବାର ମହାଷ୍ଟମୀ ପୂଜା ଚାଲିଛି। ଏହାକୁ ଦେଖିବା ସହ ଆର୍ଶିବାଦ ଭିକ୍ଷାଲାଗି ଜିଲା ତଥା ଜିଲାବାହାରୁ ବହୁ ଭକ୍ତଙ୍କ ଭିଡ ଲାଗିଛ। ମା’ଙ୍କ ସକାଳ ସ୍ନାନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?