ନୂଆପଡ଼ା

ପ୍ରବାସୀ ଶ୍ରମିକଙ୍କ ଭିଡ, ଖରିଆର ରୋଡ ୭ଘଣ୍ଟା ସଟ୍‌ଡାଉନ

ନୂଆପଡା ଅଫିସ,୧୪ା୫-ଛତିଶଗଡ ସୀମାନ୍ତ ନୂଆପଡା ଜିଲା ଖରିଆରରୋଡରେ ଗୁରୁବାର ସକାଳେ ୧୫ଶହରୁ ଉର୍ଦ୍ଧ୍ୱ ଶ୍ରମିକ ପ୍ରବେଶ କରିବା ପରେ ପ୍ରଶାସନ ତପତ୍ରତା ପ୍ରକାଶ କରିଥିଲା। ଜିଲାପାଳ ମଧୁସ୍ମିତା ସାହୁ ଖରିଆର ରୋଡ ସହରକୁ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟାଯାଏ ସଟଡାଉନ ଘୋଷଣା…

ଲୋକଙ୍କ ଘର ମୁହଁରୁ ସଂଗ୍ରହ ହେବ ବନଜାତ ଦ୍ରବ୍ୟ

ନୂଆପଡା ଅଫିସ,୧୩ା୫: ମହାମାରୀ କରୋନା ପରିସ୍ଥିତିର ମୁକାବିଲା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ରହିଛି। ଏହାଦ୍ୱାରା ଜନଜୀବନ ପ୍ରଭାବିତ ହୋଇଛି। ବଣଜଙ୍ଗଲରେ ବସବାସ କରୁଥିବା ଗରିବ ପରିବାର ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ ବି ବିକି ପାରୁ ନାହାନ୍ତି। ଏଣୁ…

ନୂଆପଡ଼ାରେ ୧୫ରୁ ଧାନ କିଣା ହେବ

ନୂଆପଡା ଅଫିସ,୧୨ା୫- ନୂଆପଡ଼ା ଜିଲାରେ ଆସନ୍ତା ୧୫ ତାରିଖଠାରୁ ଧାନକିଣା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି। ଜିଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଏ ନେଇ  ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜିଲାରେ ଏଥର  ୮ହଜାର ୫୫୦ ହେକ୍ଟର ଜମିରେ…

ଚାଲି ଚାଲି ବିଶାଖାପାଟଣାରୁ ଉତ୍ତରପ୍ରଦେଶ

ନୂଆପଡା ଅଫିସ,୧୨ା୫: କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। କାମ ଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକମାନେ ଚିନ୍ତାରେ ପଡ଼ିଛନ୍ତି। ଗାଡ଼ିମୋଟର ବନ୍ଦ ଥିବାରୁ ଲୋକେ ଯିଏ ଯେଉଁଠି ଅଟକି ରହିଛନ୍ତି। ଆଉ କେତେକ ସାଇକେଲ ଅଥବା ଚାଲି ଚାଲି…

କେବଳ ଲୋକ ଦେଖାଣିଆ ଅସ୍ଥାୟୀ ଶିବିର

ନୂଆପଡା ଅଫିସ,୮ା୫-ଓଡ଼ିଶାର ବିଭିନ୍ନ ଜିଲାର ଲୋକେ କାମଧନ୍ଧା କରିବାକୁ ଯାଇ ଆଉ ଗୋଟିଏ ଜିଲାରେ ଲକ୍‌ ଡାଉନ୍‌ ଯୋଗୁ ଅଟକି ରହିଛନ୍ତି। ସେହିଭଳି ବାହାର ରାଜ୍ୟରେ ମଧ୍ୟ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି। ଏମାନେ ଏବେ ନିଜ ଉଦ୍ୟମରେ ଘରକୁ ଫେରୁଛନ୍ତି।…

ନୂଆପଡ଼ା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ  

ନୂଆପଡା ଅଫିସ/ଖଡିଆଳ,୮ା୫-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଶୁକ୍ରବାର ଦିନିକିଆ ନୂଆପଡ଼ା ଜିଲା ଗସ୍ତରେ ଆସି ଫେରିଛନ୍ତି। ନୂଆପଡ଼ା ଜିଲା ସଦର ମହକୁମାର ଅନ୍ବେଷା ହଷ୍ଟେଲ୍‌ରେ ୨ ଶହ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଲାଗି କାମ ଚାଲିଛି।…

