ଆମ ଜିଲା ଖବର

ଯୁବତୀଙ୍କୁ ପଠାଉଥିଲେ ଅଶ୍ଳୀଳ ଫଟୋ, ପରେ ଯାହା ଘଟିଲା ଜାଣନ୍ତୁ…

ବ୍ରହ୍ମପୁର,୧୨।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ କୁକୁଡାଖଣ୍ଡିର ଜ୍ୟୋତିର୍ମୟ ଦଳାଇ(୨୫)। ଅଭିଯୁକ୍ତଙ୍କ ବ୍ୟବହୃତ ମୋବାଇଲ ଫୋନ୍‌କୁ ପୋଲିସ ଜବତ କରିଛି। ଏନେଇ…

ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ ଦେଲେ ଗଞ୍ଜାମ ସହରବାସୀ, ଶୋଭାଯାତ୍ରାରେ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ମହା ଆଡମ୍ବରରେ ଚାଲିଥିବା ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ପରେ ରବିବାର ବିଦାୟ ଦିଆଯାଇଛି। ୭ ଦିନ ମା’ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବା ପରେ ମା’ ବିଦାୟ ନେଇଛନ୍ତି। ଏହି ଅବସରେ ମା’ଙ୍କ…

ଟ୍ରେନରେ ଲାଗିଲା ନିଆଁ

ଛତ୍ରପୁର,୧୨ା୧୦(ଦିଲ୍ଲୀପ ସାମଲ): ଖୋର୍ଦ୍ଧାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଥିବା ଛତ୍ରପୁର ଷ୍ଟେଶନରେ ଜଣାପଡ଼ିଥିଲା। ଛତ୍ରପୁର ଅଗ୍ନିଶମ ବିଭାଗ ଉକ୍ତ ନିଆଁକୁ ଆୟତ୍ତ କରିଛି । କୋଇଲା ବୋଝେଇ ଟ୍ରେନର ୧୧ ନଂ ବଗିରୁ ଖୁବଜୋରରେ…

ଭଡ଼ା ଘରେ ବ୍ୟକ୍ତିଙ୍କ ମୃତଦେହ, ସନ୍ଦେହ କରି ଥାନାର ଦ୍ୱାରସ୍ଥ ହେଲେ ଭାଇ

ଖଡ଼ିଆଳ,୧୨।୧୦(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନଂ ୨ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସିନାପାଲି ଗ୍ରାମର ଅରୁଣ ଅଗ୍ରୱାଲ (୪୦)। ତାଙ୍କ ଭାଇ ରାଜେଶ ଅଗ୍ରଓ୍ବାଲଙ୍କ ଅଭିଯୋଗ କ୍ରମେ ଖଡ଼ିଆଳ…

ବ୍ରହ୍ମପୁରଠାରୁ ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ: ୧୦ ଦିନ ପରେ ଯାନବାହନ ଚଳାଚଳ ସ୍ବାଭାବିକ

ମୋହନା,୧୨।୧୦( ମନ୍ମଥ ମିଶ୍ର): ଗଜପତି ଜିଲାରେ କିଛିଦିନ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଥିଲା। ଫଳରେ ଗତ ୨ ତାରିଖରେ ବ୍ରହ୍ମପୁର ଠାରୁ ରାୟଗଡା, ଜୟପୁର, କନ୍ଧମାଳ ସଂଯୋଗ କରୁଥିବା ମୋହନାର ଲେଡବନ୍ଧ ପୋଲର ଦୁଇ କୂଳ ସମ୍ପୂର୍ଣ୍ଣ ଧୋଇ…

ବର୍ଷାରେ ବେହାଲ କୋରାପୁଟ: ରାସ୍ତାରେ ଲହଡ଼ି ମାରୁଛି ପାଣି, ଜନଜୀବନ…

କୋରାପୁଟ,୧୨/୧୦(ଅମିତାଭ ବେହେରା ) ରବିବାର ଅପରାହ୍ନରେ ଘଡଘଡି ସହ ପ୍ରବଳ ବର୍ଷା ଯୋଗୁଁ ସହରର ସମସ୍ତ ଅଂଚଳ ଜଳ ମୟ ହୋଇଥିବା ଯୋଗୁଁ କିଛି ଘଣ୍ଟା ପାଇଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି,, ରବିବାର ଅପରାହ୍ନ ପ୍ରାୟ ୩…

ଷ୍ଟେଶନରୁ କରୁଥିଲେ ଗଞ୍ଜେଇ ଚାଲାଣ, ମାଷ୍ଟର ମାଇଣ୍ଡ ସିଭିଲ୍‌ ଇଞ୍ଜିନିୟର ଛାତ୍ରଙ୍କୁ ବାନ୍ଧିଲା କୋରାପୁଟ GRP ପୋଲିସ 

କୋରାପୁଟ,୧୨।୧୦(ଅମିତାଭ ବେହେରା): କୋରାପୁଟ ରେଲୱେ ଷ୍ଟେସନରୁ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏମିତିରେ କୋରାପୁଟ ଜିଆରପି ପୋଲିସ ଗଞ୍ଜେଇ ଯୋଗାଉଥିବା ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଧରି ଗଞ୍ଜେଇ ଚୋରାଚାଲାଣ ମୁଳପୋଛ କରିବାକୁ ଲକ୍ଷ୍ୟ ରଖିଛି। ରବିବାର…

ତାତିଲେ ମହିଳା

ସିଂହପୁର,୧୨।୧୦(ଅନଙ୍ଗ ଉଦୟ ବେଉରିଆ): ପୋଲିସ ପ୍ରଶାସନର ସ୍ଥାଣୁତା ଏବଂ ଅସାଧୁ ନୀତି ଯୋଗୁ ଗ୍ରାମାଞ୍ଚଳରେ ଚୋରା ମଦ କାରବାର କାୟାବିସ୍ତାର କରିବାରେ ଲାଗିଛି। ଫଳରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହିପରି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଅନ୍ତର୍ଗତ ଜରି ଫାଣ୍ଡି…

ସ୍ମାର୍ଟ ମିଟର ବର୍ଜନ ପାଇଁ ମେଳି, ଟାଟା ବିରୁଦ୍ଧରେ ଆନ୍ଦୋଳନ ପାଇଁ ସଜବାଜ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଦିନକୁ ଦିନ ଟାଟା ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ ଶାସନରେ ଅତିଷ୍ଠ ହୋଇ ପଡିଲେଣି ବିଦ୍ୟୁତ ଉପଭୋକ୍ତା l ପ୍ରତ୍ୟେକ ଗ୍ରାହକଙ୍କ ଘରେ ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଓ ସ୍ମାର୍ଟ ମିଟର ଲାଗିବା ପରେ ମୋଟା ଅଙ୍କର ବିଲ,…

ବଟେଶ୍ୱର ପୀଠରେ ଯାତ୍ରା: ପ୍ରବଳ ଭକ୍ତ ସମାଗମକୁ ନେଇ ଟ୍ରାଫିକ, ଭକ୍ତଙ୍କ ସୁରକ୍ଷା ଉପରେ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ପୀଠରେ କାର୍ତ୍ତିକ ମାସର ଚାରୋଟି ସୋମବାର ପାଇଁ ଯାତ୍ରା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାତ୍ରା ପରିଚାଳନା କମିଟି ସଭାପତି ରଙ୍କନିଧି ସ୍ବାଇଁ ସଭାପତିତ୍ୱ…

କୋର୍‌ କମିଟି ବୈଠକ ପରେ ଏକ କ’ଣ କହିଲେ ବସନ୍ତ? ତେବେ କ’ଣ ଖୁବ୍‌ଶୀଘ୍ର ଜୟଙ୍କୁ… 

ଭୁବନେଶ୍ୱର,୧୨।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପା କୋର୍‌ କମିଟି ବୈଠକରେ ରଣନୀତି ପ୍ରସ୍ତୁତି ହୋଇଛି। ଏହି ବୈଠକ ପରେ ବରିଷ୍ଠ ଭାଜପା ନେତା ବସନ୍ତ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ…

ଯାତ୍ରାରେ ମା’ ପୁଅଙ୍କ ଆସିଲା ଏଭଳି ସିନ୍‌: ରାଗ ସମ୍ଭାଳି ପାରିଲେନି ଦର୍ଶକ, ଫୋପାଡି ଦେଇଗଲେ…

ଅନୁଗୋଳ,୧୨।୧୦: କୁହାଯାଏ ଯେତେବେଳେ ଦର୍ଶକ କୌଣସି ନାଟକକୁ ପସନ୍ଦ କରନ୍ତି ସେମାନେ ତାଳି ମାରନ୍ତି। ଅନ୍ୟପକ୍ଷେ ବେଳେ ବେଳେ ଅଭିନୟ ଯାଦୁ ଏମିତି ଥାଏ ଏକ ମିଛ କାଳ୍ପନିକ ଘଟଣାକୁ ସତ ମାନିନେଇ ଅଭିନେତା ଅଭିନେତ୍ରୀଙ୍କୁ ଗାଳି ଦିଅନ୍ତି । ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?