ଆର୍ଥିକ ଅନଟନରେ ବାରିକ ପରିବାର

ସିନାପାଲି,୩ା୫(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୌଣସି ସେଲୁନ ଓ ବିଉଟି ପାର୍ଲର ଖୋଲିବା ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ା ଏଥିପାଇଁ ଗତ ଦେଢ଼ ମାସ ହେବ ସେଲୁନଗୁଡିକ ବନ୍ଦ ରହିଛି ା ଫଳରେ ଏହି ବେଉସାକୁ ଆଶ୍ରା…

କୋମନା ସହରକୁ ବିଶୋଧନ କରାଗଲା

କୋମନା,୨୯ା୪(ଡି.ଏନ୍‌.ଏ.): ବୁଧବାର ଭୋରରୁ ଅଗ୍ନିଶମ ବିଭାଗ ତରଫରୁ କୋମନା ସହରକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ସହରର ପ୍ରତ୍ୟେକ ଦୋକାନ ବଜାର, ବସଷ୍ଟାଣ୍ଡ ସମେତ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ, କୃଷି ବିଭାଗ, ଭାରତୀୟ ଷ୍ଟେଟବ୍ୟାଙ୍କ, ଅସ୍ଥାୟୀ କରୋନା ସ୍ବାସ୍ଥ୍ୟ…

୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ଆରମ୍ଭ

ନୂଆପଡା ଅଫିସ,୨୭।୪-ସ୍ଥାନୀୟ ସିଲଦାସ୍ଥିତ ଅନ୍ବେଷା ହଷ୍ଟେଲରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ଉଦ୍‌ଘାଟିତ ହୋଇଛି । ଏହାକୁ ଜିଲାପାଳ ମଧୁସ୍ମିତା ସାହୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ସୂଚନା ଦେଇ କହିଛନ୍ତି ଯେ,…

ମାକ୍ସ ପିନ୍ଧି ଅଖିମୁଠି ଶୁଭଦେଲେ ଚାଷୀ

ନୂଆପଡ଼ା ଅଫିସ,୨୬ା୪- ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି ଅର୍ଥାତ୍‌ ଅକ୍ଷୟ ତୃତୀୟାରେ ଚାଷୀ ଅଖିମୁଠି ପକାଏ ।  ଜମିରେ ପୂଜାର୍ଚ୍ଚନା କରି ଭଲ ଫସଲ ପାଇଁ ମାଟି ମାଆକୁ ବିନତୀ କରେ ।  ହେଲେ ଏଥର ଚାଷୀଙ୍କ ମନରେ ସେହି…

ଗଛମୂଳେ କ୍ୱାରାଣ୍ଟାଇନରେ ଶ୍ରମିକ

ନୂଆପଡା ଅଫିସ/ବୋଡେନ,୨୪|୪ – କରୋନା ଲକ୍‌ଡାଉନ ପରେ ଶ୍ରମିକମାନେ ଜିଲା ତଥା ରାଜ୍ୟ ବାହାରେ ହଇରାଣ ହେବା ପରେ ବିକଳ୍ପ ଚିନ୍ତା କରି ଘରକୁ ଫେରିଆସୁଛନ୍ତି। ହେଲେ ଏଠାରେ ପରିବାର କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ କ୍ୱାରାଣ୍ଟାଇନର ବ୍ୟବସ୍ଥା କରୁ ନ ଥିବାରୁ…

କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା,୧୪ ଦିନ ପରେ ବି ସ୍ୱାସ୍ଥ୍ୟ ପରୀକ୍ଷା ହେଉନି

ନୂଆପଡ଼ା ଅଫିସ,୨୪ା୪- ଜିଲା ବାହାର କିମ୍ବା ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ କିମ୍ବା ଅନ୍ୟ ଶ୍ରେଣୀର ଲୋକଙ୍କୁ ପୃଥକ୍‌ ବାସରେ ରଖିବାକୁ କ୍ୱାରାଣ୍ଟାଇନ ସେଣ୍ଟର କରାଯାଉଛି। ସେଠାରେ ଖାଦ୍ୟ ପାନୀୟ ସହ ଜରୁରୀ ସେବା ଯୋଗାଇଦେବାର ନିୟମ ରହିଛି। ହେଲେ ଛତିଶଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri